Latest Odisha News

BREAKING NEWS

Yearly Archives

2020

ସୋସିଆଲ ମିଡିଆରେ ଭୁଲ୍‌ଭାଲ ଓଡିଆ ଲେଖି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସମାଲୋଚିତ

ଭୁବନେଶ୍ୱର: ସୋସିଆଲ ମିଡିଆରେ ବାରମ୍ବାର ଭୁଲ ଓଡିଆ ଲେଖି ସମାଲୋଚିତ ହୋଇଛି କେନ୍ଦ୍ର ସଂସ୍କୃତି ମନ୍ତଣାଳୟ । ଗତ ୨୮ ତାରିଖରେ ସହିଦ ଭଗତ ସିଂଙ୍କ ଜୟନ୍ତୀ ଅବସରରେ ସୋସିଆଲ ମିଡିଆ ଟ୍ୱିଟରରେ ମନ୍ତ୍ରଣାଳୟ ପକ୍ଷରୁ ଓଡିଆରେ ଅପଭ୍ରଂଶ କରି ଶହୀଦ ଭାଗବତ ସିଂ ବୋଲି ଲେଖା ଯାଇଛି । ଯାହାକୁ ଅନେକ…

କବିତା: ଗଙ୍ଗଶିଉଳି

ସ୍ନେହା ଶତପଥି ରାତି ଟିଏ ପାଈଁ ହଜାରେ ସପନ ସକାଳେ ଯିବ ସେ ମଉଳି ଅଳୀକ ଜୀବନେ ବିକଶେ ଜଗତେ ନାଁ ତାର ଗଙ୍ଗ ଶିଉଳି। ଅଧା ଗଢ଼ା ହୋଇ ରହିଥିବ ତା'ର କେତେ ଯେ ସୁଖ ସପନ ହସେ ସାରା ରାତି ତା ସାଥେ ହସନ୍ତି ଆକାଶରେ ତାରା ଜହ୍ନ। ସେହିପରି ବନ୍ଧୁ ତେଜି ଅବସାଦ ହସି…

ପୁରୀ ଜିଲ୍ଲାରେ କୋଭିଡ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆରଡିସି

ପୁରୀ: କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ ପୁରୀ ଜିଲ୍ଲାରେ କୋଭିଡ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଜିଲ୍ଲା ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ପରିସରରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ସାମଲ ଜିଲ୍ଲାରେ କରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ ହେବା…

ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ସେମିଷ୍ଟାର ପରୀକ୍ଷା ପାଇଁ ଆସିଲା ନିର୍ଦ୍ଦେଶାବଳୀ

ଭୁବନେଶ୍ୱର: ରାଜ୍ୟ ପରିଷଦ ବୈଷୟିକ ଶିକ୍ଷା ଏବଂ ଭୋକେସନାଲ୍ ଟ୍ରେନିଂ ଓଡିଶା ତରଫରୁ ସେମିଷ୍ଟାର ପରୀକ୍ଷା ପାଇଁ ନିର୍ଦେଶବଳୀ ଜାରି କରାଯାଇଛି । ଯେଉଁମାନେ ଘରୁ ଆସିବାକୁ ପସନ୍ଦ କରୁନାହାନ୍ତି ସେମାନଙ୍କ ପାଇଁ ଏହା ଏକ ଅନଲାଇନ୍-ପ୍ରୋକ୍ଟୋର୍ଡ୍ ପରୀକ୍ଷା ହେବ । ପରିଷଦ ସ୍ପଷ୍ଟ କରିଛି…

କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କୁ କରୋନା

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେ ଏ ନେଇ ସୋସିଆଲ ସାଇଟରେ ମଧ୍ୟ ଟୁଇଟ କରିଛନ୍ତି । ମୁଁ କୋଭିଡ-୧୯ରେ ଆକ୍ରାନ୍ତ, ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇ ନେବା ସହ ପୃଥକବାସରେ ରହିବା ପାଇଁ ଅନୁରୋଧ…

ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରସଙ୍ଗ: ଗୃହ ତ୍ୟାଗ କଲେ ବିଜେପି ନେତୃବୃନ୍ଦ

ଭୁବନେଶ୍ୱର: ଶକ୍ତି ଶୁଳ୍କ ବୃଦ୍ଧି ସମ୍ପର୍କରେ ଶକ୍ତି ମନ୍ତ୍ରୀ ଦିବ୍ୟା ଶଙ୍କର ମିଶ୍ରଙ୍କ ବିବୃତ୍ତି ପରେ ବିରୋଧୀ ବିଜେପି ସଦସ୍ୟ ଗୁରୁବାର ଓଡ଼ିଶା ବିଧାନସଭା ଗୃହତ୍ୟାଗ କରିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅସାମ୍ବିଧାନିକ ବୋଲି କହି ବିରୋଧୀ ଦଳର ମୁଖ୍ୟ କହିଛନ୍ତି ଯେ କୋଭିଡ…

ବଡ ପରଦାକୁ ଆସିବ ଶକ୍ତିମାନ !

