୨୦୨୦ ବର୍ଷ ଚିକିତ୍ସା କ୍ଷେତ୍ରରେ ସର୍ବୋତ୍ତମ ସେବା ପ୍ରଦାନ ପାଇଁ ମିଳିଲା ନୋବେଲ୍ ପୁରସ୍କାର; ଜାଣନ୍ତୁ କିଏ ପାଇଲେ…
ନୂଆଦିଲ୍ଲୀ: ବୈଜ୍ଞାନିକ ହାର୍ଭେ ଜେ ଅଲ୍ଟର, ମାଇକେଲ୍ ହ୍ୟୁଟନ୍ ଏବଂ ଚାର୍ଲସ୍ ଏମ୍ ରାଇସ୍ଙ୍କୁ ମେଡିସିନ୍ କ୍ଷେତ୍ରରେ ୨୦୨୦ ବର୍ଷ ପାଇଁ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଛି।
ଚିକିତ୍ସା କ୍ଷେତ୍ରରେ ଅଗ୍ରଣୀ ଅବଦାନ ଅର୍ଥାତ୍ ‘ହେପାଟାଇଟିସ୍ ସି’ର ଆବିଷ୍କାର ଯୋଗୁ ତାଙ୍କୁ…