Latest Odisha News

BREAKING NEWS

Yearly Archives

2020

ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବର୍ଷାରୁ ଆଉ ନିସ୍ତାର ନାହିଁ । ଆସୁଛି ଆଉ ଏକ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ…

ତିରୁପତିଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଜମୁଛି, ଦିନକରେ କୋଟିଏ ଟଙ୍କା ଦାନ ବାବଦକୁ ମିଳିଲା

ହାଇଦ୍ରାବାଦ: କୋଭିଡ-୧୯ କଟକଣା ନିୟମାବଳୀ ଅନୁସାରେ ତିରୁପତି ବାଲାଜୀ ମନ୍ଦିର ଖୋଲାଯାଇଛି । ଦିନକୁ ଦିନ ଦର୍ଶନକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ଗୋଟିଏ ଦିନରେ ୧୫ହଜାର ଶ୍ରଦ୍ଧାଳୁ ତାଙ୍କ ପ୍ରିୟ ଭଗବାନଙ୍କ ନିକଟତର ହୋଇପାରୁଛନ୍ତି । ସେହିପରି ଦାନର ପରିମାଣ ମଧ୍ୟ ବୃଦ୍ଧି ପାଉଛି ।…

ଲକଡାଉନ୍ କରୋନା ଭାଇରସ୍ ନୁହେଁ, ବରଂ ଗରିବଙ୍କ ଉପରେ ଆକ୍ରମଣ ଥିଲା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କହିଛନ୍ତି ଯେ ଏହି ଲକଡାଉନ୍ କରୋନାଭାଇରସ୍ ଉପରେ ନୁହେଁ ବରଂ ଗରିବ ଲୋକଙ୍କ ଉପରେ ଆକ୍ରମଣ ଥିଲା । ଏହା ଚାକିରୀ ତଥା କ୍ଷୁଦ୍ର ବ୍ୟବସାୟକୁ ସମାପ୍ତ କରିଥିବାରୁ ଅସଂଗଠିତ କ୍ଷେତ୍ର ପାଇଁ ଏହା ଏକ ମୃତ୍ୟୁଦଣ୍ଡ ବୋଲି ପ୍ରମାଣିତ ହୋଇଛି।…

ବିଧାୟକ ରମେଶ ଜେନାଙ୍କ ମାତୃ ବିୟୋଗ

ବ୍ରହ୍ମପୁର: ବ୍ରହ୍ମପୁର ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ମାତା ଅପସରୀ ଜେନାଙ୍କ ବୁଧବାର ଦିନ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲେ। ପ୍ରାପ୍ତ ସୂଚନାନୁଯାୟୀ ସେ ସହରର ବିଲା ସାହି ସ୍ଥିତ ତାଙ୍କ ଘରେ ରହୁଥିଲେ।

୬ ମାସ ପରେ ପୁରୀରେ ଲାଗିଲାଣି ପର୍ଯ୍ୟଟକଙ୍କ ଭିଡ

ପୁରୀ: କରୋନା ମହାମାରୀ ପାଇଁ ପର୍ଯ୍ୟଟକଙ୍କୁ ମନା ଥିଲା ପୁରୀ । ବାହାର ରାଜ୍ୟରୁ ନା ପର୍ଯ୍ୟଟକ ଆସିପାରୁଥିଲେ ନା ମହୋଦଧିରେ ସ୍ନାନର ମଜା ଉଠାଇପାରୁଥିଲେ । ମନ୍ଦିର ବନ୍ଦ ଥିବାରୁ କାଳିଆ ଦର୍ଶନ ବି ବନ୍ଦ ରହିଛି । ହେଲେ ଦୀର୍ଘ ୬ ମାସର କଟକଣା ପରେ ଏବେ ପୁଣି ଚଳଚଂଚଳ ହୋଇଛି ପୁରୀ ।…

କାହିଁକି ୯ ବର୍ଷୀୟାକୁ ହତ୍ୟା କଲା ୧୧ ବର୍ଷୀୟ ?

