ବାପା ହେବାକୁ ଯାଉଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ସୁଇଂ କିଙ୍ଗ୍
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ପରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ୍ ବୋଲର ଜାହୀର ଖାଁ ବାପା ହେବାକୁ ଯାଉଛନ୍ତି । ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଡାଇରେକ୍ଟର ଅଫ କ୍ରିକେଟ ଅପରେଶନ ଦାୟିତ୍ୱ ତୁଲାଉଛନ୍ତି । ଜାହୀର ଏବଂ ତାଙ୍କ ପତ୍ନୀ ତଥା ଚକ ଦେ ଫେମ୍…