Latest Odisha News

BREAKING NEWS

Yearly Archives

2020

ଡିସେମ୍ବର ୧୫ରୁ ଆରମ୍ଭ ହେବ ରେଲୱେ ପରୀକ୍ଷା

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି। ଦେଶରେ ବେରୋଜଗାର ଯୁବକ-ଯୁବତୀଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ତେବେ ଚାକିରୀ ଆବେଦନକାରୀଙ୍କ ପାଇଁ ଆସିଛି ଖୁସି ଖବର । ଆସନ୍ତା ଡିସେମ୍ବରରୁ ଆରମ୍ଭ ହେବ ରେଲୱେ ପରୀକ୍ଷା । ଏନେଇ ଆଜି…

ଆସନ୍ତୁ ଜାଣିବା ପିତୃ ପକ୍ଷରେ ସମ୍ପର୍କୀୟଙ୍କୁ ସ୍ୱପ୍ନରେ ଦେଖିଲେ କଣ ଫଳ ମିଳେ

ପୁରୀ: ପିତୃପକ୍ଷ ବା ଅପରପକ୍ଷକୁ ନିଷ୍ଠାର ସହ ପାଳନ କଲେ ପିତାଙ୍କ ଆତ୍ମଙ୍କୁ ଶାନ୍ତି ଏବଂ ତାଙ୍କଠାରୁ ଆର୍ଶୀବାଦ ମିଳିଥାଏ । ଏହି ସମୟରେ ଗରିବଙ୍କ ଦାନ କରିବା ଏବଂ ଲୋକଙ୍କୁ ସାହାଯ୍ୟ କଲେ ଭଲ ଫଳ ମିଳିଥାଏ । ଯଦି ଏହି ୧୫ ଦିନ ମଧ୍ୟରେ ଆପଣଙ୍କ ସ୍ୱପ୍ନରେ ପରିଜନ ଦେଖା ଦିଅନ୍ତି ତାହାହେଲେ…

‘ବେଡ୍‌ରୁମ୍‌ରେ ପିଉଥିଲେ ମଦ, ବାପା ହେବାକୁ ଚାହୁଁନଥିଲେ ଅନୁଭବ’ ପିଟିସନରେ ଦର୍ଶାଇଛନ୍ତି ବର୍ଷା

ଭୁବନେଶ୍ୱର: ହାତ ଧରି ଚାଲିବାକୁ ଦିନେ କଥା ଦେଇଥିଲେ । କିନ୍ତୁ ଆଜି ସିଏ ହାତ ଛାଡି ଦେଇଛନ୍ତି । ସମୟ ସହ ସବୁ କିଛି ବଦଳି ଯାଇଛି । ଆମ ଭିତରେ ଆଉ କିଛି ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ…

ଭୁବନେଶ୍ୱରରୁ ପୁଣି ବାହାରିଲେ ୪୦୯ ପଜିଟିଭ, ମୋଟ ସଂଖ୍ୟା ୧୨ ହଜାର ପାର୍

ଭୁବନେଶ୍ୱର: ଭୁବନେଶ୍ୱରେ ବଢ଼ୁଛି କରୋନା ସଂକ୍ରମଣ । ସବୁଠାରୁ ଚିନ୍ତା ଜନକ ରହିଛି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା । ପ୍ରତିଦିନ ଶହେରୁ ୨ଶହ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଉଛି । ଆଜି ପୁଣି ରାଜଧାନୀରୁ ୧୬୭ ସ୍ଥାନୀୟ ସଂକ୍ରମିତଙ୍କ ସମେତ ୪୦୯ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।…

ବ୍ରିଟେନ ଧାବକ ମୋ ଫରାହଙ୍କ ୧ ଘଂଟା ଦୌଡରେ ବିଶ୍ୱରେକର୍ଡ

ବ୍ରସେଲ୍ସ: ବେଲଜିୟମ ରାଜଧାନୀ ବ୍ରସେଲ୍ସରେ ଚାଲିଥିବା ଭାନ ଡାମ ମିଟରେ ବ୍ରିଟେନର ଧାବକ ମୋ ଫାରାହ ୧ ଘଂଟା ଦୌଡ ପ୍ରତିଯୋଗିତାରେ ବିଶ୍ୱରେକର୍ଡ ସ୍ଥ୍‌ାପନ କରିଛନ୍ତି । ମହିଳା ବିଭାଗରେ ନେରଦଲ୍ୟାଣ୍ଡର ସିଫାନ ହାସନ ମଧ୍ୟ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ପୁରୁଷ ବିଭାଗରେ ଫରାହ…

ରବିବାର ପ୍ରକାଶ ପାଇବ IPL କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆଉ ଦୁଇ ସପ୍ତାହ ପରେ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୩ତମ ସିଜନ୍ । ତେବେ ଆସନ୍ତାକାଲି ଅର୍ଥାତ ରବିବାର ଦିନ ମ୍ୟାଚ୍ ସୂଚୀ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ ପଟେଲ । ସପ୍ଟେମ୍ବର ୪ରେ ଏହି ସୂଚୀ ପ୍ରକାଶ ପାଇବ ବୋଲି ଚର୍ଚ୍ଚା…

ସେପ୍ଟେମ୍ବର ୧୨ରୁ ଗଡିବ ଆଉ ୮୦ ପାସେଞ୍ଜର ଟ୍ରେନ୍‌

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୨ରୁ ଗଡିବ ଆଉ ନୂଆ ୮୦ଟି ସ୍ୱତନ୍ତ୍ର ଟ୍ରେନ୍ । ଏନେଇ ରେଳ ବିଭାଗ ଶନିବାର ନିଷ୍ପତ୍ତି ନେଇଛି । ସେପ୍ଟେମ୍ବର ୧୨ରେ ଏହି ୮୦ ସ୍ବତନ୍ତ୍ର ଟ୍ରେନ୍ ଗଡ଼ିବାକୁ ଥିବା ବେଳେ ଏଥିପାଇଁ ଯାତ୍ରୀ ୧୦ ତାରିଖରୁ ବୁକିଂ ଆରମ୍ଭ କରିପାରିବେ। କିନ୍ତୁ ପୂର୍ବରୁ ଚାଲୁଥିବା ୨୩୦…

ଗୁରୁ ଦିବସରେ ରାଷ୍ଟ୍ରପତି ପୁରସ୍କାର ପାଇଲେ ୨ ଓଡ଼ିଆଙ୍କ ସମେତ ୪୭ ଶିକ୍ଷକ

ନୂଆଦିଲ୍ଲୀ: ଗୁରୁ ଦିବସରେ ସମ୍ମାନୀତ ହେଲେ ଗୁରୁ । ରାଷ୍ଟ୍ରପତି ପୁରସ୍କାର ପାଇଲେ ଓଡ଼ିଶାର ୨ ଶିକ୍ଷକ । ଅଜି ଗୁରୁ ଦିବସ ଅବସରରେ ବସନ୍ତ କୁମାର ସାହୁ ଓ ତାପସ କୁମାର ମହାନ୍ତିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ମିଳିଛି । ବସନ୍ତ କୁମାର ସାହୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ସରସରା ଉଚ୍ଚ…

ମାନବିକତାର ପରିଚୟ ଦେଲେ ଭାରତୀୟ ଯବାନ, ଚୀନର ୩ ନାଗରିକଙ୍କୁ ଉଦ୍ଧାର କଲେ

ନୂଆଦିଲ୍ଲୀ:ଭାରତୀୟ ଯବାନଙ୍କୁ ସବୁ ଦୃଷ୍ଟି କୋଣରୁ କାହିଁକି ଶ୍ରେଷ୍ଠ କୁହାଯାଏ ତାହା ପୁନର୍ବାର ପ୍ରମାଣିତ ହୋଇଛି । ବାରମ୍ବାର ସୀମାରେ ହଇରାଣ କରୁଥିବା ଚୀନର ୩ ନାଗରିକ ଭୁଲ ବଶତଃ ସିକ୍କିମ ନିକଟରେ ଭାରତୀୟ ସୀମା ମଧ୍ୟରେ ପ୍ରବେଶ କରିଥିଲେ । ସୀମାରେ ସଜାଗ ଥିବା ସେନା ଏହି ୩ଜଣଙ୍କୁ…

କୋଭିଡ ଟେଷ୍ଟକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନୂଆ ଆଡଭାଇଜରି ଜାରି

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି ମାରାତ୍ମକ ଭାଇରସ କରୋନା । ପ୍ରତିଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେହିପରି କୋଭିଡ ଟେଷ୍ଟ ସଂଖ୍ୟା ମଧ୍ୟ ବଢ଼ଛି । ତେବେ କରୋନା ଟେଷ୍ଟକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆସିଛି ନୂଆ ଆଡଭାଇଜରି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏଥିରେ ନୂଆ…