Latest Odisha News

BREAKING NEWS

Yearly Archives

2020

ୟୁଏସ ଓପନ ନକଆଉଟ ପର୍ଯ୍ୟାୟରେ ପ୍ରଥମ ଥର ପାଇଁ ପ୍ରବେଶ କଲେ ୩ ମାଆ

ନ୍ୟୁୟର୍କ: ଗ୍ରାଣ୍ଡସ୍ଲାମ ଟେନିସ ଇତିହାସରେ ଆଜି ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି । ପ୍ରଥମ ଥର ପାଇଁ ୟୁଏସ ଓପନ ମହିଳା ସିଙ୍ଗଲ୍ସ ନକଆଉଟ ପର୍ଯ୍ୟାୟରେ ୩ଜଣ ମାଆ ପ୍ରବେଶ କରିଛନ୍ତି । ସେମାନେ ହେଲେ ଆମେରିକାର ସେରେନା ୱିଲିୟମ୍ସ, ବେଲାରୁଷର ଭିକ୍ଟୋରିଆ ଆଜରେଙ୍କା ଓ ବୁଲଗେରିଆର ଶ୍ୱେତନା…

ଚୀନ ସେନା ମାନିଲା, ଅରୁଣାଚଳ ପ୍ରଦେଶର ୫ ଯୁବକ ସେମାନଙ୍କ ପାଖରେ ଅଛନ୍ତି

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୫ଜଣ ଯୁବକଙ୍କୁ ରଖିଥିବା କଥା ଚୀନ ସେନା ମାନିଛି । ମଙ୍ଗଳବାର କେନ୍ଦ୍ରୀୟ ମନ୍ତ୍ରୀ କିରନ ରିଜିଜୁ ଟୁଇଟ ଜରିଆରେ ଏହା ସ୍ପଷ୍ଟ କରିଛନ୍ତି । ନିଖୋଜ ଥିବା ଯୁବକମାନେ ଚୀନ ସୀମା ମଧ୍ୟରେ ପ୍ରବେଶ କରିଥିବାରୁ ସେମାନଙ୍କୁ ଅଟକ ରଖା ଯାଇଥିଲା ବୋଲି ପିଏଲଏ ପକ୍ଷରୁ…

ଭାରତୀୟ ମିଡିଆ ନିଶ୍ଚିତ ଭାବରେ ବିଶ୍ୱସ୍ତରୀୟ ହେବ, କାରଣ ବିଶ୍ୱ ଆମ କଥା ଶୁଣୁଛି: ପିଏମ୍ ମୋଦୀ

ରାଜସ୍ଥାନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି ଯେ ଯେଉଁ ସମୟରେ ଭାରତର ସ୍ୱର ଏବଂ ସ୍ଥାନୀୟ ଉତ୍ପାଦ ବିଶ୍ୱବ୍ୟାପୀ ଯାଉଛି, ସେତେବେଳେ ଦେଶର ମିଡିଆ ଇଣ୍ଡଷ୍ଟ୍ରି ମଧ୍ୟ ବିଶ୍ୱସ୍ତର କୁ ଯିବା ଆବଶ୍ୟକ। ଜୟପୁରର ପାଟ୍ରିକା ଫାଟକକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଘାଟନ…

ହିଞ୍ଜଡ଼ା

ସୁପ୍ରିୟା ପଣ୍ଡା            ଲୋକାଲ ଟ୍ରେନ ଭିତରେ ପଶିବା ଯେତିକି କଷ୍ଟ , ତା ଠାରୁ ଅଧିକ କଷ୍ଟ ଠିଆ ହେଇ ଯିବା । ସିଟ ମିଳିବାର ପ୍ରଶ୍ନ ବି ମନ ଭିତରକୁ  ଆସେ  ନାହିଁ। ଦିନ ସାରା ଫାଇଲ ଚାଷ କରି  , ସୁଜାତା ଟ୍ରେନ ଭିତରେ ପଶିଲା । ଭିଡ଼ ତ ନୁହେଁ ସତେ ଯେମିତି ଜନ  ସମୁଦ୍ର। ସେଇ…

