Latest Odisha News

BREAKING NEWS

Yearly Archives

2020

ମୋଦୀଙ୍କ ନୂଆ ମନ୍ତ୍ର: ଲୋକାଲ ଖେଳନା ପାଇଁ ଭୋକାଲ ହେବା

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଉପୁଜିଥିବା ଏହି ସ୍ଥିତିରେ ସମସ୍ତେ ନିଜ ଦାୟିତ୍ୱ ବାବଦରେ ସଚେତନ ହୋଇଛନ୍ତି । ସବୁ ପ୍ରକାର ଉତ୍ସବରେ ନାଗରିକମାନେ ସଂଯମତା ରକ୍ଷା କରୁଛନ୍ତି । ଯାହା ଅଦ୍ଭୁତପୂର୍ବ ବୋଲି ମନ୍ କୀ ବାତ୍ କାର‌୍ୟ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।…

ଫୁସ୍‌ଫୁସ୍‌ରେ ଲଗାତାର ଜମୁଛି ପାଣି, ତଥାପି ବିଦେଶ ଯିବେନି ସଂଜୟ ଦତ୍ତ !

ମୁମ୍ବାଇ: କିଛିଦିନ ପୂର୍ବରୁ ସଂଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷଣରେ ଜଣାପଡିଥିଲା ସେ ଫୁସ୍‌ଫୁସ୍ କ୍ୟାନ୍ସରରେ ପୀଡିତ । ସେବେଠୁ ଶୁଣିବାକୁ ମିଳିଥିଲା ଚିକିତ୍ସା ପାଇଁ ସେ ବିଦେଶ ଯିବେ । ହେଲେ ଶେଷରେ ମୁମ୍ବାଇରେ ରହି…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଭଉଣୀ ମିତୁ ସିଂଙ୍କୁ ସମନ, ସିବିଆଇ କରିବ ପଚରାଉଚରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ୩ ମାସ ବିତି ଯାଇଥିଲେ ସୁଦ୍ଧା ଏବେ ବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିନି । ଏହି ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସିବିଆଇ ସୁଶାନ୍ତ ସଂ ରାଜପୁତଙ୍କ ଭଉଣୀ ପ୍ରିୟଙ୍କା ସିଂ, ମିତୁ ସିଂ ଏବଂ ପ୍ରିୟଙ୍କାଙ୍କ…

ରାଜ୍ୟର ବିଭିନ୍ନ ନଦୀରେ ୩୨ଟି ଘାଇ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ନଦୀରେ ବର୍ତ୍ତମାନ ସୁଦ୍ଧା ୩୨ଟି ଘାଇ ସୃଷ୍ଟି ହୋଇଛି । କେବଳ ଯାଜପୁର ଜିଲ୍ଲାରେ ୨୪ଟି ଘାଇ ସୃଷ୍ଟି ହୋଇଛି । ମହାନଦୀ ସିଷ୍ଟମରେ ମଧ୍ୟ ୨ଟି ଘାଇ ସୃଷ୍ଟି ହୋଇଛି । ଏନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ସେ…

ଅନ୍‌ଲକ-୪ ଅର୍ଥନୀତିରେ ସୁଧାର ଆଣିବ: ବିଜେପି

ଭୁବନେଶ୍ୱର: ମହାମାରୀ କରୋନା ଭିତରେ ଦେଶରେ ଲାଗୁ ହୋଇଛି ଅନ୍‌ଲାକ୍‌-୪ । ଏହି ଅନ୍‌ଲକ୍‌-୪ରେ ସମସ୍ତ କଟକଣାକୁ ଧୀରେ ଧୀରେ କୋହଳ କରାଯାଇଛି । ଏହାଦ୍ୱାରା ଅର୍ଥନୀତିରେ ସୁଧାର ଆସିବ । ଏଥିସହ ଶାସନ ବ୍ୟବସ୍ଥାରେ ମଧ୍ୟ ଅସୁବିଧା ହେବନାହିଁ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ…

ଜେଇଇ ପରୀକ୍ଷା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ବସ୍ ସେବା

ଭୁବନେଶ୍ୱର: ଜେଇଇ ଓ ନେଟ୍ ପରୀକ୍ଷାର ସୁପରିଚାଳନା କରିବ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ସେହିପରି ଗଞ୍ଜାମ ପ୍ରଶାସନ ମଧ୍ୟ ଆଇଟିଆଇ ବ୍ରହ୍ମପୁରରୁ ଭୁବନେଶ୍ୱର ପର୍ଯ୍ୟ‌ନ୍ତ ଏକ ବସ୍ ଚଳାଚଳ ପାଇଁ ବ୍ୟବସ୍ଥା କରିଛନ୍ତି। ସୋମବାର ମଧ୍ୟାହ୍ନ ୧୨ଟା ୩୦ମି.…

ପାଲା ଜଗତର ଅନିର୍ବାଣ ଦୀପଶିଖା : ଗାୟକ ବାଣୀବିଭୂଷଣ ଅର୍ଜୁନ ଦାଶ

ଚିରାଚରିତ ପାଲାରେ କଳାତ୍ମକ ପ୍ରକାଶଭଙ୍ଗୀର ପ୍ରଚଳନ କରି ସେ ପାଲାରେ ସୃଷ୍ଟି କରିଥିଲେ ନବଦିଗନ୍ତ । ତାଙ୍କର ସୌମ୍ୟକାନ୍ତି ଓ ସୁମଧୁର ସ୍ଵରର ଝଙ୍କାର ଅଗଣିତ ଶ୍ରୋତାମଣ୍ଡଳୀଙ୍କୁ କରୁଥିଲା ସମ୍ମୋହିତ । ଏହି ଯୋଗଜନ୍ମା ଗାୟକ ହେଉଛନ୍ତି ଗାୟକ ବାଣୀବିଭୂଷଣ ଅର୍ଜୁନ ଦାଶ । ଉତ୍କଳ ଭାରତୀ…

ହ୍ୱାଟ୍ସଆପ୍‌କୁ ହ୍ୟାଣ୍ଡେଲ କରୁଛି ବିଜେପି: ରାହୁଲ

ନୂଆଦିଲ୍ଲୀ: ପୁଣି ମୋଦୀ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଉପରେ ନିୟଣନ୍ତ୍ରଣ ନେଇ ରାହୁଲ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି । ହ୍ୱାଟ୍ସଆପ୍‌କୁ ବିଜେପି ହ୍ୟାଣ୍ଡେଲ କରୁଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ରାହୁଲ ଟାଇମ୍…

ପ୍ରଣବ ମୁର୍ଖାଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର

ନୂଆଦିଲ୍ଳୀ: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଏବେବି କୋମାରେ ଅଛନ୍ତି । ନୂଆଦିଲ୍ଳୀ ସ୍ଥିିତ ଆର୍ମି ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି । ବ୍ରେନ୍ ସର୍ଜରୀ ପରେ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତେବେ ଶନିବାର ତାଙ୍କ…

ପୂଜା କଲେ ଅହରହ, ଦକ୍ଷିଣା ମିଳିଲା ନକଲି ନୋଟ !

ଉତ୍ତରପ୍ରଦେଶ: ଗୁପ୍ତଧନ ପାଇବା ପାଇଁ ଚାଲିଥିଲା ଗୁପ୍ତପୂଜା । ନିୟୋଜିତ ହୋଇଥିଲେ ୬୦ ପୂଜକ । ଦିନରାତି ଚାଲିଥିଲା ଅଖଣ୍ଡ ପୂଜା । ଗୁପ୍ତଧନ ମିଳିଲେ ପୂଜକ ବି ହେବେ ଅଂଶୀଦାର । ଏହି ଲୋଭରେ ପଡିଥିଲେ ୬୦ ପୂଜକ । ହେଲେ ଗୁପ୍ତଧନ କଥା ଛାଡନ୍ତୁ ଶେଷରେ ଦକ୍ଷିଣାରେ ବି ପୂଜକଙ୍କୁ ମିଳିଥିଲା…