Latest Odisha News

BREAKING NEWS

Yearly Archives

2020

ରାଜ୍ୟରେ ଲାଗୁ ହେବ ଇ-ମଷ୍ଟର, ଶ୍ରମିକଙ୍କୁ ଅନ୍‌ଲାଇନ୍‌ରେ ମଜୁରୀ ଦେବେ ଠିକା ସଂସ୍ଥା

ଭୁବନେଶ୍ୱର: ରାଜ୍ୟରେ ଲାଗୁ ହେବ ଇ-ମଷ୍ଟର ବ୍ୟବସ୍ଥା । ଅକ୍ଟୋବର ୨ ତଥା ଗାନ୍ଧୀଜୟନ୍ତୀରୁ ଏହା କାର୍ଯ୍ୟକାରୀ ହେବ । ଏହାଦ୍ୱାରା ସବୁ କାର୍ଯ୍ୟରେ ଶ୍ରମିକମାନଙ୍କୁ ଠିକା ସଂସ୍ଥା ଅନ୍‌ଲାଇନ୍‌ରେ ମଜୁରୀ ପ୍ରଦାନ କରିବେ । ସେମାନେ ସର୍ବନିମ୍ନ କେତେ ମଜୁରୀ ଦେଉଛନ୍ତି ସେସବୁ ଉଲ୍ଲେଖ ରହିବ ।…

କବିତା-ଆହ୍ୱାନ

ପ୍ରସେନଜିତ୍ ସେଠୀ                                                      ଶ୍ୱାନ ଚିତ୍କାରରେ ସୁପ୍ତ ସିଂହ ତୋର ପୌରୁଷତ୍ବ କାହିଁ ଜାଗେ ନାହିଁ, ଉଠ ଉଠ ଆଜି ସମୟ ଆସିଛି ଆପଣା ସମ୍ମାନ ରକ୍ଷା ପାଇଁ। ତୁ ସିନା ଶୋଇଛୁ ଦୀର୍ଘ ସୁସୁପ୍ତିରେ ଆତ୍ମ ସମ୍ମାନକୁ ଦ୍ୱାହି ଦେଇ,…

ଫିଲ୍ମ ଇଣ୍ଡଷ୍ଟ୍ରି ବିରୋଧରେ ଅଭିଯୋଗ ଆଣିଲେ ମନୀଷ ପୋଲ, କହିଲେ- ଲୋକେ ନିଜ ବାକ ସ୍ୱାଧୀନତାର ଅପବ୍ୟବହାର କରୁଛନ୍ତି

ମୁମ୍ବାଇ: ଗତ ତିନି ମାସ ମଧ୍ୟରେ ବଲିଉଡରେ ନିଆଯାଇଥିବା ବିଭିନ୍ନ ଅଭିଯୋଗ ନେଇ ଅଭିନେତା ତଥା ଟିଭି ଶୋ ହୋଷ୍ଟ ମନୀଷ ପୋଲ ନିଜର ମତ ରଖିଥିଲେ। ନେପୋଟିଜିମ ଠାରୁ ଆରମ୍ଭ କରି ଡ୍ରଗ୍ ସେବନ ପର୍ଯ୍ୟନ୍ତ, ସୁଶାନ୍ତ ସିଂ ରାଜପୁତଙ୍କ ଦୁଃଖଦ ମୃତ୍ୟୁ ପରେ ବଲିଉଡରେ ନିଆଁ ଲାଗିଛି। କେତେକ…

ସବୁ ପରିସ୍ଥିତିର ସାମ୍ନାକୁ କରିବାକୁ ଭାରତ ପ୍ରସ୍ତୁତ: ରାଜନାଥ

ନୂଆଦିଲ୍ଲୀ: ସଂସଦରେ ଉଠିଲା ଭାରତ-ଚୀନ ବିବାଦ ପ୍ରସଙ୍ଗ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରଖିଲେ ବିବୃତି । କହିଲେ, ଲଦାଖରେ ଯବାନଙ୍କ ମନୋବଳ ବୃଦ୍ଧି କରାଯାଉଛି ।  ଭାରତ-ଚୀନ୍ ସୀମା ବିବାଦ ଏକ ଜଟିଳ ବିବାଦ । ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛି ଭାରତ ।…

ଓଡ଼ିଶାର ଦୁଇ ଆଦିମ ଜନଜାତିଙ୍କୁ ଛୁଇଁଲା କରୋନା: ରିପୋର୍ଟ ମାଗିଲା ଏନସିଏସଟି

ନୂଆଦିଲ୍ଲୀ: ଦୁଇ ଆଦିମ ଜନଜାତିର ୬ଜଣ ସଦସ୍ୟ କରୋନା ପଜିଟିଭ୍ ହେଲା ପରେ ଅନୁସୂଚିତ ଜନଜାତି ଜାତୀୟ ଆୟୋଗ (NCST) ଏକ ସତ୍ୟପାଠ ରିପୋର୍ଟ ଏବଂ ସେପ୍ଟେମ୍ବର ୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛି। ଗଣମାଧ୍ୟମର ରିପୋର୍ଟକୁ ଦର୍ଶାଇ ପିଟିଆଇ…

ମୌସୁମୀ ଅଧିବେଶନ ପୂର୍ବରୁ ମନ୍ତ୍ରୀ, ବିଧାୟକଙ୍କ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ଅକ୍ଟୋବର ୭ ଯାଏଁ ଚାଲିତ । ତେବେ ଏହାପୂର୍ବରୁ ମନ୍ତ୍ରୀ, ବିଧାୟକ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୃହ ଭିତରେ ସାମାଜିକ ଦୂରତା ନିୟମ…

ଜର୍ମାନୀ ବିଶ୍ୱବିଦ୍ୟାଳୟରେ ଅନୁସନ୍ଧାନ କରିବା ପାଇଁ ଓଡ଼ିଆ ଝିଅ ମୋନା ମୀନାକ୍ଷୀ ମଞ୍ଜରୀ ମନୋନୀତ

ଦେଓଗଡ଼: ଓଡ଼ିଆ ଝିଅ ମୋନା ମୀନାକ୍ଷୀ ମଞ୍ଜରୀ ଭକ୍ତଙ୍କୁ ଜର୍ମାନୀର ଜୋହାନ୍ସ ଗୁଟେନ୍ବର୍ଗ ବିଶ୍ୱବିଦ୍ୟାଳୟ ମନୋନୀତ କରିଛି । ନାନୋ-ଚୁମ୍ବକୀୟତା ଏବଂ ସ୍ପିନଟ୍ରୋନିକ୍ସ କ୍ଷେତ୍ରରେ ଗବେଷକ ସହଯୋଗୀ ଭାବେ ସେ କାର୍ଯ୍ୟ କରିବେ । ରବିବାର ଅପରାହ୍ନରେ ସେ ଜର୍ମାନୀ ଅଭିମୁଖେ ଯାତ୍ରା…

ଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ପାଇଁ ଦାବି କଲେ ଓଡ଼ିଆ ସାଂସଦ

ଭୁବନେଶ୍ୱର: ଓଡିଶା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଙ୍ଗଳବାର ଦିଲ୍ଲୀରେ ଓଡିଶା ସାଂସ୍କୃତିକ କେନ୍ଦ୍ର ଏବଂ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ଉପଯୁକ୍ତ ଜମି ଆବଣ୍ଟନ ଦାବି କରିଛନ୍ତି। ସଂସଦ ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଶ୍ରୀ ପାତ୍ର କହିଛନ୍ତି ଯେ ଏହି ପ୍ରକଳ୍ପ ଜାତୀୟ ରାଜଧାନୀର…

କଟକ ଦୁର୍ଗାପୂଜା ବିବାଦ ପ୍ରସଙ୍ଗ, ପୂଜା କମିଟି ସହ କଥା ହେବେ ଡିସିପି

କଟକ: ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ଆଜି ସନ୍ଧ୍ୟାରେ କଟକ ଡିସିପିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏଥିରେ ମୂର୍ତ୍ତିର ଉଚ୍ଚତା ନେଇ ପୂଜା କମିଟି ସହ ଡିସିପି ଆଲୋଚନା କରିବେ । ଏନେଇ କମିଶନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ବୈଠକରେ ନିଷ୍କର୍ସ ଜାଣିଲା ପରେ…

ଝାରପଡା ଜେଲରେ କରୋନା ସଂକ୍ରମିତ ବିଚାରାଧୀନ କଏଦୀର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଝାରପଡା ଜେଲରେ କରୋନା ସଂକ୍ରମଣରେ ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁ ଘଟିଛି । ଯାହା ପରେ ସମସ୍ତ କଏଦୀଙ୍କ କରୋନା ଟେଷ୍ଟ କରାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)କୁ ଚିଠି ଲେଖିଛନ୍ତି ଜେଲ୍ କର୍ତ୍ତୃପକ୍ଷ । ମୃତକଙ୍କ ନାମ ଯୁଗଳ ଖଣ୍ଡୁଆଳ ବୋଲି…