Latest Odisha News

BREAKING NEWS

Yearly Archives

2020

ଜେଇଇ/ନେଟ୍ ପ୍ରାର୍ଥୀଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର: ଜେଇଇ/ନେଟ୍ ପରୀକ୍ଷାକୁ ଆଉ ୪୮ଘଣ୍ଟାରୁ କମ୍ ସମୟ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କୁ ପୁରା ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ବିଧାୟକ ମାନଙ୍କୁ  ନିବେଦନ କରିଛନ୍ତି। "ପିଲାମାନେ ଆମ ଦେଶର ଭବିଷ୍ୟତ ଓ ଓଡ଼ିଶାର ଭବିଷ୍ୟତ ।ସେମାନେ ଆମ  ପରିବାର ର ଓ…

ଟ୍ରକ୍ ଅଟକାଇ ଲୁଟିନେଲେ ଦେଢ କୋଟି ମୂଲ୍ୟର ସିଗାରେଟ୍ !

ତାମିଲନାଡୁ: ରାଜରାସ୍ତାରେ ଖୁଲମଖୋଲା ବୁଲୁଛନ୍ତି ଲୁଟେରା । ଇଛା ହେଲା ତ ପ୍ରଥମେ ରେକି ଓ ପରେ ଦିନ ଦ୍ୱିପହରେ ଲୁଟ୍ । ବେଶ କିଛି ଦିନ ଧରି ତାମିଲନାଡୁରେ ଲଗାତାର ସାମ୍ନାକୁ ଆସୁଛି ମିଳୁଛି ଲୁଟତରାଜ ମାମଲା । ହେଲେ ଏଥର ଦେଢ କୋଟି ମୂଲ୍ୟର ସିଗାରେଟ୍ ଲୁଟ୍ ମାମଲା ସମସ୍ତଙ୍କୁ ଚକିତ କରିଛି…

ଓଡ଼ିଶାରେ ମାସକରେ ୭୦ ହଜାର , ତିନି ଦିନରେ ୧୦ ହଜାର ପଜିଟିଭ୍

ଭୁବନେଶ୍ୱର: ଅଗଷ୍ଟରେ ଓଡ଼ିଶାରେ କରୋନା ସଂକ୍ରମଣ ନୂଆ ଶିଖ ଛୁଇଁଛି । ମାସେ ଭିତରେ ବାହାରିଛି ୭୦ ହଜାର ପଜିଟିଭ୍ କେସ୍ । ମାର୍ଚ୍ଚରୁ ଅଗଷ୍ଟ (୩୦ ତାରିଖ) ଛଅ ମାସ ଭିତରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପିଛି । ମାର୍ଚ୍ଚରୁ ଜୁଲାଇ ଭିତରେ ୩୦ ହଜାର ପାର କରିଥିଲା ସଂକ୍ରମିତଙ୍କ…

ଲାଞ୍ଚ ନେଇ ଗିରଫ ହେଲେ ଏଏସଆଇ ଓ ହୋମ୍ ଗାର୍ଡ

ମାଲକାନଗିରି: ଲାଞ୍ଚ ନେଇ ଗଞ୍ଜେଇ ସ୍ମଗଲର ମାନଙ୍କୁ ଛାଡି ଦେବା ଅଭିଯୋଗରେ ମୁଦୁଲିପଡା ଥାନାର ଜଣେ ଏଏସଆଇ ଓ ୨ ହୋମ୍ ଗାର୍ଡ ଗିରଫ ହୋଇଛନ୍ତି । ସୂଚନାନୁଯାୟୀ, ଗତ ଅଗଷ୍ଟ ୪ ତାରିଖରେ ଖଇରିପୁଟ ଅଞ୍ଚଳରେ ପାଟ୍ରୋଲିଂ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ମାନେ ଏକ ଗାଡି ଭିତରେ ଗଞ୍ଜେଇ ଥିବା…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ରିୟା, ଡ୍ରଗ୍ସ ଓ ଡ୍ରାକ୍ ନେଟ୍ ଲିଙ୍କ

ଭୁବନେଶ୍ୱର: ରିୟା ଚକ୍ରବର୍ତ୍ତୀଙ୍କ ହ୍ୱାଟ୍ସଆପ୍ ଚାର୍ଟରୁ ସେ ଅବୈଧ ଭାବେ ଡ୍ରଗ୍ସ ସପ୍ଲାଏ କରୁଥିବା ଡ୍ରଗ୍ସ ପେଡଲରଙ୍କ ସହ ଜଡିତ ଥିବା ଜଣାପଡିଛି । ଏପରିକି ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ମଧ୍ୟ ତଦନ୍ତରେ ଦର୍ଶାଇଛି ଯେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ…

କାହିଁକି କାନ୍ଦିଲେ ଶାହରୁଖଙ୍କ ଅଲିଅଳୀ ସୁହାନା ?

