Latest Odisha News

BREAKING NEWS

Yearly Archives

2020

ନାଲିବତି ଗାଡିରେ ଧରାପଡିଲେ ୨ ନକଲି ପୋଲିସ

ବାଲେଶ୍ୱର: ପୋଲିସ ଆଖିରେ ଧୁଳି । ନକଲି ନାଲିବତୀ ଗାଡିରେ ଧରାପଡିଲେ ୨ ନକଲି ପୋଲିସ । ବାଲେଶ୍ୱର ଜିଲ୍ଲା ଖନ୍ତପଡା ଥାନା ଅଂଚଳରୁ ପୋଲିସ ଡ୍ରେସରେ ଆସୁଥିବାବେଳେ ଚେକିଂ ବେଳେ ଧରାପଡିଲେ । ଚେକିଂ ବେଳେ ପୋଲିସକୁ ଦେଖି ଖସି ପଳାଉଥିବାବେଳେ  ପୋଲିସ ଗିରଫ କରିଛି । ୨ଦୁର୍ଦ୍ଦାନ୍ତ ଅପରାଧୀଙ୍କ…

୨୦୨୧ ମାର୍ଚ୍ଚ ସୁଦ୍ଧା ଭାରତରେ କରୋନା ଟିକା ? ପ୍ରସ୍ତୁତି ଆରମ୍ଭ କଲେଣି ସରକାର

ନୂଆଦିଲ୍ଲୀ: କରୋନା ମାହମାରୀକୁ ମାତ ଦେବା ପାଇଁ ସାରା ବିଶ୍ୱ ସଂଗ୍ରାମ ଜାରି ରଖିଛି । ଟିକା ବିକଶିତ ଦିଗରେ ବୈଜ୍ଞାନିକମାନେ ଯୁଦ୍ଧକାଳୀନ ଭିତ୍ତିରେ ଗବେଷଣା ଚଳାଇଛନ୍ତି । କିଛି ଟିକାର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଭାରତରେ ୩ଟି ଭିତରୁ ଆସନ୍ତାବର୍ଷ ମାର୍ଚ୍ଚରେ ଅତି କମରେ…

ଓଡ଼ିଶାର ଲୋକ ନୃତ୍ୟ ‘ଛଉ ନାଚ’ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା…

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର,…

ମନ୍ଦିର ଖୋଲିବା ଦାବିରେ ଶ୍ରୀମନ୍ଦିର ସାମ୍ନାରେ ଧାରଣା, ଆସନ୍ତାକାଲି ଘଣ୍ଟ ବାଡେଇ ପ୍ରତିବାଦ

ପୁରୀ: ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ଦାବିରେ ପୁଣି ଉଠିଲା ସ୍ୱର । ପୁରୀ ଶ୍ରୀମନ୍ଦିର ସାମ୍ନାରେ ଧାରଣାରେ ବସିଲେ ସେବାୟ । ଖୁବ୍‌ଶିଘ୍ର ଶ୍ରୀମନ୍ଦିର ଖୋଲାଯାଉ ବୋଲି ଦାବି କରି ଦାମୋଦର ମହାସୁଆର ସହଯୋଗୀଙ୍କ ସହ ମିଶି ମନ୍ଦିର ସାମ୍ନାରେ ଧାରଣାରେ ବସିଛନ୍ତି । ସେପଟେ କାଲିଠୁ ମନ୍ଦିର…

WHOର ଚାଞ୍ଚଲ୍ୟକର ତଥ୍ୟ, ବିଶ୍ୱର ୧୦% ଜନସଂଖ୍ୟାକୁ କରୋନା

ନୂଆଦିଲ୍ଲୀ: କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚାଂଚଲ୍ୟକର ତଥ୍ୟ । ବିଶ୍ୱରେ ପ୍ରାୟ ୧୦ ପ୍ରତିଶତ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ତେଣୁ ସାରା ବିଶ୍ୱରେ କୋଭିଡ-୧୯ ଭୂତାଣୁର ସ୍ଥିତି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ପ୍ରାୟ ୭୬ କୋଟି ଲୋକ ଏହି ଭୂତାଣୁରେ ସଂକ୍ରମିତ…

କୋଭିଡ ସଂକ୍ରମିତ ହୋଇ ସୁଦ୍ଧା ବିନା ମାସ୍କରେ ହ୍ଵାଇଟ ହାଉସରେ ପହଞ୍ଚିଲେ ଟ୍ରମ୍ପ

ୱାଶିଂଟନ: କୋଭିଡ -୧୯ ଆକ୍ରାନ୍ତ ହେବା ପରେ ଆମେରିକାର ସେନା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ସାମରିକ ଡାକ୍ତରଖାନା ଛାଡି ନାଟକୀୟ ଢଙ୍ଗରେ ହ୍ଵାଇଟ୍ ହାଉସକୁ ସୋମବାର ଦିନ ପ୍ରତ୍ୟାବର୍ତ୍ତନ କରିଛନ୍ତି ଟ୍ରମ୍ପ। ତାଙ୍କ ଅସୁସ୍ଥତା ସତ୍ତ୍ୱେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ    ତା ୬-୧୦-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୬ ରିଖ ମଙ୍ଗଳବାର କନ୍ୟା ୨୧ ଦିନ ଆଶ୍ବିନ ମଳ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ଭୁକ୍ତ ପଞ୍ଚମୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର       ଘାତ ବାର-: ମକର ରାଶିର  ଘାତ ଚନ୍ଦ୍ର-: ବିଛା…

ମୋବାଇଲରେ ଗେମ୍ ଖେଳିବାକୁ ମନାକରିବାରୁ ନଦୀକୁ ଡେଇଁ ଆତ୍ମହତ୍ୟା କଲେ ଛାତ୍ର !

ଯାଜପୁର: ମୋବାଇଲ ଗେମ ନେଇଛି ଆଉ ଏକ ଜୀବନ । ଗେମ ଖେଳିବାକୁ ମନା କରିବାରୁ ଜଣେ ଛାତ୍ର ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳରେ । ସୂଚନୁସାରେ, ବିଂଝାରପୁର ବ୍ଲକ୍ ଚନ୍ଦ୍ରମୁଁ ପଞ୍ଚାୟତ ବାଣପୁର ଗ୍ରାମର…

ସୋର ଷ୍ଟେସନରେ ମାଲବାହୀ ଟ୍ରେନ ଧକ୍କାରେ ଭାଙ୍ଗିଲା ଫୁଟ୍ ଓଭରବ୍ରିଜ୍

ବାଲେଶ୍ୱର: ବାଲେଶ୍ଵର ସୋରସ୍ଥିତ ରେଲୱେ ଷ୍ଟେସନରେ ଫୁଟ୍ ଓଭର ବ୍ରିଜକୁ ଧକ୍କା ଦେଇଛି ଏକ ମାଲବାହୀ ଟ୍ରେନ । ଏଥି ସହ ଷ୍ଟେସନ୍ ସିଗନାଲ ଖୁଣ୍ଟ ମଧ୍ୟ ଭାଙ୍ଗି ପଡ଼ିଛି । ତେବେ ଏହି ଘଟଣାରେ କାହାର କିଛି କିଛି କ୍ଷତି ହୋଇ ନଥିବା ଜଣାପଡିଛି । ରାତି ପ୍ରାୟ ନଅଟା ବେଳେ ଘଟିଛି ଏହି ଘଟଣା ।…

ଚମକିଲେ ଦିଲ୍ଲୀ ବ୍ୟାଟ୍ସମ୍ୟାନ, ବାଙ୍ଗାଲୋର ସମ୍ମୁଖରେ ୧୯୭ ରନର ଲକ୍ଷ୍ୟ ରଖିଲେ

ଦୁବାଇ: ବ୍ୟାଟ୍ସମ୍ୟାନଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ଆଗରେ ବିଶାଳ ୧୯୭ ରନ୍ ଟାର୍ଗେଟ ରହିଛି । ପୃଥ୍ୱୀ ଶ’, ଶିଖର ଧୱନ, ମାର୍କସ ଷ୍ଟୋଇନିସ୍ ଓ ଋଷଭ ପନ୍ତ। ଜବରଦସ୍ତ ବ୍ୟାଟିଂ କରିଛନ୍ତି । ଟସ୍ ଜିତି କୋହଲି ପ୍ରଥମେ ବୋଲିଂ…