ଦେଶରେ ୮୩ % ଛୁଇଁଲା ସୁସ୍ଥତା ହାର
ନୂଆଦିଲ୍ଲୀ : କ୍ରମାଗତ ଭାବରେ ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ବଢିବାରେ ଲାଗିଛି ।
କରୋନା ଆରୋଗ୍ୟ ହାରରେ ଭାରତ ୮୩ % ପାର୍ କରିଛି । କ୍ରମାଗତ ଭାବରେ ଭାରତରେ ଆରୋଗ୍ୟଙ୍କ ହାର ବଢ଼ିବାରେ ଲାଗିଛି।
ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୦,୫୮୯ ରହିଥିବା ବେଳେ ୮୪,୮୭୭ ଜଣ…