ମୁମ୍ବାଇ: ସୁହାନାଙ୍କୁ ନେଇ ସାମ୍ନାକୁ ଆସିଲା ନୂଆ ଘଟଣା । କାହିଁକି କାନ୍ଦିଲେ କିଙ୍ଗଖାନଙ୍କ ଝିଅ । ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ସୁହାନାଙ୍କ ଏହି ଫଟୋ ପଛରେ ରହିଛି କିଛି ଭିନ୍ନ ଘଟଣା । ସବୁବେଳେ ଗ୍ଲାମରସ ଅନ୍ଦାଜରେ ନଜର ଆସୁଥିବା ସୁହାନା, କାହିଁକି ସେୟାର କଲେ…

ଓଡ଼ିଶାରେ ଗୁଜରାଟ ଓ ରାଜସ୍ଥାନ ଅପେକ୍ଷା ସଂକ୍ରମିତ ଅଧିକ, ମୃତ୍ୟୁସଂଖ୍ୟା ବହୁତ କମ୍

ଭୁବନେଶ୍ୱର: ଦେଶରେ ୩୫ ଲକ୍ଷ ପାର କରିଛି କରୋନା ସଂକ୍ରମଣ । ରାଜ୍ୟରେ ଏହି ସଂଖ୍ୟା ଆଜି ଲକ୍ଷେ ଅତିକ୍ରମ କରିଛି । ଦେଶ ଓ ରାଜ୍ୟରେ କରୋନା କାୟା ମାଡି ଚାଲିଛି । ଦେଶରେ ସଂକ୍ରମିତ ରାଜ୍ୟ ତାଲିକାର ଏକାଦଶ ସ୍ଥାନକୁ ଉଠିଛି ଓଡ଼ିଶା । ଗୁଜରାଟକୁ ପଛରେ ଛାଡ଼ିଛି । କିନ୍ତୁ ଗୁଜରାଟ ଅପେକ୍ଷା…

କିଟରେ ମେଗା ଡିଜିଟାଲ୍‍ ଏଚ୍‍ଆର୍‍ କନକ୍ଲେଭ

ଭୁବନେଶ୍ୱର: କିଟ୍‍ ସ୍କୁଲ୍‍ ଅଫ୍‍ ମ୍ୟାନେଜମେଣ୍ଟ ପକ୍ଷରୁ ଦୁଇଦିନିଆ ମେଗା ଡିଜିଟାଲ୍‍ ଏଚ୍‍ଆର କନ୍‍କ୍ଲେଭ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି। ଏହି ମେଗା ଏଚ୍‍ଆର କନ୍‍କ୍ଳେଭର ବିଷୟବସ୍ତୁ ‘ବର୍ତ୍ତମାନଠାରୁ ଭବିଷ୍ୟତ ପାଇଁ କାର୍ଯ୍ୟସ୍ଥଳୀର ପୁନଃପ୍ରସ୍ତୁତି’ ରଖାଯାଇଥିବା ବେଳେ ଏହାକୁ…

ଆରମ୍ଭ ପୂର୍ବରୁ ସୋ’ ଛାଡିଲେ ଶିଳ୍ପା ସିନ୍ଦେ !

ମୁମ୍ବାଇ: କମିକ୍ ସିରିଜ "ଭାବିଜୀ ଘର୍ ପର୍ ହୈ"ର ପପୁଲାର ଟେଲି ଅଭିନେତ୍ରୀ ଶିଳ୍ପା ସିନ୍ଦେ । ତା ଛଡା ବିଗ୍‌ବସ୍ ବିଜେତା ଭାବେ ମଧ୍ୟ ଶିଳ୍ପାଙ୍କୁ ଅନେକ ଲୋକ ଜାଣନ୍ତି । ହେଲେ ନିକଟରେ ଏହି ଅଭିନେତ୍ରୀ ଏକ ନୂଆ ସୋ'ରୁ ଓହରିଯିବାକୁ ଚିନ୍ତା କରିଛନ୍ତି । ଅଗଷ୍ଟ ୩୧'ରେ କମେଡି ସୋ…

ଭାରତ ପାକିସ୍ତାନ ସୀମାରେଖା ତଳେ ଗୁପ୍ତ ସୁଡଙ୍ଗ ଠାବ !

ନୂଆଦିଲ୍ଲୀ/ଜାମ୍ମୁ: ପାକିସ୍ତାନୀଙ୍କ ଯୋଜନାକୁ ପଣ୍ଡ କଲା ଭାରତର ବୋର୍ଡର୍ ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌) । ଜାମ୍ମୁରେ ଠାବ ହୋଇଛି ଏକ ଗୁପ୍ତ ସୁଡଙ୍ଗ । ଠିକ୍ ଭାରତ ଓ ପାକିସ୍ତାନ ସୀମାରେଖା ତଳେ ଖୋଳାହୋଇଥିଲା ବିରାଟକାୟ ସୁଡଙ୍ଗ । ହେଲେ ବିଏସ୍‌ଏଫ୍‌ର ନଜରରେ ଲୁଚିପାରିନଥିଲା ଏହି…