Latest Odisha News

BREAKING NEWS

Yearly Archives

2020

ଖସୁଛି କରୋନା ଗ୍ରାଫ, ୨୪ ଘଣ୍ଟାରେ ୨,୬୦୪ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ରାଜ୍ୟରେ ୨୬୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୦୯୩ ହେଉଛି ଲୋକାଲ୍ କେସ୍‌। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ କରି ଜଣାଇଛି ।…

ସିନେମା ହଲ୍‌ ଖୋଲିବା ନେଇ ୟୁପି ସରକାରଙ୍କ ନୂଆ ଗାଇଡଲାଇନ୍

ଉତ୍ତର ପ୍ରଦେଶ: ଅକ୍ଟୋବର ୧୫ ରୁ ସିନେମା ହଲ୍ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଏହା ସହିତ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟ ସିନେମା ହଲ୍‌କୁ ଯିବା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି। ବର୍ତ୍ତମାନ ଉତ୍ତରପ୍ରଦେଶ ସରକାର ନିଜ ରାଜ୍ୟରେ ସିନେମା ହଲ୍‌…

ବଗଲା ପାଇଁ ବିଜେପିର ପଦଯାତ୍ରା

ପୁରୀ: ବଗଲା ଧର୍ମଶାଳା ପାଇଁ ବିଜେପିର ବିରାଟ ପଦଯାତ୍ରା । ବଗଲା ଧର୍ମଶାଳା ବିକ୍ରିକୁ ବିରୋଧ କରି ବିଜେପି ପକ୍ଷରୁ ୨୭ ଦିନ ଧାରଣାରେ ବସିବା ପରେ ଆଜି ଏକ ଶୋଭଯାତ୍ରା ବାହାରିଛି । ପଦଯାତ୍ରାରେ ପୁରୀରୁ ଭୁବନେଶ୍ୱର ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେବାକୁ ଆସୁଛନ୍ତି । ସିଂହଦ୍ୱାରଠାରୁ…

ମାଓ କ୍ୟାମ୍ପ ଉପରେ ଚଢ଼ାଉ, ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡାରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି । ଦନ୍ତେୱାଡାର ଫେରେସା ଜଙ୍ଗଲରେ ଏକ ବଡ ଧରଣର ମଓ ଶିବିର ଥିବା ଖବର ପାଇ ଛତିଶଗଡ ପୋଲିସ ଓ ସିଆର୍‌ଫିଏଫ୍ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା। ପୋଲିସକୁ ଦେଖି ମାଓବାଦୀମାନେ…

ଆଇପିଏଲ୍ ଖେଳିବେ କି ଛୋଟେ ନବାବ୍ ତୈମୁର୍?

ନୂଆଦିଲ୍ଲୀ: କରୀନା କପୁର ଖାନ୍‌ ତୈମୁରଙ୍କ ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ଛୋଟେ ନବାବ୍‌ ତୈମୁର୍‌ କ୍ରିକେଟ୍ ଖେଳିବାରେ ବ୍ୟସ୍ତ ଅଛନ୍ତି। ତୈମୁର୍‌ ହାତରେ ନିଜ ଆକାରଠୁ ବଡ଼ ଆକାରର ବ୍ୟାଟ୍ ଧରି ପିଚ୍‌ରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି। ତାଙ୍କ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ…

ରାଶିଫଳ                                  ତା୧୪-୧୦-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୧୪ ରିଖ ବୁଧବାର କନ୍ୟା ୨୯ ଦିନ  ଆଶ୍ୱୀନ ମଳ ମାସ କୃଷ୍ଣ ପକ୍ଷ ଦ୍ୱାଦଶୀଭୁକ୍ତ ତ୍ରୟୋଦଶୀ ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-:…

ଏମିତି କରି ମହାମାରୀକୁ ମାତ ଦେଲେ ଉପରାଷ୍ଟ୍ରପତି, ସେୟାର କଲେ ସିକ୍ରେଟ୍

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହୋଇଛନ୍ତି ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ । ୭୧ ବର୍ଷ ବୟସରେ ଡାଏବେଟିସ୍ ଓ ଆଉ କିଛି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ବି କରୋନା ସହ ଲଢ଼େଇରେ ସେ ବିଜୟୀ ହୋଇଛନ୍ତି । କେମିତି ମହାମାରୀକୁ ମାତ ଦେଲେ ତାର ସିକ୍ରେଟ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି…

ବସ୍‌କୁ ୫ ଲକ୍ଷ ୬୬ ହଜାର ଜରିମାନା

ଭୁବନେଶ୍ୱର: ଯାତ୍ରୀବାହୀ ବସ୍‌କୁ ମୋଟା ଅଙ୍କର ଫାଇନ୍ । ୫ ଲକ୍ଷ ୬୬ ହଜାର ଟଙ୍କାର ଫାଇନ୍ କରିଛି ଭୁବନେଶ୍ୱର ଆର୍‌ଟିଓ-୨ । କରୋପୁଟ-ଭୁବନେଶ୍ୱରକୁ ଚଳାଚଳ କରୁଥିବା ଯାତ୍ରୀବାହୀ ବସ୍‌ ଟିର ବୈଧ ଷ୍ଟେଜ କ୍ୟାରେଜ ପରମିଟ ନଥିବାରୁ ଭୁବନେଶ୍ୱର ଆର୍‌ଟିଓ-୨ ଏହି ମୋଟା ଅଙ୍କର ଜରିମାନା କରିଛି ।…

ପାଣିକୋଇଲିରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଗ୍ରୀନ ସିଗନାଲ୍

ଯାଜପୁର : ଯାଜପୁର ଜିଲ୍ଲା ପାଣିକୋଇଲି ଠାରେ ପ୍ରସ୍ତାବିତ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଛି ଗ୍ରୀନ ସିଗନାଲ୍। ବହୁ ପ୍ରତିକ୍ଷିତ ଏହି ଟ୍ରମା କେୟାର ସେଣ୍ଟର ପାଇଁ ଅର୍ଥ ମଞ୍ଜୁର ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ପ୍ରଥମ…

ସତର୍କ ସଙ୍କେତ ଡେଇଁଲା ଋଷିକୁଲ୍ୟା

ଗଞ୍ଜାମ: ସତର୍କ ସଂକେତ ଡେଇଁଛି ଋଷିକୁଲ୍ୟା ନଦୀ ।  ଗଞ୍ଜାମ ପୁରୁଷୋତ୍ତମପୁରରେ ସତର୍କ ସଙ୍କେତ ଟପିଛି ଋଷିକୁଲ୍ୟା ଜଳସ୍ତର । ନଦୀର ସର୍ତକ ସଂକେତ ୧୫.୮୩ ଥିବା ବେଳେ ବର୍ତମାନ ରହିଛି ୧୬.୩୫ । ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିଛି । ନଦୀର ବିପଦ ସଙ୍କେତ ୧୬.୮୩ ମିଟର…