ପୋଲିସ ଗାଡି ଧକ୍କାରେ ଜିଆର୍‌ଏସ୍‌ଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ପଙ୍ଗାମ ନିକଟରେ ପୋଲିସ ଗାଡି ଧକ୍କାରେ ଜଣେ ଜିଆର୍‌ଏସ୍‌ଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ବାଲାରାଜୁ ସାହୁ । ସେ ନାଏକଗୁଡା ପଂଚାୟତରେ ଜିଆର୍‌ଏସ୍ ଭାବେ କାମ କରୁଥିଲେ । ସେପଟେ ଏହି ଦୁର୍ଘଟଣାରେ ୩ଜଣ ପୋଲିସ କର୍ମଚାରୀ ଗୁରୁତର…

ବାଂଲାଦେଶ ମସଜିଦ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨୭ କୁ ବୃଦ୍ଧି

ଢାକା: ସେପ୍ଟେମ୍ବର ୪ ତାରିଖ ରାତିରେ ରାଜଧାନୀ ଢାକା ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା କେନ୍ଦ୍ରୀୟ ନାରାୟଣଗଞ୍ଜ ଜିଲ୍ଲାର ଏକ ମସଜିଦରେ ପ୍ରାର୍ଥନା ସମୟରେ ବିସ୍ଫୋରଣ ହୋଇଥିଲା । ଏଥିରେ ମୃତ୍ୟୁ ସଂଖ୍ୟା ୨୭ କୁ ବୃଦ୍ଧି ପାଇଛି । ମସଜିଦର ତଳ ମହଲାରେ ଥିବା ସମସ୍ତ ଏୟାର କଣ୍ଡିସନରର…

ବ୍ରିଜ ତଳକୁ ଖସିଲା ହାଇୱା, ୨ ନିଖୋଜ

ଝାରସୁଗୁଡା: ଝାରସୁଗୁଡା ରଂଫେଲ୍ ବ୍ରିଜ ତଳକୁ ଏକ ହାଇଓ୍ୱା ଖସି ପଡିଛି । ଫଳରେ ଏଥିରେ ଥିବା ୨ଜଣ ନିଖୋଜ ହୋଇଯାଇଛନ୍ତି । ହାଇଓ୍ଵାର ଚାଳକଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ନିଖୋଜ ଯୁବକ ଦ୍ୱୟ ହେଲେ ଜିତେନ୍ଦ୍ର ପ୍ରଧାନ ଓ ଅରବିନ୍ଦ ସାହୁ। ଉଦ୍ଧାର ହୋଇଥିବା ହାଇଓ୍ଵା…

ରିୟାଙ୍କ ଗିରଫ ପରେ ସୁଶାନ୍ତଙ୍କ ଭଉଣୀଙ୍କ ଟ୍ୱିଟ୍ ‘ଭଗବାନ ଆମ ସହିତ ଅଛନ୍ତି ’

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଗିରଫ କରିବାକୁ ସ୍ୱାଗତ କରିଛନ୍ତି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ଭଗବାନ ଆମ ସାଙ୍ଗରେ ଅଛନ୍ତି ।’ ଏଥି ସହ ସେ ଏକ ହାତ ଯୋଡି…

ରିୟା ଗିରଫ ହେବା ବିହାର ପାଇଁ ବିଜୟ: ବିହାର ଡିଜିପି

ମୁମ୍ବାଇ: ଡ୍ରଗ୍ସ କାରବାର ଲିଙ୍କରେ ଗିରଫ ହେଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ତିନି ଦିନ ଧରି ପଚରାଉଚରା ପରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ରିୟାଙ୍କୁ ଗିରଫ କରିଛି । ଗିରଫ ପରେ ରିୟାଙ୍କ ମେଡିକାଲ ଯାଚଂ ପାଇଁ ନିଆଯାଇଛି । ରିୟାର କରୋନା ପରୀକ୍ଷା ମଧ୍ୟ କରାଯିବ ।  ରିୟା…

ଅନୁଭବ ଛାଡିଲେ ନୂଆ ଭିଡିଓ, ପଚାରିଲେ ଏମିତି ହୁଏ କି ଘରୋଇ ହିଂସା?

ଭୁବନେଶ୍ୱର: ଓଲିଉଡର ସୁରପଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଘରୋଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ଏହାକୁ ନେଇ ସମ୍ନକୁ ଆସିଛି ଏକ ନୂଆ ଭିଡିଓ । ଏହାକୁ ଅନୁଭବ ଜାରି କରିଛନ୍ତି । ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ଭିଡିଓ…