ମଧ୍ୟପ୍ରଦେଶ: ଅନ୍‌ଲାଇନ୍ ଗେମ୍ ନିଶାରେ, ନିଜଠୁ ସାନକୁ ହତ୍ୟା କଲା ପଥରରେ । ସାମ୍ନାକୁ ଆସିଛି ଏକ ବର୍ବର ଘଟଣା । ୯ବର୍ଷୀୟ ନାବାଳିକାକୁ ହତ୍ୟା କଲା ୧୧ ବର୍ଷୀୟ ନାବାଳକ । ଆଉ ତା ପୁଣି ପଥରରେ ଛେଚିଛେଚି । ତେବେ ଏହା ପଛର କାରଣ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ଇନ୍ଦୋରରେ ଘଟିଥିବା…

ଆଜି ମୋ ଘର ଭାଙ୍ଗିଛ, କାଲି ତୁମ ଗର୍ବ ଭାଙ୍ଗିବ: କଙ୍ଗନା

ମୁମ୍ବାଇ: ଆଜି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମନାଲିରୁ ମୁମ୍ବାଇ ସ୍ଥିତ ତାଙ୍କ ବାସ ଭବନରେ ପହଂଚିଛନ୍ତି । ଏହାପରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି । କଙ୍ଗନା ଟ୍ୱିଟ୍ କରି ତାଙ୍କ କ୍ରୋଧ ଜାହିର କରିଛନ୍ତି । କଙ୍ଗନା ନିଜର ଏକ ଭିଡିଓ ସେୟାର…

ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ସପକ୍ଷରେ ବାହାରିଛନ୍ତି ଚିରାଗ ପାସୱାନ୍

ନୂଆଦିଲ୍ଲୀ: ଏଲଜେପି ନେତା ଚିରାଗ ପାସୱାନ କଙ୍ଗନା ରାନାୱତଙ୍କ ସମର୍ଥନରେ ବାହାରି ମୁମ୍ବାଇ, ବିହାର ତଥା ଉତ୍ତର ଭାରତର ଅନ୍ୟ ଅଞ୍ଚଳର ଲୋକଙ୍କୁ ଅଭିନେତ୍ରୀଙ୍କ ସହିତ ସମର୍ଥନରେ ଛିଡ଼ା ହେବାକୁ ନିବେଦନ କରିଛନ୍ତି। ସମସ୍ତ ଦେଶଭକ୍ତ କଙ୍ଗନାଙ୍କ ଥିବା କଥା ଚିରାଗ କହିଛନ୍ତି । ବିହାରୀ ଯୁବକ…

ମୁମ୍ବାଇରେ କଙ୍ଗନା, ଶିବସେନା କର୍ମୀଙ୍କ ହଙ୍ଗାମା କହିଲେ ‘ପାକିସ୍ତାନ ଚାଲିଯାଅ’

ମୁମ୍ବାଇ: ବିବାଦ ଭିତରେ ଆଜି ମୁମ୍ୱାଇରେ ପହଂଚିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ । ହିମାଚଳରୁ ସେ କଡା ସୁରକ୍ଷାରେ ବିମାନ ବନ୍ଦରକୁ ଆସିଥିଲେ, ଏହାପରେ ବିମାନରେ ଯୋଗେ ସେ ମୁମ୍ବାଇ ପହଂଚିଛନ୍ତି । ସେପଟେ ମୁମ୍ବାଇ ଏୟାରପୋର୍ଟ ବାହାରେ ଶିବସେନା କର୍ମୀଙ୍କ ହଙ୍ଗମା ଦେଖିବାକୁ ମିଳିଛି ।…

ମଶାମରା ରାକେଟ୍ ପାଇଁ ଜଳିଗଲା ଘର !

ଭୁବନେଶ୍ୱର: ଘରେ ବସି ଖାଉଥିଲେ ରାତ୍ରୀଭୋଜନ । ପାଖରେ ଉଡିଲା ମାଛି । ମାଛି ଘଉଡେଇବା ପାଇଁ ହାତରେ ଧରିଥିଲେ ମଶା ରାକେଟ୍ । ହେଲେ ମାଛି ତ ମଲାନି ବରଂ ବିସ୍ଫୋରଣରେ ଉଡିଗଲା ଘର ଛପର । ଏପରି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । ଫ୍ରାନ୍ସର ଜଣେ ୮୦ବର୍ଷୀୟ ବୃଦ୍ଧ ଅଜାଣତରେ ନିଜ ଘର…