Latest Odisha News

BREAKING NEWS

Yearly Archives

2020

ଓଡିଆ କାହାଣୀକୁ ନେଇ ଓଡିଆ ସିନେମା ତିଆରି କରିବା ଆମେ ଭୁଲି ଯାଉଛୁ କାହିଁକି ??

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଗତ ସପ୍ତାହରେ ଓଡିଆ ସିନେମା ଜଗତର ଦୁଇ ଜଣ ମହାନ ଶିଳ୍ପୀ ଆମଠୁ ସବୁଦିନ ଲାଗି ବିଦାୟ ନେଇଛନ୍ତି- ଶାରଦା ପ୍ରସନ୍ନ ନାୟକ ଓ ଅଜିତ ଦାସ। ଓଡିଆ ସିନେମାରେ ଓଡିଆପଣ ଯଦି କେବେ ଥିଲା, ଏ ଦୁହେଁ ସେଇ ଓଡିଆପଣର ପ୍ରତିନିଧି। ଶାରଦା ପ୍ରସନ୍ନ ନାୟକ,…

‘ମୋଗଲ ଆମ ଆଦର୍ଶ କେବେ ହୋଇପାରିବେ ନାହିଁ’- ଯୋଗୀ ଆଦିତ୍ୟନାଥ

ଆଗ୍ରା: ଉତ୍ତରପ୍ରଦେଶର ତାଜମହଲ ସହରରେ ନିର୍ମାଣ କରାଯାଉଥିବା ଏକ ମୋଗଲ ସଂଗ୍ରହାଳୟ, ମରାଠା ଆଦର୍ଶ ଛତ୍ରପତି ଶିବାଜୀ ମହାରାଜଙ୍କ ନାମରେ ନାମିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ମୋଗଲ କିପରି ଆମର ହିରୋ ହୋଇପାରିବେ?…

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର: ଆଜି ବସିଥିବା କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବ ଉପରେ ଲାଗିଛି ମୋହର । ଓଡିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଧେୟକକୁ ମଂଜୁରୀ ମିଳିଛି। ଏହା ନିୟମିତ କର ପୈଠ କରୁଥିବା ବ୍ୟକ୍ତିଙ୍କ ପାଇଁ ସୁବିଧା ପାଇଁ ଏଥିରେ ବ୍ୟବସ୍ଥା ରହିଥିବା ବେଳେ ଏହାକୁ ଖିଲାପ କରୁଥିବା ବ୍ୟକ୍ତିଙ୍କ…

ନଭେମ୍ବର ସୁଦ୍ଧା ସର୍ବସାଧାରଣଙ୍କୁ ମିଳିବ ଚୀନର କରୋନା ଟିକା!

ବେଜିଂ: ଆସନ୍ତା ନଭେମ୍ବର ସୁଦ୍ଧା ଚୀନ ଦ୍ୱାରା ପ୍ରସ୍ତୁତ କରୋନା ଟିକା ସର୍ବସାଧାରଣ ଲାଗି ଉପଲବ୍ଧ ହେବ ବୋଲି ସରକାର ଦାବି କରିଛନ୍ତି । ଏସମ୍ପର୍କରେ ଚାଇନିଜ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେସନ୍ (ସିଡିସି)ର ମୁଖ୍ୟ ଗୁଜେନ୍ ୟୁ କହିଛନ୍ତି ଯେ ଏବେ ସୁଦ୍ଧା ଚୀନରେ ୪ଟି…

ମମତାଙ୍କ ବଡ଼ ଘୋଷଣା: ବ୍ରାହ୍ମଣ ପୁରୋହିତଙ୍କୁ ମିଳିବ ମାସିକ ଭତ୍ତା, ମାଗଣା ଗୃହ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବ୍ରାହ୍ମଣ ପୁରୋହିତମାନଙ୍କ ପାଇଁ ମାସିକ ଭତ୍ତା,ମାଗଣା ଗୃହ ଘୋଷଣା କରିଛନ୍ତି । ୨୦୨୧ ମସିହାରେ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ମମତା "ଆପତ୍ତିଜନକ ରାଜନୀତି" କରୁଥିବା ଅଭିଯୋଗର ସମ୍ମୁଖୀନ ହେବାପରେ ଏହି ଘୋଷଣା କରିଛନ୍ତି।…

ଶୁକ୍ର ଗ୍ରହରେ ଜୀବନର ସନ୍ଧାନ !

ୱାଶିଂଟନ: ମହାକାଶ ବିଜ୍ଞାନୀମାନେ ଚାଂଚଲ୍ୟକର ଖୁଲାସା କରିଛନ୍ତି । ଶୁକ୍ର ଗ୍ରହରେ ଜୀବନର ସନ୍ଧାନ ମିଳିଛି । ଏହାର କାରଣ ହେଲା ଶୁକ୍ରରେ ଫସଫିନ୍ ଗ୍ୟାସ ମିଳିବା । ଏହି ଗ୍ୟାସ ଜୀବନର ସତା ବାହକ କହିଲେ ଭୁଲ ହେବ ନାହିଁ । ପେଙ୍ଗଇନଙ୍କ ଶରୀରରେ ଫସଫିନ୍ ମିଳିଥାଏ । ତା ମାନେ ଶୁକ୍ରରେ କଣ…

ଓଡିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ଭୁବନେଶ୍ୱର: ଓଡିଆ ଅଭିନେତା ତଥା ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନ୍ ସେକ୍ରେଟାରୀ ଶ୍ରୀତମ ଦାସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏସମ୍ପର୍କରେ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ କୌଣସି ସୁଟିଂ କିମ୍ବା ସାମାଜିକ ସମାବେଶରେ ଯୋଗ ଦେବେନି ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।…

ପୁରୀର ନେଳିପାଣି ମୋହରେ ବିହାରୀ ଇଞ୍ଜିନିୟର, ଶେଷରେ ନିଶା ପାଇଁ ଭିକ୍ଷାବୃତ୍ତି

ପୁରୀ: ପୁରୀର ଭାଙ୍ଗ ନିଶାରେ ପଡି ଯାଇଛନ୍ତି ଜଣେ ବିହାରୀ ଇଞ୍ଜିନିୟର । ଜାଣିବା ଶୁଣିବା ବ୍ୟକ୍ତି ହେବା ସତ୍ୱେ କିପରି ସେ ନିଶା କବଳରେ ପଡିଲେ ଏବଂ ଏଥିନେଇ ସେ ଯେଉଁ ଯୁକ୍ତ ବାଢ଼ୁଛନ୍ତି ତାହା ଗ୍ରହଣୀୟ ନୁହେଁ । ନିଶା ଯୋଗୁ ତାଙ୍କ ପରିସ୍ଥିତି ଏପରି ହୋଇଛି ଯେ, ସେ ଏଥିପାଇଁ ଭିକ୍ଷାବୃତ୍ତି…

ଜୟାଙ୍କୁ ପ୍ରଶ୍ନ କଲେ କଙ୍ଗନା… ଶ୍ୱେତା, ଅଭିଷେକଙ୍କ କ୍ଷେତ୍ରରେ ଏହା ଘଟିଥିଲେ ଏପରି କହିଥାନ୍ତେ ?

ମୁମ୍ବାଇ: ଡ୍ରଗ୍ସ ବିବାଦରେ କେନ୍ଦ୍ରକୁ ଟାର୍ଗେଟ କରି ସମାଜବାଦୀ ପାର୍ଟି ନେତା ଜୟା ବଚ୍ଚନ ଏବେ ଫସିଛନ୍ତି । କଙ୍ଗନା ରାନାୱତ ଓ ବିଜେପି ଏମପିଙ୍କୁ ଟାର୍ଗେଟ କରିବା ପରେ ମୁହଁ ଖୋଲିଛନ୍ତି ବଲିଉଡ କୁଇନ । ସେ ଜୟାଙ୍କୁ ପ୍ରଶ୍ନ କରିଛନ୍ତି ଯଦି ଶ୍ୱେତା ବଚ୍ଚନଙ୍କୁ ଟିନଏନଜରେ ଡ୍ରଗ୍ସ ଦିଆ…

ଓଡିଶାରେ କରୋନା ମୃତ୍ୟୁ ସଂଖ୍ୟା ୬୪୫କୁ ବୃଦ୍ଧି

ଭୁବନେଶ୍ୱର: ଓଡିଶାରେ ଆଉ ୮ଜଣ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୬୪୫କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ବୌଦ୍ଧରୁ ୧, କଟକରୁ ୩, କନ୍ଧମାଳରୁ ୧, ରାୟଗଡାରୁ ୧, ସମ୍ବଲପୁରରୁ ୧ ଓ ସୁବର୍ଣ୍ଣପୁରରୁ ଜଣଙ୍କର ମୃତ୍ୟୁ ଘଟିଛି। -ବୌଦ୍ଧରୁ ଜଣେ ୬୫ ବର୍ଷ ବୟସ୍କ…