ପୃଥିବୀ ନିକଟକୁ ଆସୁଛି ଗ୍ରହାଣୁ; ଧକ୍କା ହେବାର ସମ୍ଭାବନା ନାହିଁ
ଭୁବନେଶ୍ୱର: ସେପ୍ଟେମ୍ବର ୬ ତାରିଖରେ ଭାରତୀୟ ସମୟ ଅନୁଯାୟୀ ଦିନ ୨ଟା.୦୮ମି. ସମୟରେ ଏକ ଗ୍ରହାଣୁ ପୃଥିବୀର ସବୁଠାରୁ ନିକଟତର ହେବାକୁ ଯାଉଛି । ହେଲେ ଏହା ଧକ୍କା ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ଭୁମବନେଶ୍ୱର ସ୍ଥିିତ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଡ. ଶୁଭେନ୍ଦୁ…