Latest Odisha News

BREAKING NEWS

Yearly Archives

2020

ନଭେମ୍ବର ୩ରୁ ଓଜେଏସ(OJS) ମେନ ପରୀକ୍ଷା

କଟକ: ଓଡିଶା ଜୁଡିସିଆଲ୍ ସର୍ଭିସେସ୍ (OJS) ର ମୁଖ୍ୟ ଲିଖିତ ପରୀକ୍ଷା ନଭେମ୍ବର 3 ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।ସୋମବାର ଓଡିଶା ଜନସେବା ଆୟୋଗ (ଓପିଏସି) ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ନଭେମ୍ବର 6 ରେ ଲିଖିତ ପରୀକ୍ଷା ଶେଷ ହେବ। ପରବର୍ତ୍ତୀ ସମୟରେ ସବିଶେଷ କାର୍ଯ୍ୟସୂଚୀ…

କଙ୍ଗନାଙ୍କୁ ଘେରିଲା ଶିବସେନା, ଡ୍ରଗ୍ସ କନେକ୍ସନର ହେବ ତଦନ୍ତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଓ ଶିବସେନା ମଧ୍ୟରେ ଚାଲିଥିବା ବାକ୍‌ଯୁଦ୍ଧ ବଢ଼ିବାରେ ଲାଗିଛି । ଏବେ କଙ୍ଗନାଙ୍କ ଉପରେ ଶିବସେନା ଆଉ ଏକ ନୂଆ ଆରୋପ ଲଗାଇଛି । କଙ୍ଗନା ଡ୍ରକ୍ସ ସେବନ କରୁଥିବା ନେଇ ଶିବସେନା ଅଭିଯୋଗ କରିଛି । ଏହାପରେ ମହାରାଷ୍ଟ୍ର ସରକାର କଙ୍ଗନାଙ୍କ ଡ୍ରଗ୍ସ…

ଘର ନଥିବା ଲୋକ ପାଇଁ “ଘରେ ରୁହନ୍ତୁ-ସୁସ୍ଥ ରୁହନ୍ତୁ”ର ସ୍ଲୋଗାନ!!

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଲକ ଡାଉନ ସମୟରେ ଜଣେ ସାମ୍ବାଦିକ ଭାବରେ ବହୁ ଜାଗା ବୁଲିଛି। ବହୁ ଲୋକଙ୍କୁ ଦେଖିଛି। ବହୁ ଯନ୍ତ୍ରଣା ଓ କଷଣକୁ ଅତି ପାଖରୁ ଦେଖି ଅସହାୟ ଭାବରେ ଠିଆ ହୋଇଛି। ରାଜରାସ୍ତାରେ ଶହ ଶହ କିଲୋମିଟର ଚାଲିବାର ସାହସ ରଖିଥିବା ମଣିଷ ପଟୁଆରକୁ ଦେଖି ଆଖି…

ମର୍କେଟ ବିଲ୍ଡିଂରେ ମହିଳା ଚୋର, ଗ୍ରାହକଙ୍କ ପର୍ସ ଚୋରି କରି ଫେରାର

ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ମହିଳା ଚୋର । ମହିଳା ଜଣକ ଗ୍ରାହକଙ୍କ ପର୍ସ ଚୋରି କରିବା ସମୟର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ରବିବାର ଦିନ ଗ୍ରାହକଙ୍କ ପର୍ସ ଚୋରି କରି ମହିଳା ଚୋର ଜଣକ ଫେରାର ହୋଇଯାଇଥିଲେ । ଗୋଟିଏ ଦିନରୁ ୧୦ରୁ ଅଧିକ ଦୋକାନରେ ମହିଳା ଜଣକ ଚୋରି…

ରାଉଲକେଲା ରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ରାଉଲକେଲା: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଅତିରିକ୍ତ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀ ପ୍ରଦୀପ୍ତ ମହାପାତ୍ର ଆଜି ରାଉଲକେଲା ରେ ପହଞ୍ଚିଛନ୍ତି । ସେମାନେ ଜିଲ୍ଳାରେ ଚାଲିଥିବା କୋଭିଡ ପରିଚାଳନା ର ଯାଞ୍ଚ କରିଛନ୍ତି । ହାଇଟେକ ହସ୍ପିଟାଲ, ଜୟ ପ୍ରକାଶ…

