Latest Odisha News

BREAKING NEWS

Yearly Archives

2020

ସୀମା ସୁରକ୍ଷା ପାଇଁ ଭାରତ ମହାକାଶରେ ସ୍ଥାପନ କରିବା ଆଉ ୬ କୃତ୍ରିମ ଉପଗ୍ରହ !

ନୂଆଦିଲ୍ଲୀ: ସୀମା ସୁରକ୍ଷା ପାଇଁ ଭାରତ ମହାକାଶରେ ଆଉ ୬ କୃତ୍ରିମ ଉପଗ୍ରହ ସ୍ଥାପନ କରିବା ପାଇଁ ଯୋଜନା କରୁଛି । ଜାତୀୟ ସୁରକ୍ଷା ସଂସ୍ଥା ଏହାର ଆବଶ୍ୟକତା ନେଇ ସରକାରଙ୍କୁ ସୂଚନା ଦେଇଥିଲେ । ଏହା ଦ୍ୱାରା ଏଲଏସିରେ ଚୀନ ଏବଂ ପାକିସ୍ତାନ ପରି ଶତ୍ରୁ ଦେଶଙ୍କ ଉପରେ ନଜର ରଖା ଯାଇପାରିବ ।…

ବେହେରା ସାହିରୁ ୨୪ ସମେତ କଟକରୁ ଆଉ ୬୪ ପଜିଟିଭ ଚିହ୍ନଟ

କଟକ: କଟକରୁ ପୁଣି ଚିହ୍ନଟ ହୋଇଛନ୍ତି ଆଉ ୬୪ କରୋନା ସଂକ୍ରମିତ । ଏଥିମଧ୍ୟରୁ ୧୧ ଜଣ କ୍ୱାରେଂଟାଇନ୍ କେନ୍ଦ୍ରର, ୧୨ ଜଣ ହୋମ୍ କ୍ୱାରେଂଟାଇନ୍‌ର ଓ ୧୦ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏହାକୁ ମିଶାଇ କଟକରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୮୯ରେ ପହଂଚିଛି । ସହରରେ ୭୦୮ ଟି ଆକ୍ଟିଭ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୧୫୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୧୫୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୨୬,୮୮୭ ରହିଛି । ସୁସ୍ଥ ହୋଇଥିବା ୧୧୫୦ ଜଣଙ୍କ ମଧ୍ୟରୁ ୨୯୦ ଜଣ ଗଞ୍ଜାମରୁ, ୧୯୭…

‘ମୋ ବସ୍‌’ ପାସର ଅବଧି ବଢିଲା

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଗୁରୁବାର ଦିନ ଅନଲାଇନ୍ ଭୁବନେଶ୍ୱର ପାସ୍ ଓ ମ୍ୟାଜିକ ପାସର ଅବଧିକୁ ଅଟୋମେଟିକାଲି ବୃଦ୍ଧି କରାଯାଇଛି। ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି ।…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ରିୟାଙ୍କ ସମ୍ପତ୍ତିର ଖୋଲତାଡ କରୁଛି ଇଡି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁଙ୍କ ମୃତ୍ୟୁକୁ ଅନେକ ଦିନ ବିତି ଗାଲିଣି । ହେଲେ ଏବେବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି । ଏହି ମାମଲାରେ ତାଙ୍କ ତଥା କଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଇଡି ନଜର ରଖିଛି । ରିୟାଙ୍କ ସମ୍ପତ୍ତିର ଖୋଲତାଡ କରୁଛି…

ଓଡ଼ିଶାର ୨ ଗାଁକୁ ୟୁନେସ୍କୋ ମାନ୍ୟତା

ନୂଆଦିଲ୍ଲୀ: ଓଡ଼ିଶାର ଦୁଇଟି ଗାଁକୁ ୟୁନେସ୍କୋ ମାନ୍ୟତା ମିଳିଛି । ଦେଶ ଓ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଦୁଇଟି ଗାଁକୁ “ସୁନାମି ପ୍ରସ୍ତୁତି” ମାନ୍ୟତା ମିଳିଛି । ଗଂଜାମ ଓ ଜଗତସିଂହପୁରର ଦୁଇଟି ଗାଁ ୟୁନେସ୍କୋ ତରଫରୁ ଜାରି ହୋଇଥିବା ଏହି ତାଲିକା ସ୍ଥାନ ପାଇଛନ୍ତି । ଏହି ଦୁଇ ଗାଁ ମଧ୍ୟରୁ…

[ଭିଡିଓ] ଏବେ ବି ବଂଚିଛି ମାନବିକତା !

ମୁମ୍ବାଇ: କଥାରେ ଅଛି ପଶୁପ୍ରେମ ଭଗବାନଙ୍କ ସେବା ସଦୃଶ । କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ମୁମ୍ବାଇର ୱଡାଲା ଅଂଚଳରେ । ଗତ କିଛିଦିନ ଧରି ମୁମ୍ବାଇରେ ଲଗାଣ ବର୍ଷା ଲୋକଙ୍କୁ ବେହାଲ କରିଦେଇଛି । ଏପରି ସ୍ଥିତିରେ ଏକ ବିଲେଇ ଛୁଆର ବା ସାହାସ କେତେ ? ପାଣିରେ ହନ୍ତସନ୍ତ ହୋଇ ଜୀବନ ସହ…

ସରିଲା ଭୂମି ପୂଜନ, ଏବେ କିଏ କରିବ ରାମ ମନ୍ଦିର ନିର୍ମାଣ?

ଭୁବନେଶ୍ୱର: ବର୍ଷ ବର୍ଷ ଧରି ଭାରତବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାରେ ରାମମନ୍ଦିର ତିଆରି ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଶେଷ ହୋଇଛି । ତେବେ ଯେଉଁ ମନ୍ଦିର ତିଆରିକୁ ନେଇ ଏତେ ଚର୍ଚ୍ଚା ସେଇ ମନ୍ଦିରକୁ କିଏ ତିଆରି କରିବେ ଆସନ୍ତୁ ଜାଣିବା । ଏହି ମନ୍ଦିର ସ୍ଥପତି…

ବିଧାନସଭାର ପୂର୍ବତନ ବାଚସ୍ପତି କରୋନା ଆକ୍ରାନ୍ତ ଚିହ୍ନଟ

ବ୍ରହପୁର: ବିଧାନସଭାର ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରାୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶ୍ରୀ ସାମନ୍ତରାୟଙ୍କୁ ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ପୁଅ ମନୋରଞ୍ଜନ ଦ୍ୟାନ୍ ସାମନ୍ତରାୟ ତାଙ୍କର ଦେଖାଶୁଣା କରିଥିଲେ ।…

ମୋବାଇଲ୍ ଚୋରୀ କରୁଥିବା ବେଳେ ଧରା ପଡିଲା ମହିଳା ଲୁଟେରା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀର ଆଇଆରସି ଭିଲେଜ ଅଞ୍ଚଳରେ ଜଣେ ମହିଳା ଗୋଟିଏ ଘରେ ପଶି ମୋବାଇଲ୍ ଚୋରୀ ଉଦ୍ୟମ କରୁଥିବା ବେଳେ ଗୁରୁବାର ଦିନ କମିଶନରେଟ୍ ପୋଲିସ ତାଙ୍କୁ ଗିରଫ କରିଛି । ସମ୍ପୃକ୍ତ ଅଭିଯୁକ୍ତଙ୍କ ନାମ ପ୍ରିୟଙ୍କା ନାଏକ ବୋଲି ଜଣାପଡିଛି । ପ୍ରାପ୍ତ…