ମୁମ୍ବାଇ: ଛୋଟପିଲାଙ୍କ ପ୍ରିୟ ସୁପରହୀରୋ ଶକ୍ତିମାନ ଏବେ ବଡ ପରଦାକୁ ଆସିବ । ମୁକେଶ ଖାନ୍ନା ଅଭିନୀତ ଶକ୍ତିମାନ ସିରିୟଲ ସାରା ଭାରତର କୋଣ ଅନୁକୋଣରେ ବେଶ୍ ଲୋକପ୍ରିୟ ହୋଇଥିଲା । ଏବେ ମଧ୍ୟ ଏହାର ଚାହିଦା ଥିବା ପ୍ରଯୋଜକ ଏହାକୁ ଫିଲ୍ମ ରୂପ ଦେବାପାଇଁ ଯୋଜନା କରିଛନ୍ତି । ଆଭେଞ୍ଜର ସିରିଜ…

ଗଞ୍ଜାମରେ କଣ୍ଢେଇ ନାଚ ମାଧ୍ୟମରେ କୋଭିଡ ସତର୍କ ବାର୍ତ୍ତା

ଗଞ୍ଜାମ: ନୃତ୍ୟ ଏବଂ ସଙ୍ଗୀତର ମାଧୁର୍ଯ୍ୟତା ଅନେକ ରହିଛି । ଏହାର ପ୍ରଭାବ ଲୋକ ମାନଙ୍କ ଉପରେ ଅନେକ ମାତ୍ରାରେ ପଡିଥାଏ । ସେପ୍ଟେମ୍ବର ୨୪ ରୁ -ଅକ୍ଟୋବର ୧ ଯାଏଁ ଗଞ୍ଜାମରେ କୋଭିଡ ସପ୍ତାହ ପାଳନ କରାଯାଉଥିବା ବେଳେ ଆଜି ତାହାର ଶେଷ ଦିନ। ତେବେ କୋଭିଡ ସପ୍ତାହର ଶେଷ ଦିନରେ ଗଞ୍ଜାମ ଜିଲ୍ଲାର…

ଆସନ୍ତା ଅକ୍ଟୋବର ୩ରେ ‘ଅଟଳ ଟନେଲ’ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅକ୍ଟୋବର ୩ ତାରିଖ, ଦିନ ୧୦ଟା ସମୟରେ ହିମାଚଳ ପ୍ରଦେଶର ରୋହଟାଙ୍ଗରେ ବିଶ୍ୱର ଦୀର୍ଘତମ ଟନେଲ  ଅଟଳ ଟନେଲର ଉଦଘାଟନ କରିବେ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀ ମୋଦୀ ହିମାଚଳ ପ୍ରଦେଶରେ ଅଟଳ ଟନେଲ ଉଦଘାଟନ ପରେ ଦୁଇଟି ସାଧାରଣ ସଭାକୁ…

ସୁଶାନ୍ତ ସିଂ ରାଜପୁତ କେସରେ ସିବିଆଇ ୩୦୨ ଧାରା ଯୋଡିବ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ସିବିଆଇ ଆଇପିସି ଧାରା ୩୦୨ ଯୋଡିବା ପାଇଁ ବିଚାର କରୁଛି । ଏମ୍ସ ଟିମ୍ ସେମାନଙ୍କ ଯାଂଚ ରିପୋର୍ଟ ଦାଖଲ କରିବା ପରେ ଏହି କେସ୍ ଏବେ ଭିନ୍ନ ମୋଡ ନେଇଛି ବୋଲି ସିବିଆଇ ସୂତ୍ରରୁ ଖବର ମିଳିଛି । ସିଦ୍ଧାର୍ଥ ପିଠାନୀ ଓ ନୀରଜ ସରକାରୀ ସାକ୍ଷ୍ୟ ହେବାର…