କଙ୍ଗନାଙ୍କ ଅଫିସରେ ରେଡ୍ ପରେ ନୋଟିସ ମାରିଲା ବିଏମ୍‌ସି

ମୁମ୍ବାଇ: ଅଡୁଆରେ ବଲିଉଡର କଣ୍ଟ୍ରଭର୍ସି କୁଇନ୍ କଙ୍ଗନା ରଣାୱତ । କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ପ୍ରଡକ୍ସନ ଅଫିସରେ ବିଏମ୍ସି ରେଡ୍ କରିବା ପରେ ଏବେ ନୋଟିସ ମାରିଛି । ନୋଟିସ୍‌କୁ ତିଙ୍କ ଅଫିସ ସାମ୍ନାରେ ଲଗାଇ ଦେଇଛନ୍ତି । ବିଏମ୍‌ସି ଅଧିକାରୀମାନେ ପ୍ରଥମେ କଙ୍ଗନାଙ୍କ ଅଫିସରେ ଚଢ଼ାଉ…

ଜେରା ବେଳେ ରିୟା ବଲିଉଡରେ ନିଶା କାରବାର ନେଇ ଦେଲେ ସୂଚନା: ୨୫ ଟପ୍ ସେଲିବ୍ରିଟିଙ୍କୁ ହେବ ସମନ

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କ ଗିରଫଦାରୀ ପୂର୍ବରୁ ଏନସିବିର ଜେରା ବେଳେ ରିୟା ଡଗ୍ସ ନେଉଥିବା ସ୍ୱୀକାର କରିଛନ୍ତି । ଏଥି ସହ ବଲିଉଡରେ ଚାଲିଥିବା ନିଶା କାରବାର ନେଇ ମଧ୍ୟ ସୂଚନା ଦେଇଛନ୍ତି । ସୁଶାନ୍ତ ସିଂ ରାଜପୁତ ମାମଲାରେ ଏନସିବିର ତୃତୀୟ ଦିନର ପଚରାଉଚରା ବେଳେ ସେ ଏହା କହିଛନ୍ତି ।…

ସୁସ୍ଥ ହେଲେ ଲକ୍ଷେରୁ ଉର୍ଦ୍ଧ୍ବ ଆକ୍ରାନ୍ତ: କୋଭିଡ ଯୋଦ୍ଧାଙ୍କ ଉଦ୍ୟମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମହାମାରୀ କରୋନା ରୁ ସୁସ୍ଥ ହୋଇ ଘରକୁ ଫେରିଥିବା ରୋଗୀ ଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି । ଏହି ପାଇଁ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ଉଦ୍ୟମକୁ ମଙ୍ଗଳବାର ଦିନ ପ୍ରଶଂସା  କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । In a momentous occasion in our…

ରିୟା ଚକ୍ରବର୍ତ୍ତୀ ଗିରଫ

ମୁମ୍ବାଇ: ବନ୍ଧା ହେଲେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଏନ୍‌ସିବି ତାଙ୍କୁ ଆଜି ଗିରଫ କରିଛି । ଆଜି ତୃତୀୟ ଦିନରେ ଜେରା କରିବା ପରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ତାଙ୍କୁ ଗିରଫ କରିଛି । ଆଜି…

ଭୁବନେଶ୍ୱରରେ ମହିଳାଙ୍କଠୁ ଝାମ୍ପିନେଲେ ୫ ଲକ୍ଷ

ଭୁବନେଶ୍ୱର: ମହିଳାଙ୍କଠାରୁ ଦିନ ଦ୍ୱିପହରେ ଲୁଟ୍ । ସ୍ପଷ୍ଟ ଦିବାଲୋକରେ ମହିଳାଙ୍କୁଠାରୁ ୫ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଫୁଲନଖର ନିକଟ ତ୍ରିନାଥ ବଜାର ଛକରେ । ଏଠି ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି । ମହିଳାଙ୍କ ସ୍କୁଟିରୁ ବ୍ୟାଗ୍…