Latest Odisha News

BREAKING NEWS

Yearly Archives

2020

ମୟୂରଙ୍କୁ ଖୁଆଇଲେ ମୋଦୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ୟୁଟ୍ୟୁବ୍ ଓ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନିଜ ହାତରେ ମୟୂରକୁ ଖାଇବାକୁ ଦେଉଛନ୍ତି । ଆଉ ମୟୂରଟି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ହାତରୁ ବେଶ୍ ଆରାମରେ ଖାଉଛି । ପ୍ରକୃତରେ ଏହି ମୟୂରଟି…

ହଲିଉଡକୁ “ବ୍ୟାଟମ୍ୟାନ୍‌” ରିଟର୍ଣ୍ଣ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ବ୍ୟାଟମ୍ୟାନ୍ ଫ୍ୟାନଙ୍କ ପାଇଁ ଖୁସି ଖବର । ହଲିଉଡକୁ ଫେରୁଛି ବ୍ୟାଟମ୍ୟାନ୍ । ଆଉ, ବଡ କଥା ହେଉଛି ହଲିଉଡ୍ ସ୍କ୍ରିନରେ ପୁଣି ଦେଖାଦେବେ ପୁରୁଣା ବ୍ୟାଟମ୍ୟାନ । ଅର୍ଥାତ୍ ପୁଣି ଫେରୁଛନ୍ତି ବ୍ୟାଟମ୍ୟାନ୍ ବେନ୍ ଆଫଲେକ୍ । ହଲିଉଡ୍‌ର ଲୋକପ୍ରିୟ ସିରିଜ୍…

ଅଧିକ ସମୟ ମୋବାଇଲ୍ ଓ ଲାପଟପ୍ ଦେଖିଲେ ଆଖିରେ ହେଉଛି କି ସମସ୍ୟା; ଆପଣାନ୍ତୁ ଏସବୁ ଉପାୟ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ପ୍ରାୟ ଅନେକ ବ୍ୟକ୍ତି ୱାର୍କ ଫ୍ରମ୍ ହୋମ୍ କାମ କରୁଛନ୍ତି । ଏପରିକି କିଛି ଲୋକ ସମୟ ଅତିବାହିତ କରିବା ଲାଗି ଇଲେକ୍ଟ୍ରାନିକ୍ସ ଗ୍ୟାଜେଟକୁ ଘଣ୍ଟା ଘଣ୍ଟା ଧରି ଦେଖୁଛନ୍ତି । ଯାହା ଫଳରେ ଏହାର ପ୍ରଭାବ ଆଖି ଉପରେ ପଡିଥାଏ । ଯେଉଁଥିପାଇଁ ଆଖି ଜନିତ…

ଭାରତରେ ପଳାତକ, ହେଲେ ବିଦେଶରେ ରିଜର୍ଭ ବ୍ୟାଙ୍କ ମାଲିକ !

ଭୁବନେଶ୍ୱର: ଭାରତରେ ପଳାତକ ଘୋଷିତ । ହେଲେ ବିଦେଶରେ ରିଜର୍ଭ ବ୍ୟାଙ୍କ ମାଲିକ । ଗଣେଶ ଚତୁର୍ଥୀରେ ଭାରତର ଜଣେ ପଳାତକ ଅଭିଯୁକ୍ତ ବାହାର ଦେଶରେ ରିଜର୍ଭ ବ୍ୟାଙ୍କ ଖୋଲିବା ସହ ନିଜର ମୁଦ୍ରା ବି ଉନ୍ମୋଚନ କରି ପ୍ରଚଳନ କରିବାକୁ ଘୋଷଣା କରିଛି । ଆତ୍ମଘୋଷିତ ଭଗବାନ ନିତ୍ୟାନନ୍ଦ । ତା…

