ଓପିଜିସି ପାୱାର ପ୍ଲାଣ୍ଟରେ ଦୁର୍ଘଟଣା; ୬ ଆହତ
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ଥିବା ଓଡିଶା ପାୱାର ଜେନେରେସନ୍ କର୍ପୋରେସନ (ଓପିଜିସି) ପାୱାର ପ୍ଲାଣ୍ଟରେ ଦୁର୍ଘଟଣା ଯୋଗୁଁ ୬ ଜଣ କର୍ମୀ ଆହତ ହୋଇଛନ୍ତି ।
ପ୍ରାପ୍ତ ସୂଚନାନୁଯାୟୀ, ଏହାର ୩ ନଂ ୟୁନିଟରେ ଆସ୍ ହ୍ୟାଣ୍ଡେଲିଂ ପ୍ଲାଣ୍ଟର ହପର ଖସି ପଡିବାରୁ ତଳେ କାମ କରୁଥିବା ଶ୍ରମିକ…