Latest Odisha News

BREAKING NEWS

Yearly Archives

2020

ରାଜ୍ୟରେ ୯୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଆଖିବୁଜିଲେ ଆଉ ୧୫

ଭୁବନେଶ୍ୱର: ଦିନକୁ ଦିନ ବଢ଼ଚାଲିଛି କରୋନାର ପ୍ରକୋପ । ଜଣକ ପରେ ଜଣଙ୍କ ମୁଣ୍ଡ ନେଉଛି କିଲର ଭାଇରସ । ପ୍ରତିଦିନ ମହାମାରୀରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି ଲୋକେ । ରାଜ୍ୟରେ ଗତ ୨୪ ଘଂଟାରେ ଆଉ ୧୫ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୦୭ରେ…

ବିଦ୍ୟୁତ ବିଭ୍ରାଟରୁ ନାଲକୋରେ ଆଲୁମିନିୟମ ଉତ୍ପାଦନ ପ୍ରଭାବିତ

ଭୁବନେଶ୍ୱର: ବିଦ୍ୟୁତ ବିଭ୍ରାଟ କାରଣରୁ ସେପ୍ଟେମ୍ବର ୩୦ ତାରିଖ ରାତିରୁ ନବରତ୍ନ କମ୍ପାନୀ ନାଲକୋରେ ଆଲୁମିନିୟମ ଉତ୍ପାଦନ ପ୍ରଭାବିତ ହୋଇଛି । ମିଳିଥିବା ସୂଚନା ଅନୁସାରେ ଅନୁଗୋଳରେ ଥିବା କମ୍ପାନୀର ସ୍ମେଲଟରରେ ୮୦ଟି ପଟ୍ ଅଚଳ ହୋଇ ପଡ଼ିଛି । ବୈଷୟିକ ତ୍ରୁଟି ଯୋଗୁ କମ୍ପାନୀର କ୍ୟାପ୍ଟିଭ୍…

ଚିହ୍ନଟ ହେଲେ ଆଉ ୩,୩୨୬ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ

ଭୁବନେଶ୍ୱରେ: ରାଜ୍ୟରେ କରୋନାକୁ ଲାଗୁନି ଲଗାମ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ୩ ହଜାର ୩୨୬ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୭୧୩ରେ ପହଂଚିଛି । ଏନେଇ ରାଜ୍ୟ…

ହାଥରାସ ଘଟଣା: ଅଧରାତିରେ କାହାର ହୋଇଥିଲା ଶବସତ୍କାର? ଅସ୍ଥିର DNA ପରୀକ୍ଷା ପାଇଁ ଦାବି କଲା ପରିବାର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରାସ ଗଣଦୁଷ୍କର୍ମ ଘଟଣାରେ ଦିନକୁ ଦିନ ନୂଆ ମୋଡା ସାମ୍ନାକୁ ଆସୁଛି । ଏବେ ପୀଡିତାଙ୍କ ପରିବାର ଲୋକେ ପୋଲିସ ଅଧରାତିରେ ଶବସତ୍କାର କରିଥିବା ଅସ୍ଥିର ଡିଏନ୍‌ଏ ପରୀକ୍ଷା ପାଇଁ ଦାବି କରିଛନ୍ତି । ରାତିଅଧରେ ପୋଲିସ କାହାର ଅନ୍ତିମ ସଂସ୍କାର କରିଥିଲା । ସେ ମୋ…

ସାମସଙ୍ଗ୍‌ ଗାଲାକ୍ସି ଏ ସିରିଜ୍‌ ଉପରେ ଆକର୍ଷଣୀୟ ଅଫର୍; ଜାଣନ୍ତୁ କଣ ରହିଛି ଅଫର୍

ନୂଆଦିଲ୍ଲୀ: ସାମ୍‌ସଙ୍ଗ୍‌ ଭାରତରେ ଏହାର ଗାଲାକ୍ସି ଏ ସିରିଜ୍‌ ସ୍ମାର୍ଟଫୋନ ଉପରେ  ଆକର୍ଷଣୀୟ କ୍ୟାସ୍‌ବ୍ୟାକ୍‌ ଅଫର୍‌ ଘୋଷଣା କରିଛି। ଚାରୋଟି ଗାଲାକ୍ସି ଏ ସିରିଜ୍ ସ୍ମାଟ୍‌ଫୋନ୍‌ ଉପରେ କ୍ୟାସ୍‌ବ୍ୟାକ୍‌ ଅଫର୍‌ ମିଳିବ। ଗାଲାକ୍ସି ଏ ୭୧, ଗାଲାକ୍ସି ଏ ୫୧, ଗାଲାକ୍ସି ଏ ୩୧ ଏବଂ…

କାହିଁକି ଆତ୍ମହତ୍ୟା ଭଳି ବଡ଼ ପଦକ୍ଷେପ ନିଅନ୍ତି ଛୋଟ ପିଲା; ଜାଣନ୍ତୁ କାରଣ

ଭୁବନେଶ୍ୱର: ସାଧାରଣତଃ ଅନେକ ସମୟରେ ଖବର ଶୁଣିବାକୁ ମିଳେ କି ଖୁବ୍ କମ୍ ବୟସର ପିଲାମାନେ କୌଣସି ନା କୌଣସି କାରଣରୁ ଆତ୍ମହତ୍ୟା ଭଳି ବଡ ପଦକ୍ଷେପ ଉଠାଇଥାନ୍ତି । କିନ୍ତୁ କେବେ ଚିନ୍ତା କରିଛନ୍ତି ସେମାନେ ଏହି ରାସ୍ତାକୁ କାହିଁକି ଚୟନ କରିଥାନ୍ତି ? ଆଜି ଆମେ ଆପଣଙ୍କୁ ଏହାର କିଛି…

ଦିନକରେ ଦେଶରୁ ୭୫, ୮୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୯୪୦ ମୃତ

ନୂଆଦିଲ୍ଲୀ: ଦେଶରେ ୬୫ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୫ ହଜାର ୮୨୯ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୫ ଲକ୍ଷ ୪୯ ହଜାର ୩୭୪କୁ ବୃଦ୍ଧି ପାଇଛି । ଗତ ଦୁଇ ଦିନ ହେବ ଦେଶରେ ଦୈନିକ କମ୍ ସଂକ୍ରମିତ ଚିହ୍ନଟ…

୧୫ ହଜାର ପ୍ରାଥମିକ ଓ ୧୭ ହଜାର ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ

ଭୁବନେଶ୍ୱର: ମଧ୍ୟ ସରକାରୀ ସ୍କୁଲଗୁଡ଼ିକରେ ଅଧିକ ଉନ୍ନତି ଆଣିବା ଲାଗି ରାଜ୍ୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତାବର୍ଷ ଠାରୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ବିଶେଷକରି ସ୍କୁଲ ଗୁଡିକରେ ବିଜ୍ଞାନ ଉପକରଣ, ପାଠ୍ୟପୁସ୍ତକ, ଖେଳ ସରଞ୍ଜମ, ଶିକ୍ଷାଦାନ…

ଲୋକଙ୍କ ନେତା ଥିଲେ ମହାରଥୀ: ନବୀନ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରାଥୀ ଆଉ ନାହାନ୍ତି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟୁଇଟ୍ କରି କହିଛନ୍ତି, ପ୍ରକୃତରେ ସାଧାରଣ ଲୋକଙ୍କ ନେତା ଥିଲେ ମହାରଥୀ । ବିଜେଡିର ଜଣେ ଟାଣୁଆ ନେତାଙ୍କୁ ଆଜି ଦଳ ହରାଇଛି । ପ୍ରଦୀପ…

ହସ୍ପିଟାଲରୁ ଟ୍ରମ୍ପଙ୍କ ଭିଡିଓ ବାର୍ତ୍ତା: ଶୀଘ୍ର ଫେରୁଛି, ଆଗକୁ ରିଅଲ ଟେଷ୍ଟ

ଓ୍ୱାଶିଂଟନ୍: ସୁଧୁରୁଛି କରୋନା ସଂକ୍ରମିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା । ସେ ଏବେ ସୁସ୍ଥ ଅନୁଭବ କରୁଛନ୍ତି । ଦେଶବାସୀ ଓ ଶୁଭେଚ୍ଛୁଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ସେ ଖୁବ ଶୀଘ୍ର ଫେରୁଛନ୍ତି । ଆଗାମୀ କିଛି ଦିନ ତାଙ୍କ ପାଇଁ ଅସଲ ପରୀକ୍ଷାର ଦିନ ।…