ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେଲା ଶହୀଦଙ୍କ ଶେଷକୃତ୍ୟ
ଅନୁଗୁଳ: ଗାଁ ମାଟିରେ ଶହୀଦ ଦେବାଶିଷ ସେଠୀଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡା ଗ୍ରାମର ଶହୀଦ ଯବାନ ଦେବାଶିଷ ସେଠୀଙ୍କ ମର ଶରୀର ଗତକାଲି ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।
ରାତିରେ ସେଠାରେ ଉପସ୍ଥିତ ରହି ଶେଷ…