Latest Odisha News

BREAKING NEWS

Yearly Archives

2020

ଏଭର୍‌ଗ୍ରୀନ୍‌ ଚଳଚ୍ଚିତ୍ର ‘କୁଛ୍‌‌ କୁଛ୍‌ ହୋତା ହୈ’ କୁ ପୂରିଲା ୨୨ ବର୍ଷ; ଫିଲ୍ମକୁ ନିଆରା ଢଙ୍ଗରେ…

ମୁମ୍ବାଇ: ଆଜି 'କୁଛ୍‌ କୁଛ୍‌ ହୋତା ହୈ' ଚଳଚ୍ଚିତ୍ରକୁ ପୁରିଛି ୨୨ ବର୍ଷ। ଫିଲ୍ମ ରିଲିଜ ହେବାର ୨୨ ବର୍ଷ ବିତିଗଲାଣି  ହେଲେ ଫିଲ୍ମର କ୍ରେଜ୍‌ ଏବେ ବି ଜାରି ରହିଛି। ଏହି ଚଳଚ୍ଚିତ୍ରଟି ୧୬ ଅକ୍ଟୋବର ୧୯୯୮ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କରଣ ଜୋହର।…

ବିଗ୍ ବି ଅମିତାଭଙ୍କ ‘ଝାଡୁପୋଛା’!

ମୁମ୍ବାଇ: ଅମିତାଭ ବଚ୍ଚନ ଗୁରୁବାର ଦିନ କୋନ ବନେଗା କରୋରପତିର ଏକ ଏପିସୋଡରେ କହିଛନ୍ତି ଯେ ସେ ଲକଡାଉନ ସମୟରେ ଘର ପୋଛା ପୋଛି କରୁଥିଲେ। ସୂଚନା ଅନୁଯାୟୀ ଶୋ'ରେ ଜଣେ ପ୍ରତିଯୋଗୀ ରୁନା ସାହା କହିଥିଲେ ଯେ ସେ ଲକଡାଉନରେ ଘରେ ଅନେକ କାମ କରିଛନ୍ତି ଜ୍ଝ ଏହା ପରେ ଶୋ’ର ଏକ୍ସପୋର୍ଟ ଗେଷ୍ଟ…

‘ପରୀ’ ଅପହରଣ ଓ ହତ୍ୟା ମାମଲା; ଅଭିଯୁକ୍ତକୁ ଗିରଫ ପାଇଁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ନୟାଗଡ ଜିଲ୍ଲା ନୟାଗଡ ସଦର ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ୫ ବର୍ଷୀୟା କନ୍ୟା “ପରୀ”କୁ ଗତ ଜୁଲାଇ ୧୪ ତାରିଖରେ ଖେଳୁଥିବା ସମୟରେ ଅପହରଣ କରାଯାଇଥିଲା ଏବଂ ଠିକ୍ ସେହି ମାସ ୨୩ ତାରିଖରେ ତାଙ୍କ ଘର ନିକଟରେ ଥିବା ପୋଖରୀରୁ ଏକ ବ୍ୟାଗ ଭିତରେ ବନ୍ଧା ହୋଇ ତାହାର ଗଳିତ ଶବ…

KGF-2′ ର ସୁଟିଂ ସେଟ୍‌ରେ ସକ୍ରିୟ ସଂଜୟ ଦତ୍ତ !

ମୁମ୍ବାଇ: ଫୁସ୍‌ଫୁସ୍ କ୍ୟାନ୍ସରରେ ପୀଡିତ । ତଥାପି ହାର ମାନିନାହାନ୍ତି ଅନ୍‌ସ୍କ୍ରିନ୍ ମୁନ୍ନାଭାଇ ଓରଫ ସଂଜୟ ଦତ୍ତ । କେତେବେଳେ ଏୟାରପୋର୍ଟରେ ତାଙ୍କ ଫଟୋ ଭାଇରାଲ୍ ତ ପୁଣି କେତେବେଳେ ହେୟାର କଟିଂକୁ ନେଇ ଚର୍ଚ୍ଚା । ଏବେ ଫିଲ୍ମ କେଜିଏଫ୍‌-୨ର ସୁଟିଂ ଆରମ୍ଭ କରି ନିଜ ଫ୍ୟାନମାନଙ୍କୁ…

କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେ ଟ୍ୱିଟ କରି ଲେଖିଛନ୍ତି, "ମୁଁ କୋଭିଡ-୧୯ ପାଇଁ ପଜିଟିଭ୍ ପରୀକ୍ଷା କରିଛି। ମୁଁ ଘର କ୍ବାରାଣ୍ଟାଇନରେ ଅଛି। ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହ ଯୋଗାଯୋଗ କରିଥିଲେ ସେମାନେ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନକଲି ଖବର ପ୍ରଚାର ଅଭିଯୋଗରେ ‘ଆଡଭୋକେଟ୍’ ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଦିଲ୍ଲୀର ଜଣେ ଓକିଲଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ନିଜକୁ ଓକିଲ ବୋଲି ଦାବି କରୁଥିବା ଏହି ବ୍ୟକ୍ତିଙ୍କୁ ଗିରଫ କରି ମୁମ୍ବାଇ ଅଣାଯାଇଛି। ଏନଡିଟିଭିରେ ପ୍ରକାଶିତ…

ଭାରତଠାରୁ ପାକିସ୍ତାନ ଭଲ କୋଭିଡ ମୁକାବିଲା କରିଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଇଏମଏଫଙ୍କ ଆକଳନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କେନ୍ଦ୍ରସରକାର ଉପରେ ବର୍ଷିଛନ୍ତି । ଚଳିତ ବର୍ଷ ଭାରତୀୟ ଅର୍ଥନୀତି ୧୦.୩ ପ୍ରତିଶତ ତଳକୁ ଖସିବାକୁ ଥିବା ବେଳେ, ଆଇଏମଏଫର ଆକଳନକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି- ଏହା ସରକାରଙ୍କ ଅନ୍ୟ ଏକ 'ଦୃଢ଼ ସଫଳତା'…

ଅଚାନକ ଜନ୍‌‌ ସିନାଙ୍କ ବିବାହ କଥା ଶୁଣି ଚମକିପଡ଼ିଲେ ପ୍ରଶଂସକ; କାହାକୁ ନିଜ ଜୀବନସାଥୀ କଲେ ଜନ୍‌ ସିନା?

ନୂଆଦିଲ୍ଳୀ: ହଲିଉଡ୍‌ ଅଭିନେତା ତଥା WWE ଚାମ୍ପିଅନ୍ ଜନ୍ ସିନା ତାଙ୍କ ଗର୍ଲଫ୍ରେଣ୍ଡ ଶାରିୟତ୍‌‌ଜାଦେହ୍‌ଙ୍କୁ ଗୋପନ ଭାବେ ବିବାହ କରିଥିବା ଜଣାପଡ଼ିଛି। ସେ ଶାରିୟତ୍‌ଙ୍କ ସହିତ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ଡେଟ୍‌ କରୁଥିଲେ। ସେ ଫ୍ଲୋରିଡାରେ ଏକ ବ୍ୟକ୍ତିଗତ ସମାରୋହରେ…

ଅଧିନାୟକ ପଦ ଛାଡ଼ିବେ ଦିନେଶ କାର୍ତ୍ତିକ

ୟୁଏଇ: ଚଳିତ ବର୍ଷ ଆଇପିଏଲ ସଂସ୍କରଣରେ କେକେଆରର କ୍ୟାପଟେନ ଦିନେଶ କାର୍ତ୍ତିକ ଅଧିନାୟକତ୍ଵ ଛାଡିଥିବା ସୂଚନା ମିଳିଛି । ଶୁକ୍ରବାର ଦିନ ଅଫିସିଆଲ ୱେବସାଇଟରେ ଫ୍ରାଞ୍ଚାଇଜ ଘୋଷଣା କରିଛି ଯେ ବର୍ତ୍ତମାନ ଇଂଲଣ୍ଡ ଅଧିନାୟକ ଇଏନ୍ ମୋର୍ଗାନଙ୍କୁ ଅଧିନା ୟକତ୍ଵ ହସ୍ତାନ୍ତର କରିବାକୁ…

ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ୍ସପ୍ରେସ୍ ସର୍ଭିସ୍ ସେବା ଆରମ୍ଭ

ରାଉରକେଲା: ସହରର ବହୁଳ ବର୍ଜ୍ୟବସ୍ତୁ ଉତ୍ପାଦକ ବା ବଲ୍କ ୱେଷ୍ଟ ଜେନେରେଟରଙ୍କୁ ଅଧିକ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ରାଉରକେଲା ମହାନଗର ନିଗମ ଆଜି ଏକ୍ସପ୍ରେସ୍ ସର୍ଭିସ୍ ସେବାର ଶୁଭାରମ୍ଭ କରିଛି। ଏଥିନିମନ୍ତେ ଦୁଇଟି ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରିଛି ନିଗମ। ରାଉରକେଲା ବିଧାୟକ…