ହିଞ୍ଜିଳି ଥାନା ଘେରାଉ, ପୋଲିସର ଲାଠିଚାର୍ଜ

ଗଞ୍ଜାମ: ବାଲି ଚୋରା ଚାଲାଣକୁ ପ୍ରତିବାଦ କରି ଗଂଜାମ ଜିଲ୍ଲା କୋଳିଦାସପୁରରେ ହୋଇଥିବା ଜଳାପୋଡା ଘଟଣା ଉଗ୍ର ରୂପ ନେଇଛି । ବାଲି ବୋଝେଇ ଟ୍ରକ୍ ଓ ଟ୍ରାକ୍ଟର ପୋଡିବା ଅଭିଯୋଗରେ ପୋଲିସ ଗାଁର କିଛି ଲୋକଙ୍କୁ ଅଟକ ରଖିଥିବା ବେଳେ ସେମାନଙ୍କୁ ମୁକ୍ତ କରିବା ପାଇଁ ଆଜି ଗାଁ ଲୋକେ ହଂଜିଳି ଥାନା…

ଗଣମାଧ୍ୟମ ସଂସ୍ଥା ଲାଗି କେନ୍ଦ୍ରର ଏସଓପି ଜାରି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ଦିନ ଏସଓପି ଜାରି କରାଯାଇଛି । ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ କର୍ମ କ୍ଷେତ୍ରରେ ପ୍ରବେଶ ପୂର୍ବରୁ ଥର୍ମାଲ୍ ସ୍କ୍ରିନିଂ, ପରସ୍ପର ମଧ୍ୟରେ ୬ ଫୁଟ୍ ଦୂରତା…

ମାର୍କଣ୍ଡେୟ ମନ୍ଦିରରେ ମା’ ମହାଲକ୍ଷ୍ମୀଙ୍କ ଋଷି ପଞ୍ଚମୀ ବ୍ରତ ପାଳନ

ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳ ପଞ୍ଚମୀରେ ଏକ ବିଶେଷ ନୀତି ପାଳନ କରାଯାଏ । ଏହାକୁ ଋଷି ପଞ୍ଚମୀ ବ୍ରତ ବୋଲି କୁହାଯାଏ । ଏହି ବ୍ରତ ସ୍ୱୟଂ ମା’ ଶ୍ରୀଦେବୀ ମହାଲକ୍ଷ୍ମୀ ପାଳନ କରିଥାନ୍ତି । ଏକ ଉପାଖ୍ୟାନରୁ ଜଣାଯାଏ ଯେ, ସ୍ତ୍ରୀଲୋକମାନେ ରଜସ୍ୱଳା ହେବା ପରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ଅଭିନେତାଙ୍କ ସାଙ୍ଗ ଓ ରୋଷେୟାକୁ ସିବିଆଇର ଜେରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସାଙ୍ଗ ସିଦ୍ଧାର୍ଥ ପଠାନୀ ଓ ରୋଷେୟା ନୀରଜ ସିଂହଙ୍କୁ ସିବିଆଇ ଜେରା କରୁଥିବା ଗେଷ୍ଟ ହାଉସ୍ ନିକଟରେ ରବିବାର ଦେଖିବାକୁ ମିଳିଛି। ଏଏନଆଇର ରିପୋର୍ଟ ଅନୁଯାୟୀ ସିବିଆଇ ତୃତୀୟ ଥର ପାଇଁ ରୋଷୟା ନୀରଜ ସିଂହଙ୍କୁ ଜେରା କରିବ ।…

ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ନେଇ ବର୍ଷିଲେ ବିଜୟ

ଭୁବନେଶ୍ୱର: ପୁରୀର ବଗଲା ଧର୍ମଶାଳା ଜମି ବିକ୍ରି ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ପ୍ରଥମ ଦଫାରେ ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ଅନେକ ମଠ ଭଂଗା ହେଲା , ସେସମୟରେ କେହି ମୁହଁ ଖୋଲିଲେ ନାହିଁ । ହେଲେ ବଗଲା ଜମି ବିକ୍ରି ନେଇ ଏବେ…

କେତେ ପ୍ରତିଶତ କମିବ ସିଲାବସ, ସପ୍ତାହ ଭିତରେ ଦୂର ହେବ ଦ୍ୱନ୍ଦ୍ୱ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ପାଠପଢା ପ୍ରଭାବିତ ହୋଇଥିବା ବେଳେ ସମସ୍ତଙ୍କ ନଜର ରହିଛି ସରକାରଙ୍କ ସିଲାବସ୍ ହ୍ରାସ ନିଷ୍ପତ୍ତି ଉପରେ । ଏହାରି ଭିତରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ସିଲାବସ୍ ହ୍ରାସ ସମ୍ପର୍କରେ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ…