Latest Odisha News

BREAKING NEWS

Yearly Archives

2020

ସାମ୍ବାଦିକତାରେ ଉତ୍କର୍ଷତା ପାଇଁ ଅର୍ଣ୍ଣବଙ୍କୁ ଚପଲ ଉପହାର !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ନ୍ୟୁଜ୍ ଚ୍ୟାନେଲ ଓ ସୋସିଆଲ ମିଡିଆରେ କ୍ରମାଗତ ହଲଚଲ ଜାରି ରହିଛି । ତର୍କବିତର୍କ, ଖୁଲାସା ଓ ମହାଖୁଲାସା ଭଳି ଶବ୍ଦ ପ୍ରାଇମ୍ ଟାଇମ ସ୍ଲଟ୍‌ରେ ଦେଖିବାକୁ ମିଳୁଛି । ଆଜି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଜନ୍ମଦିନ । ଏହି ଅବସରରେ ସେ…

ସ୍କୁଟି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ

ଅନୁଗୁଳ: ସ୍କୁଟି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ସୃଷ୍ଟି ହୋଇଛି ତୁମୁଳକାଣ୍ଡ । ଉତ୍ତ୍ୟକ୍ତ ଲୋକେ ଦୋକାନ ଘର ଏବଂ କାର୍‌ରେ ନିଆଁ ଲଗାଇଦେଇଛନ୍ତି । ଏଥିସହ ମୃତଦେହକୁ ରାସ୍ତାରେ ରଖି କ୍ଷତିପୂରଣ ଦାବି କରିଛନ୍ତି । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା…

ପ୍ୟାଙ୍ଗଙ୍ଗ ସୋ ହ୍ରଦ ନିକଟରେ ଥିବା ଫିଙ୍ଗର ୪ର ଶୀର୍ଷ ସ୍ଥାନ କବଜାକୁ ନେଲା ଭାରତ

ଲଦାଖ: ଭାରତ-ଚୀନ ମଧ୍ୟରେ ବିବାଦ ଥମିବାରେ ନାମ ନେଉ ନାହିଁ । ବିଧିବଦ୍ଧ ଭାବେ ଭାରତୀୟ ସେନାରେ ରାଫାଲ ଯୁଦ୍ଧ ବିମାନ ସାମିଲ ହେବା ପରେ ସେନାର ମନୋବଳ ବଢ଼ିଛି । ଏହି ଅବସରରେ ଭାରତୀୟ ସେନା ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ଥିବା ବିବାଦୀୟ ଫିଙ୍ଗର ୪ ଅଂଚଳର ଶୀର୍ଷ ସ୍ଥାନ ଅଧିକାର କରି ନେଇଛି ।…

ଜର୍ମାନୀରେ ବ୍ୟାପିଲା ସ୍ୱାଇନ ଫ୍ଲୁ

ଜର୍ମାନୀ: ଜର୍ମାନୀକୁ ବ୍ୟାପିଲା ସ୍ୱାଇନ ଫ୍ଲୁ । ପୂର୍ବ ବ୍ରାଣ୍ଡେନ୍ବର୍ଗରେ ମିଳିଥିବା ଏକ ବଣୁଆ ଘୁଷୁରୀର ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ଜର୍ମାନୀରେ ଆଫ୍ରିକୀୟ ଘୁଷୁରି ଜ୍ୱରର ଏହା ପ୍ରଥମ ମାମଲା ବୋଲି ଦେଶର କୃଷି ମନ୍ତ୍ରୀ ଗୁରୁବାର କହିଛନ୍ତି।…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୭୦୬ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୦୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୨୭୦୬ ଜଣଙ୍କ ମଧ୍ୟରୁ ୪୧୧ ଜଣ କଟକରୁ, ୩୫୪ ଜଣ ଖୋର୍ଦ୍ଧା, ୨୩୩ ଜଣ ମୟୁରଭଞ୍ଜରୁ, ୧୭୩ ଜଣ ଗଞ୍ଜାମରୁ,…

