Latest Odisha News

BREAKING NEWS

Yearly Archives

2020

ଅଯୋଧ୍ୟାରେ ଜମୁଛି ଭବ୍ୟ ରାମଲୀଲା

ଅଯୋଧ୍ୟା: କରୋନା ସଙ୍କଟ ମଧ୍ୟରେ ସରାୟୁ ନଦୀ କୂଳରେ ଆରମ୍ଭ ହୋଇଛି ଭବ୍ୟ ରାମଲୀଲା । ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ରାମଲୀଲାରେ ସିନେ ଜଗତର କିଛି କଳାକାର ମଧ୍ୟ ସାମିଲ ହୋଇଛନ୍ତି । କେବଳ ଏତିକି ନୁହେଁ ଏହି ରାମଲୀଳାରେ ଭାରତୀୟ ଜନତା ପାର୍ଟିର ଦୁଇ ସାଂସଦ ତଥା ଅଭିନେତା ମନୋଜ ତିଓ୍ଵାରୀ…

‘ବଧାଇ ଦୋ’ରେ ଏକାଠି ନଜର ଆସିବେ ରାଜ୍‌ ଏବଂ ଭୂମି

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର 'ବଧାଇ ହୋ'କୁ ଆଜି ଦୁଇ ବର୍ଷ ପୂରିଛି। ଏହି ଅବସରରେ ଅଭିନେତ୍ରୀ ଭୂମି ପେଡନେକର ନିଜ ଇନଷ୍ଟାଗ୍ରାମରେ ଚଳଚ୍ଚିତ୍ର 'ବଧାଇ ହୋ'ର ଦ୍ୱିତୀୟ ସ୍ୱିକେଲ୍‌ 'ବଧାଇ ଦୋ' ସମ୍ବନ୍ଧୀୟ କିଛି ତଥ୍ୟ ପ୍ରକାଶ କରିଛନ୍ତି। ଏହା ସହିତ ସେ ରାଜକୁମାର…

ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଲେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌)ରେ ସିନିୟର କନ୍‌ସଲ୍‌ଟାଂଟ ଭାବେ ଯୋଗ ଦେଇଛନ୍ତି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ। ଭିଏସ୍‌ଏସ୍ ମେଡିକାଲ କଲେଜର ଛାତ୍ର ଡଃ ଦେ ବନାରସ ହିନ୍ଦୁ ୟୁନିଭର୍ସିଟି, ବାରଣାସୀରୁ ଶିଶୁ ରୋଗ ବିଜ୍ଞାନରେ ପୋଷ୍ଟ ଗ୍ରାଜୁଏଟ୍…

ହାଇଦ୍ରାବାଦରେ ପ୍ରବଳ ବର୍ଷା, ୫୦ ମୃତ

ହାଇଦ୍ରାବାଦ: ହାଇଦ୍ରାବାଦରେ ବାଦଲ ଫଟା ବର୍ଷା । ଚାରିଆଡେ ଖାଲି ପାଣି ଆଉ ପାଣି । ସହରର ଅନେକ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ପ୍ରଭାବିତ ହୋଇଛି ଜୀବନଯାତ୍ରା । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ହାଇଦ୍ରାବାଦର ଚନ୍ଦ୍ରାୟଗୁଟ୍ଟା ଅଞ୍ଚଳ । ଏଠାରେ ବଡବଡ ଗଛ ଓ ଘର…

ଭାଇରାଲ ହେଉଛି ‘ଡାକ୍ତରଙ୍କ ଅଷ୍ଟଭୂଜା’ ରୂପ

ଭୁବନେଶ୍ୱର: ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କର ନବଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି । ଏହି ସମୟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଜଣେ ଡାକ୍ତରଙ୍କର ‘ଅଷ୍ଟଭୂଜା ରୂପ’ । ସୂଚନାନୁଯାୟୀ କରୋନା ସଙ୍କଟ ସମୟରେ ଡାକ୍ତର ମାନେ ଦିନ ରାତି ଭୁଲି ରୋଗୀଙ୍କ ସେବାରେ ଲାଗି ପଡିଛନ୍ତି । ଉକ୍ତ…

ଗୋଟିଏ ଦିନରେ ରାଜ୍ୟରେ ୪୨ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୨ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୨ ହଜାର ୨୫୮ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୫,୬୩୪ ଜଣଙ୍କର ଆଣ୍ଟିଜେନ, ୬୫୨୧ ଟି ଆରଟି-ପିସିଆର୍ ଓ ୧୦୩ ଟି ଟ୍ରୁନଟ୍…

ସଦ୍‌ଗୁରୁ ଜାଗି ବାସୁଦେବ ଏବଂ ହଲିଉଡ୍‌ ତାରକା ୱିଲ୍‌ ସ୍ମିଥ୍‌ଙ୍କ ସ୍ୱତନ୍ତ୍ର ସାକ୍ଷାତକାର ବେଳର ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: ହଲିଉଡ୍‌ର ଜଗତର ଭାରତ ପ୍ରେମ ଅନେକ ସମୟରେ ଦେଖିବାକୁ ମିଳିଥାଏ। ହଲିଉଡ୍‌ର ଅନେକ ବଡ ତାରକା ଭାରତକୁ ଆସି ଏଠାରେ ଭାରତୀୟ ପରମ୍ପରା ସହିତ ଯୋଡି ହୋଇଛନ୍ତି। ତେବେ ନିକଟରେ ସେହିଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ବାସ୍ତବରେ, ହଲିଉଡ୍ ତାରକା ୱିଲ୍ ସ୍ମିଥ୍ ଇଶା…

ଚୀନ ଉପରେ ତାଇୱାନ ଆକ୍ରମଣ କରିବ !

ବେଜିଂ: ତାଇୱାନ ଆକ୍ରମଣ ପ୍ରତି ଚୀନର ଭୟ ରହିଛି । କାଳେ ତାଇୱାନ ଅତର୍କିତ ଆକ୍ରମଣ କରିଦେବ ସେ ନେଇ ଚୀନ ଦକ୍ଷିଣ ପୂର୍ବ ଊକପୂଳବର୍ତି ଅଂଚଳରେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ମୁତୟନ କରିଛି । ଆମେରିକା ସମସ୍ତ ପ୍ରକାର ସହଯୋଗ ତାଇୱାନକୁ କରୁଥିବାରୁ ଚୀନ ଏଥିନେଇ ସତର୍କ ରହିଛି । ଚୀନ ସେନା…

ନିଟ୍ ଟପ୍ପର ସୋଏବଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିଟ୍ ଟପ୍ପର ସୋଏବ ଆଫତାବଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋଏବଙ୍କ ସହ ମୁଖ୍ୟମନ୍ତ୍ରୀ ଫୋନ୍ ଯୋଗେ କଥା ହୋଇଛନ୍ତି । ସୋଏବଙ୍କ ଚମତ୍କାର ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।…

ପୁଣି ପାୟଲଙ୍କର ଏକ ଚମତ୍କାରୀ ଦାବି; ଅନୁରାଗ ଏବଂ ମୋ ବିଷୟରେ ସବୁ ଜାଣନ୍ତି ଇର୍‌ଫାନ୍‌

ନୂଆଦିଲ୍ଲୀ: ଅଭିନେତ୍ରୀ ପାୟଲ ଘୋଷ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ସେ ସୋସିଆଲ ମିଡିଆରେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ସେ କ୍ରମାଗତ ଭାବରେ ଟ୍ୱିଟ୍ କରି ଅନେକ ଚମତ୍କାରୀ ଦାବି କରି ଚଳଚ୍ଚିତ୍ର…