Latest Odisha News

BREAKING NEWS

Yearly Archives

2020

କୋଭିଡ କଟକଣାକୁ ଫୁ’, ସିଲ୍ ହେଲା ୩ ମନ୍ଦିର

ବ୍ରହ୍ମପୁର: କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ । ଫୁ କରି ଉଡାଇଦେଲେ ନିୟମ । ସିଲ୍ ହେଲା ୩ ମନ୍ଦିର । ବ୍ରହ୍ମପୁର ମହାନଗର ନିମଗ ଅଂଚଳରେ ଥିବା ୩ଟି ମନ୍ଦିରକୁ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପ୍ରଶାସନ ସିଲ୍ କରିଛି । ନବରାତ୍ର ପୂଜାର ୯ ଦିନ ପରେ ମନ୍ଦିର ଗୁଡ଼ିକ ଖୋଲିବ ବୋଲି…

ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ନେଇ କଣ ପ୍ରତିକ୍ରିୟା ଦେଲେ ଅମିତ ଶାହା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ  ସହିତ ଜଡ଼ିତ ପ୍ରକୃତ ଦୋଷୀ ଏପର୍ଯ୍ୟନ୍ତ ମିଳିପାରି ନଥିବା ବେଳ ଏହା ଭିତରେ ଦେଶର ଗୃହମନ୍ତ୍ରୀ ଅମିତ ଶାହା ସୁଶାନ୍ତଙ୍କ ମାମଲାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ…

ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ଜୋ ବିଡେନ୍‌

ୱାଶିଂଟନ: ଭାରତୀୟଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ । ଏଥିସହ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାରତୀୟ କମଲା ହାରିସ ମଧ୍ୟ ଭାରତୀୟ ଆମେରିକୀୟମାନଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଆମେରିକାରେ ଥିବା ହିନ୍ଦୁ ଭାରତୀୟମାନଙ୍କୁ ଟ୍ୱିଟ…

ଏସ୍‌ଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ଗ୍ୟାଙ୍ଗ

ସୁବର୍ଣ୍ଣପୁର: କ୍ରାଇମବ୍ରାଂଚ ଏସ୍‌ଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ଗ୍ୟାଙ୍ଗ । ସୁବର୍ଣ୍ଣପୁର ଜିଲ୍ଲା ରାଜକୋଟି ଗାଁରୁ ବଜ୍ରକାପ୍ତା କାତି ଜବତ ହୋଇଛି । ଏହି ଘଟଣାରେ ଏସ୍‌ଟିଏଫ୍ ୨ ବେପାରୀକୁ ଗିରପ କରିଛି । ଦୁଇ ଅଭିଯୁକ୍ତ ହେଲେ ସୋମନାଥ ବ୍ୟାଗ୍ ଓ ମାର୍ସାଲାନ୍ ଭେଙ୍ଗେରା । ଜବତ କାତିର…

ଦାଦାବଟି ନଦେବାରୁ ଭାଇଭଉଣୀକୁ ହାଣିଦେଲେ

ବ୍ରହ୍ମପୁର: ଦାଦାବଟି ନଦେବାରୁ ଭଉଭଉଣୀଙ୍କ ଉପରେ ଖଣ୍ଡାରେ ଆକ୍ରମଣ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହିରୁ ଏଭଳି ଅଭିଯୋଗ ଆସିଛି। ଆହତ ଦ୍ୱୟ ହେଲେ-କାଳିଆ ପାତ୍ର ଓ ତାଙ୍କ ଭଉଣୀ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି…

