Latest Odisha News

BREAKING NEWS

Yearly Archives

2020

UPSCର ନିର୍ଦେଶ, ଅକ୍ଟୋବରରେ ହେବ ମିଳିତ ଜିଓ ସାଇଣ୍ଟିଷ୍ଟ ମୁଖ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଅକ୍ଟୋବର ୧୭-୧୮ରେ ସମଗ୍ର ଭାରତରେ ମିଳିତ ଜିଓ-ସାଇଣ୍ଟିଷ୍ଟ (ମେନ୍) ପରୀକ୍ଷା-୨୦୨୦ କୁ କେନ୍ଦ୍ର ଜନସେବା ଆୟୋଗ (ୟୁପିଏସ୍ସି) ପରିଚାଳନା କରିବା ନେଇ ସୂଚନା ମିଳିଛି । ଛାତ୍ରମାନଙ୍କ ସୁବିଧା ପାଇଁ ଆୟୋଗ ଏହାର ୱେବସାଇଟ୍ http://upsconline.nic.in ରେ  ସବିଶେଷ  ତଥ୍ୟ…

ପାଣିପାଗ ବିଭାଗର ସତର୍କ ସୂଚନା; ଏହି ୭ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଭଦ୍ରକ, ଖୋର୍ଦ୍ଧା, କେନ୍ଦୁଝର, ସୁନ୍ଦରଗଡ, କୋରାପୁଟ,…

ଓଡିଶାରୁ ନାବାଳିକା ଅପହରଣ କରି ସମଲିଙ୍ଗୀ ସମ୍ପର୍କ ରଖାଇବା ଅଭିଯୋଗରେ ଗିରଫ ହେଲେ ପଶ୍ଚିମବଙ୍ଗ ମହିଳା 

ଭବାନୀପାଟଣା: ସମଲିଙ୍ଗୀ ସମ୍ପର୍କ ପାଇଁ ନାବାଳିକାକୁ ଅପହରଣ ଅଭିଯୋଗରେ କାଲାହାଣ୍ଡି ଜିଲ୍ଲାର ଧରମଗଡରୁ ଏକ ପୋଲିସ ଟିମ ମଙ୍ଗଳବାର ପଶ୍ଚିମବଙ୍ଗର ଜଣେ ମହିଳାଙ୍କୁ ଗିରଫ କରିଛି। ସୂଚନାନୁସାରେ, ୧୭ ବର୍ଷୀୟା ଏହି ନାବାଳିକାଙ୍କ ବାପା ତାଙ୍କ ଝିଅ ନିଖୋଜ ହୋଇ ଯାଇଥିବା ସେପ୍ଟେମ୍ବର ୧୭ ରେ…

ଖୋଲା ଆକାଶ ତଳେ ଚାଲିଛି ପାଠପଢ଼ା

ଡୁମକା: ଇଣ୍ଟରନେଟ୍ ନ ପାଇ ଅନଲାଇନ୍ କ୍ଲାସରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଶିକ୍ଷକ ନେଇଛନ୍ତି ଏକ ଭିନ୍ନ ପଦକ୍ଷେପ । ମାର୍ଚ୍ଚରୁ କରୋନାଭାଇରସ୍ ମହାମାରୀ ପାଇଁ ସ୍କୁଲ ବନ୍ଦ ଥିବାରୁ ସେମାନେ ଛାତ୍ର ଘରକୁ ନେଇଯାଇଛନ୍ତି ଶ୍ରେଣୀଗୃହ । ଶିଶୁ ଘରର ବାହ୍ୟ କାନ୍ଥଗୁଡ଼ିକ…

ଭିଜିଲାନ୍ସ ଜାଲରେ ରାଜସ୍ବ ସହକାରୀ ଅଧିକାରୀ

ରାୟଗଡା: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଡେଭଲପମେଣ୍ଟ ସେକ୍ସନ ରାଜସ୍ବ ସହକାରୀ ଅଧିକାରୀ ପ୍ରକାଶ କୁମାର ସାହୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଡଙ୍ଗଶାଲୀ ଅଞ୍ଚଳ ଅନ୍ତର୍ଗତ ବିଳାସ ନାୟକଙ୍କ ଏକ କାମ କରାଇଦେବାକୁ କହି…

ସୁପ୍ରିମକୋର୍ଟଙ୍କ ପ୍ରଶ୍ନ; କେବେ ଯାଏଁ ହେପାଜତରେ ରହିବେ ମେହବୁବା ମୁଫତି?