୧୪ରୁ ଆରମ୍ଭ ହେବ DL ସ୍କିଲ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୧୪ରୁ ଆରମ୍ଭ ହେବ ଡିଏଲ୍ ସ୍କିଲ ଟେଷ୍ଟିଂ । ୧୪ ତାରିଖରେ ଦିନ ୧୧ଟାରୁ ସ୍ଲଟ ବୁକିଂ ହେବ ଏବଂ ରାତି ୧୦ ଯାଏଁ ସ୍ଲଟ ବୁକିଂ କରିପାରିବେ ଆବେଦନକାରୀ । ତେବେ ତା’ପରଦିନ ଠାରୁ ସକାଳ ୭ରୁ ରାତି ୧୦ ଯାଏଁ ଡିଏଲ୍ ପରୀକ୍ଷା ପାଇଁ ଅନ୍‌ଲାଇନ୍ ସ୍ଲଟ ବୁକିଂ କରିହେବ । ଏନେଇ…

ସିଞ୍ଜୋ ଆବେଙ୍କୁ “ବନ୍ଧୁ” ବୋଲି ସମ୍ବୋଧନ କଲେ ମୋଦୀ!!

ନୂଆଦିଲ୍ଲୀ: ଜାପାନ ସହିତ ଲ୍ୟାଣ୍ଡମାର୍କ ସାମରିକ ଚୁକ୍ତି ପରେ ବିଦାୟ ନେଉଥିବାଜାପାନ ପ୍ରତିପକ୍ଷ ସିଞ୍ଜୋ ଆବେଙ୍କ ସହ ଟେଲିଫୋନିକ୍ ବାର୍ତ୍ତାଳାପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସେ…

ଭୁବନେଶ୍ୱରରେ ଆଜି ୪୬୦ ପଜିଟିଭ, ୪୦୫ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୪୬୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୮୫ ଜଣ…

ମାଲକାନଗିରିରେ ଗଞ୍ଜେଇ ସ୍ମଗଲିଂ, ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୋଲିସ ଗୁରୁବାର ଦିନ ଏକ କଦଳୀ ଭ୍ୟାନରୁ ୩ କ୍ୱିଣ୍ଟାଲରୁ ଅଧିକ ନିଶାଦ୍ରବ୍ୟ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି। ସୂଚନାନୁସାରେ, ଏହି ଭ୍ୟାନଟି ଚିତ୍ରକୋଣ୍ଡା ବ୍ଲକର ଅର୍କେଲ ଥାନା ନିକଟରେ ସନ୍ଦେହଜନକ ଭାବେ ବୁଲୁଥିବା ନଜର ଆସିଥିଲା। ପରେ ଖବର…

ଆସନ୍ତୁ ଜାଣିବା ଏକମାତ୍ର କୌରବଙ୍କ ବିଷୟରେ ଯିଏ ପାଣ୍ଡବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲେ

ପୁରୀ: ମହାଭାରତର ଏକ କମ୍ ଚର୍ଚ୍ଚିତ ବ୍ୟକ୍ତିତ୍ୱ ହେଉଛନ୍ତି ଯୁଯୁତ୍ସୁ । ସେ କୌରବ ହେବା ସତ୍ୱେ ଯୁଦ୍ଧକ୍ଷେତ୍ରରେ ପାଣ୍ଡବଙ୍କ ପକ୍ଷରୁ ଲଢ଼ିଥିଲେ । ପ୍ରାୟ ସମସ୍ତେ ଜାଣନ୍ତି ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ୧୦୦ ପୁତ୍ର ହେଲେ କୌରବ । ତେବେ ଯୁଯୁତ୍ସୁ କିପରି କୌରବ ହେଲେ ? ଗାନ୍ଧାରୀ ଗର୍ଭବତୀ…