ମା’ ଙ୍କ ନବଦିନାତ୍ମକ ପୂଜାର ଆଜି ହେଉଛି ଦ୍ଵିତୀୟ ଦିନ

ଭୁବନେଶ୍ୱର: ଆରମ୍ଭ ହୋଇ ଯାଇଛି ପାର୍ବଣ। ଧରାବତରଣ କରିସାରିଛନ୍ତି ମା’ ଦୁର୍ଗତିନାଶିନୀ ଦୁର୍ଗା। ମା' ଙ୍କ ନବଦିନାତ୍ମକ ପୂଜାର ଆଜି ହେଉଛି ଦ୍ଵିତୀୟ ଦିନ। କଥାରେ ଅଛି ପୃଥିବୀର ସବୁ ଶକ୍ତି ଅପେକ୍ଷା ମାତୃଶକ୍ତି ଶ୍ରେଷ୍ଠ । ମା’ ଦୁର୍ଗା ଏହି ମାତୃଶକ୍ତିର ପ୍ରତୀକ । ଜଗତଜନନୀ ମାଆ…

ରାଜଧାନୀରେ ଗ୍ରୀନ କରିଡର, ୯ ମିନିଟ୍‌ରେ ହସ୍ପିଟାଲରୁ ଏୟାରପୋର୍ଟ ଗଲେ ଗୁରୁତର ରୋଗୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୁରୁତର ରୋଗୀଙ୍କ ପାଇଁ ଗ୍ରୀନ୍ କରିଡର । ମୂଲ୍ୟବାନ ଜୀବନ ବଂଚାଇବା ଲାଗି ନିଆରା ପ୍ରୟାସ କରିଛି କମିଶନରେଟ୍ ଟ୍ରାଫିକ ପୋଲିସ । ଆପୋଲୋ ହସ୍‌ପିଟାଲରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଜଣେ ଗୁରୁତର ରୋଗୀଙ୍କୁ ଗ୍ରିନ୍‌ କରିଡର ଜରିଆରେ ସଫଳତାରେ ସହ…

ଗଞ୍ଜାମରେ ୨୫୧ ଜଣ କରୋନା ଆରୋଗ୍ୟ ଦାନ କରିଛନ୍ତି ପ୍ଲାଜ୍ମା

ବ୍ରହ୍ମପୁର: କରୋନା କବଳରୁ ରୁ ଉଦ୍ଧାର ହୋଇଥିବା ଗଞ୍ଜାମ ଜିଲ୍ଲାର ମୋଟ ୨୫୧ ଜଣ ରୋଗୀ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ଥିବା ଏମ୍.କେ.ସି.ଜି ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲର ବ୍ଲଡ଼ ବ୍ୟାଙ୍କ ରେ ପ୍ଲାଜ୍ମା ଦାନ କରିଛନ୍ତି। ଦାନ କରାଯାଇଥିବା ପ୍ଲାଜମା ୫୦୨ ଜଣ କୋଭିଡ ରୋଗୀଙ୍କ ଜୀବନ…

ଘନଉଛି ଲଘୁଚାପ, ୨୧ ଯାଏଁ ବର୍ଷା

ଭୁବନେଶ୍ୱର: ଦାନା ବାନ୍ଧୁଛି ଲଘୁଚାପ । ବଙ୍ଗୋପସାଗରେ ସୃଷ୍ଟି ଲଘୁଚପା ଧୀରେ ଧୀରେ ଘନେଇବାରେ ଲାଗିଛି । ଏହା ଆଗକୁ ଅବପାତର ରୂପ ନେଇପାରେ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରବିବାରଠାରୁ ୨୧ ଯାଏଁ ଓଡ଼ିଶାରେ ବର୍ଷା ଲାଗି ରହିବ । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା…

ଓଡ଼ିଶା ସୀମାନ୍ତରୁ ଜବତ ହେଲା ୭୦ ଲକ୍ଷରୁ ଅଧିକ ମୂଲ୍ୟର ଗଞ୍ଜେଇ

ଲମତାପୁଟ: ଓଡିଶା ସୀମା ନିକଟସ୍ଥ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ଛତିଶଗଡକୁ ପାଖାପାଖି ୭ କୁଇଣ୍ଟାଲ ଗଞ୍ଜେଇ ଚାଲାଣ ବେଳେ ଜବତ କରିଛି ମାଛକୁଣ୍ଡ  ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୭୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ସୁଚାନୁଯାୟୀ, ନମ୍ବର ପ୍ଲେଟ ନଥିବା ଏକ ଭ୍ୟାନରେ ଏହି…