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ କେତେ ଦିନ ହେପାଜତରେ ରଖାଯାଇପାରିବ? ଜାମ୍ମୁ କାଶ୍ମୀର ପ୍ରଶାସନକୁ ଏଭଳି ପ୍ରଶ୍ନ ପଚାରିଛନ୍ତି ସୁପ୍ରିମକୋର୍ଟ । ଏପରିକି ତାଙ୍କ ଝିଅ ଇଲତିଜା ମୁଫତି ତାଙ୍କୁ ଦେଖା କରିବା ପାଇଁ ଅନୁମତି ମାଗିଛନ୍ତି ।…

ବାତିଲ ହେଲା ଉପନିର୍ବାଚନ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ମଙ୍ଗଳବାର କହିଛନ୍ତି ଯେ ଆସାମ, କେରଳ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ଉପ-ନିର୍ବାଚନକୁ ବାତିଲ କରିଦିଆଯାଇଛି । ନିର୍ବାଚନ ପରିଚାଳନାରେ ଅସୁବିଧା ଏବଂ ଏହା ସହ ଜଡିତ ପ୍ରସଙ୍ଗଗୁଡିକୁ ନେଇ ରାଜ୍ୟ ମୁଖ୍ୟ ସଚିବଙ୍କ ସହିତ ଆଲୋଚନା ପରେ ନିର୍ବାଚନ କମିଶନ ଏହି…

ଆଖି ବୁଜିଲା ନନ୍ଦନକାନନର ‘ସୁପ୍ରିୟା’

ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଏକ ସିଂହୀର ମୃତ୍ୟୁ ହୋଇଛି। ଏହି ସିଂହୀର ନାମ ଥିଲା ସୁପ୍ରିୟା । ମୃତ୍ୟୁ ବେଳକୁ ତାର ବୟସ ୧୫ ବର୍ଷ ହୋଇଥିଲା। ସୁପ୍ରିୟା ଗତ କିଛିଦିନ ଧରି ଅସୁସ୍ଥ ଥିଲା । ଗତ ଅଗଷ୍ଟ ୨୮ରେ ନନ୍ଦନକାନନରେ ଏକ ଆନାକୋଣ୍ଡାର ମୃତ୍ୟୁ…

ନଭେମ୍ବର ୩ରେ ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ଭୋଟ

ଭୁବନେଶ୍ୱର: ବାଜିଲା ବିଧାନସଭା ଉପନିର୍ବାଚନ ବିଗୁଲ । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଆସନ୍ତା ନଭେମ୍ବର ୩ ତାରିଖରେ ପଡିବ ଭୋଟ । କୋଭିଡ ଗାଇଡ ଲାଇନ୍ ଅନୁଯାୟୀ ନିର୍ବାଚନ ହେବ । ଏନେଇ ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଅକ୍ଟୋବର…

IPL ସୁପର ଓଭରରେ ୨ଟି ମ୍ୟାଚ୍ ଜିତିଛି ବେଙ୍ଗାଳୁରୁ

ଦୁବାଇ: ଆଇପିଏଲର ଦୁଇଟି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ସୁପର ଓଭରରେ ବିଜୟୀ ହୋଇଛି । ଗୋଟିଏ ୨୦୧୩ରେ ଖେଳାଯାଇଥିଲା । ଆଉ ଗୋଟିଏ ମ୍ୟାଚ୍ ଚଳିତ ସିଜିନର ଗତକାଲିର ମୁକାବିଲାରେ ବିଜୟୀ ହୋଇଛି ବେଙ୍ଗାଳୁରୁ । ଦିଲ୍ଲୀ ବନାମ ବେଙ୍ଗାଳୁରୁ (୨୦୧୩ IPL)୨୦୧୩ IPL ସୁପର ଓଭର ମ୍ୟାଚ୍…