Latest Odisha News

BREAKING NEWS

Yearly Archives

2020

କରୋନା ରିପୋର୍ଟ ପଜିଟିଭ୍ ଆସିବାରୁ ଡାକ୍ତର ଓ କର୍ମଚାରୀଙ୍କୁ ପିଟିଲେ ଯୁବକ

ନୂଆଦିଲ୍ଲୀ: ଯୁବକଙ୍କ ଉନ୍ମତ୍ତକାଣ୍ଡ । କୋଭିଡ୍ ଟେଷ୍ଟ ରିପୋର୍ଟକୁ ନେଇ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ଉପରେ ରାଗିଗଲେ । ସେମାନଙ୍କ ଉପରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଦିଲ୍ଲୀରୁ ଏମିତି ଏକ ଘଟଣା ସାମନାକୁ ଆସିଛି । ପୂର୍ବ ଦିଲ୍ଲୀର ଜଗତପୁରୀ ଅଞ୍ଚଳରେ ଜଣେ ଯୁବକ…

‌କେଟୋ ଡାଏଟ୍ କଣ? ଜାଣନ୍ତୁ କଣ ଏହାର ଉପକାରିତା ଆଉ ଅପକାରିତା

ଲୋକମାନେ ଅଳ୍ପ ସମୟ ମଧ୍ୟରେ ଶରୀରକୁ ଫିଟ୍‌ କରିବା ପାଇଁ କେଟୋ ଡାଏଟ୍ ବ୍ୟବହାର କରନ୍ତି। ପ୍ରକୃତରେ ଏହି କେଟୋ ଡାଏଟ୍‌ କଣ? ଗତ ବର୍ଷ ନେଚର୍‌ ମେଟାବୋଲିଜିମ୍ ପତ୍ରିକାରେ ଏକ ଅନୁସନ୍ଧାନ ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରେ କୁହାଯାଇଛି ଯେ କେଟୋ ଡାଏଟ୍ ଅଳ୍ପ ସମୟ ମଧ୍ୟରେ ଶରୀରକୁ…

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ, ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ସିନିୟର ଆକାଉଣ୍ଟାଣ୍ଟ । ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଅଫିସର ସିନିୟର ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ନାଁ ଅଶୋକ କୁମାର ନନ୍ଦ । ଆୟ ବର୍ହିଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ସକାଳୁ ସକାଳୁ ରେଡ୍ ଚାଲିଛି । ଭିଜିଲାନ୍ସ…

୨୪ ଘଣ୍ଟାରେ ପୁଣି ବଢ଼ିଲା: ଦେଶରୁ ୬୩ ହଜାର ନୂଆ ଆକ୍ରାନ୍ତ, ୭୩୦ ମୃତ

ନୂଆଦିଲ୍ଲୀ: ୨୪ ଘଣ୍ଟା ଭିତରେ ସାରା ଦେଶରେ ପୁଣି ବଢ଼ିଛି କରୋନା କେସ । ଚିହ୍ନଟ ହୋଇଛନ୍ତି ୬୩ ହଜାର ୫୦୯ ଆକ୍ରାନ୍ତ । ତାପୂର୍ବ ଦିନ ୫୫ ହଜାର ପଜିଟିଭ୍ ବାହାରିଥିଲେ । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ଲକ୍ଷ ୩୯ ହଜାର ୩୯୦କୁ ବୃଦ୍ଧି ପାଇଛି । ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ହ୍ରାସ…

ପ୍ରବଳ ବର୍ଷା, ୧୭ ଜିଲ୍ଲାକୁ ଆଲର୍ଟ ଜାରି

ଭୁୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା । ଅଜି ୧୭ଟି ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ଦିନ ୧୧ଟା ମଧ୍ୟରେ ୧୭ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବା ସମ୍ଭାବନା ରହିଛି । ଏହି ସମୟରେ ସତର୍କ ରହିବାକୁ…

ଭଲ ଖବର: ସାରା ବିଶ୍ୱରେ କରୋନା ସୁସ୍ଥହାରରେ ଭାରତ ନମ୍ବର ଓ୍ୱାନ୍

ନୂଆଦିଲ୍ଲୀ: କରୋନା କାଳରେ ଭଲ ଖବର । ଦେଶବାସୀଙ୍କୁ ଆଶ୍ୱସ୍ତିକଲା ଭଳି ଖବର ଏବେ ସାମନାକୁ ଆସିଛି । ସାରା ଦେଶରେ ମହାମାରୀରୁ ସୁସ୍ଥ ହେଲେଣି ୬୨ ଲକ୍ଷରୁ ଅଧିକ ଆକ୍ରାନ୍ତ । ସୁସ୍ଥ ହାର ରହିଛି ୮୬.୭୮ ପ୍ରତିଶତ । ଅର୍ଥାତ ସାରା ବିଶ୍ୱରେ ସର୍ବାଧିକ ସୁସ୍ଥହାର ଭାରତରେ ରହିଛି । ଦେଶରେ…

ବର୍ଷାରେ ବେହାଲ ତେଲେଙ୍ଗାନା, ୧୧ ମୃତ

ହାଇଦ୍ରାବାଦ: ପ୍ରବଳ ବର୍ଷାରେ ବେହେଲା ତେଲେଙ୍ଗାନା । ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିିତି । ଲଗାଣ ବର୍ଷା ଯୋଗୁଁ ଜଳବନ୍ଦି ଅବସ୍ଥାରେ ହାଇଦ୍ରାବାଦ ସହର । ରାଜପଥରେ ପାଣି ଚାଲିବା ସହ ବିଭିନ୍ନ ଅଂଚଳରେ ଲୋକଙ୍କ ଘରେ ପାଣି ପଶିଛି । କେତେକ ସ୍ଥାନରେ ବର୍ଷା ପାଣିରେ ଯାନବାହାନ ଭାସୁଥିବା…

ଭୁଶୁଡିଲା ନିର୍ମାଣଧୀନ ପାଚେରି, ଶିଶୁ ସମେତ ୯ ମୃତ

ହାଇଦ୍ରାବାଦ: ପାଚେରି ଭୁଶୁଡି ୯ ଜଣଙ୍କ ମୃତ୍ୟୁ । ତେଲେଙ୍ଗାନା ହାଇଦ୍ରାବାଦ ବାନ୍ଦଲାଗୁଡା ଅଂଚଳରେ ଘଟିଛି ଏଭଳି ଅଘଟଣ । ପ୍ରବଳ ବର୍ଷା ଯୋଗୁଁ ଏକ ନିର୍ମାଣଧୀନ ପାଚେରି ଭୁଶୁଡି ପଡିବା ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ୯ ମୃତକଙ୍କ ମଧ୍ୟରେ ଜଣେ ଦୁଇ ମାସର ଶିଶୁ ମଧ୍ୟ ରହିଛି । ଏଥିସହ ଏହି…

ବନ୍ଦ ଘରେ ନାବାଳିକାଙ୍କୁ ୨୨ଦିନ ଧରି ଗଣଦୁଷ୍କର୍ମ ଅଭିଯୋଗ

କଟକ: ପୁଣି ଲଜ୍ଜା । ବନ୍ଦ କୋଠରୀରେ ରଖି ଜଣେ ନାବାଳିକାକୁ ୨୨ ଦିନ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ । କଟକ ସହରର ଗତିରାଉତ ପାଟଣାରୁ ଏହି ଅଭିଯୋଗ ଆସିଛି । ଚାଇଲ୍ଡ ଲାଇନ ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି । ତନାଘନା ତଦନ୍ତ ଚଳାଇଛି ପୋଲିସ । ପୀଡ଼ିତାଙ୍କ ବୟାନ ରେକର୍ଡ…

ବଜ୍ରପାତରେ ଗଲା ୨ ଜୀବନ

ନୟାଗଡ: ନୟାଗଡ ଜିଲ୍ଲା ଦଶପଲ୍ଲା ଡିହଗାଁରେ ଅଭାବନୀୟ ଘଟଣା । ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ବଜ୍ରପାତରେ ଗାଁର ଜଣେ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ସେମାନଙ୍କୁ ଦଶପଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର…