ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ,ଅଳ୍ପକେ ବର୍ତିଲେ ୫୦ ଯାତ୍ରୀ
ଅନୁଗୋଳ: ଅନୁଗୁଳ ଜିଲ୍ଲା ବଡକେରା ନିକଟରେ ଘଟିଛି ଏହି ଦୁର୍ଘଟଣା। ବୁର୍ଲା ରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ଗଣପତି ନାମକ ନାଇଟକୋଚ୍ ବସ୍ ଭୋର ସମୟରେ ଦୁର୍ଘଟଣାର ଶିକାର ହୋଇଛି।
ସୂଚନାନୁସାରେ, ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ…