ନିର୍ମାଣ ପରେ ଏମିତି ଦେଖାଯିବ ରାମ ମନ୍ଦିର; ଫଟୋ ଜାରି କଲେ ଟ୍ରଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ ହେବାକୁ ଥିବା ବେଳେ ଏହା ପୂର୍ବରୁ ଟ୍ରଷ୍ଟ ପକ୍ଷରୁ ମନ୍ଦିରର କିଛି ମଡେଲ୍ ଜାରି କରାଯାଇଛି ।
ଏନେଇ ଟ୍ୱିଟ୍ କରିଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ।…