Latest Odisha News

BREAKING NEWS

Yearly Archives

2020

ରାଜ୍ୟରୁ ଆଉ ୮ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୪୫୬

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଆଉ ୮ ଜଣଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଗଞ୍ଜାମ ଜିଲ୍ଲାରୁ ୨ ଜଣ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବରଗଡ଼, ଭଦ୍ରକ, ବଲାଙ୍ଗିର ଓ ରାୟଗଡ଼ା ଜିଲ୍ଲାରୁ ଜଣେ…

କରୋନାର ନୂଆ ରେକର୍ଡ: ୨୪ ଘଣ୍ଟାରେ ରାଜ୍ୟରେ ୩, ୬୮୨ ପଜିଟିଭ୍

ଭୁବନେଶ୍ୱର: ରେକର୍ଡ ପରେ ରେକର୍ଡ ବୃଦ୍ଧି । ରାଜ୍ୟରେ କରୋନା ସଂକ୍ରମଣ ମାଡ଼ି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ ହଜାର ୬୮୨ ନୂଆ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ । କ୍ୱାରେଣ୍ଟିନ ସେଣ୍ଟରରୁ ୨ ହଜାର ୨୪୧ ଜଣ ଭୂତାଣୁ ସଂକ୍ରମିତ ଚିହ୍ନଟ…

ସିବିଆଇରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ, ପ୍ରଶ୍ନବାଣ ପ୍ରସ୍ତୁତ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ସ୍କାନରରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ଜେରାର ସାମନା କରିବେ । ପ୍ରଶ୍ନବାଣ ପ୍ରସ୍ତୁତ କରିଛି ରଖିଛି ସିବିଆଇ । ମ୍ବାଇ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି ରିୟା ଚକ୍ରବର୍ତ୍ତୀ । ହାଜର ହେବାକୁ ତାଙ୍କୁ ସମନ୍ ହୋଇଥିଲା ।…

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୦ ଟି ଗେଟ୍

ସମ୍ବଲପୁର: ବନ୍ୟା ଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମର ୨୦ ରି ଗେଟକୁ ଖୋଲିଛନ୍ତି ଜଳଭଣ୍ଡାର କତ୍ତୃପକ୍ଷ। ମହାନଦୀର ଉପରମୁଣ୍ଡରେ ଲଗାତାର ବର୍ଷା ହେବା ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସତର୍କ ରେଖା ଟପିଛି । ଶୁକ୍ରବାର ସକାଳ ୬ ଟା ସୁଦ୍ଧା ହୀରାକୁଦରେ ପ୍ରତି ସେକେଣ୍ଡରେ ୬,୫୬,୦୦୬…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ୩ ସହଯୋଗୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର: ମେସିନ୍ ଉଠାଇବ କି ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ରହସ୍ୟ ଉପରୁ ପରଦା ? ପତ୍ନୀ ବିଦ୍ୟାଶ୍ରୀଙ୍କ ପରେ ଆଜି ଆଦିତ୍ୟଙ୍କ ତିନି ସହଯୋଗୀ ତଥା ପିପୁଲ୍ ଫର୍ ସେବାର ସଦସ୍ୟ ପପୁ, ବିକାଶ ଓ ଦୀପୁଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଥିବା ସୂଚନା ମିଲିଛି । ଭୁବନେଶ୍ୱର ଫରେନସିକ୍…

ଦେଶରେ ଦିନକରେ ରେକର୍ଡ ୭୭, ୨୬୬ ନୂଆ ଆକ୍ରାନ୍ତ, ୧, ୦୫୭ ମୃତ

ନୂଆଦିଲ୍ଲୀ: ନିଜ ରେକର୍ଡ ନିଜେ ଭାଙ୍ଗୁଛି କରୋନା । ଦେଶରେ ଗୋଟିଏ ଦିନରେ ରେକର୍ଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୭୭ ହଜାର ୨୬୬ ନୂଆ ପଜିଟିଭ୍ । ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୮୭ ହଜାର ୫୦୧କୁ ବୃଦ୍ଧି ପାଇଛି । ସଂକ୍ରମଣ ସହ ଦେଶରେ…

ଖୋଲିଲା ରେଙ୍ଗାଲି ଜଳ ଭଣ୍ଡାରର ୪ ଟି ଗେଟ୍

ଅନୁଗୁଳ: ପ୍ରବଳ ବର୍ଷା କାରଣରୁ ରେଙ୍ଗାଲି ଜଳଭଣ୍ଡାର ମୋଟ ୪ ଟି ଗେଟ ଖୋଲାଯାଇଛି। ସେହିପରି ତଳ ମୁଣ୍ଡରେ ସମଲ ବ୍ୟାରେଜ ର ମଧ୍ୟ ୧୩ ଟି ଗେଟ ଖୋଲା ଯାଇଛି । ରେଙ୍ଗାଳିରେ ପୂର୍ବରୁ ୩ ଟି ଗେଟ ଖୋଲା ଥିଲା । ଲଗାଣ ବର୍ଷା ଫଳରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେବେ…

ରାଜ୍ୟରେ ଗୋଟିଏ ଦିନରେ ୫୮ ହଜାରରୁ ଉର୍ଦ୍ଧ୍ବ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୮ ହଜାର ୮୪୦ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୫୦,୦୨୩ ଜଣଙ୍କର ଆଣ୍ଟିଜେନ, ୮୬୮୦ ଟି ଆରଟିପିସିଆର୍ ଓ ୧୩୭ ଟି ଟ୍ରୁନଟ୍‌…

ସୁଶାନ୍ତଙ୍କ ଫ୍ଲାଟରେ ରହି ଏହାକୁ ନିଜର ବୋଲି ଦାବି କରୁଛନ୍ତି ଅଙ୍କିତା: ରିୟା

ମୁମ୍ବାଇ: ଦିନକୁ ଦିନ ରହସ୍ୟ ଘେରକୁ ଟାଣି ହୋଇ ଯାଉଛି ଅଭିନେତା ସୁଶାନ୍ତ ସିଂ ଙ୍କ ମୃତ୍ୟୁ ଘଟଣା । ଏହା ହତ୍ୟା କି ଆତ୍ମହତ୍ୟା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ। ତେବେ ପ୍ରତିଦିନ ସୁଶାନ୍ତଙ୍କୁ ନେଇ ଏକ ନୂଆ ଗୁଜବ ବା ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତ ସିଂ ରାଜପୁତ ତାଙ୍କ ପୂର୍ବତନ…

ସପ୍ତାହେ ସଟଡାଉନ୍ ରହିବ ଝାରସୁଗୁଡ଼ା ସହର

ଝାରସୁଗୁଡ଼ା: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ସହରକୁ ସପ୍ତାହେ ସଟଡାଉନ୍ ଘୋଷଣା କରାଯାଇଛି । ଆସନ୍ତା ୩୦ ତାରିଖରୁ ଲାଗୁ ହେବ କଟକଣା । ସକାଳ ୬ଟାରୁ ଦିନ ୧୧ଟା ମଧ୍ୟରେ ମିଳିବ ଗ୍ରୋସରି ସାମଗ୍ରୀ, ପନିପରିବା, କ୍ଷୀର, ଅଣ୍ଡା, ମାଛ ଓ ମାଂସ । ସଟଡାଉନ୍ ବେଳେ ଖୋଲା ରହିବ ଔଷଧ…