Latest Odisha News

BREAKING NEWS

Yearly Archives

2020

କଟକରୁ ୬୦ ନୂଆ କରୋନା ପଜିଟିଭ; ସିଏମସିରୁ ସର୍ବାଧିକ ଚିହ୍ନଟ

କଟକ: କଟକରେ ମଙ୍ଗଳବାର ଦିନ ୬୦ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୩୨୭ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ। ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ…

ପରିବା ବିକାଳୀ ସାରଦାଙ୍କୁ ଚାକିରି ଦେଲେ ସୋନୁ ସୁଦ୍

ମୁମ୍ବାଇ: କରୋନା ମହାମାରୀ ଭିତରେ ଶ୍ରମିକଙ୍କ ସହାଯ୍ୟ କରି ପ୍ରଶଂସା ସାଉଟିଥିବା ବଲିଉଡ ଷ୍ଟାର ସୋନୁ ସୁଧ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ସେ ହାଇଦ୍ରାବାଦର ଜଣେ ସଫ୍‌ଟଓ୍ଵୟାର ଇଞ୍ଜିନିୟର ରୁ ପରିବା ବିକାଳୀ ସାଜିଥିବା ଯୁବତୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିବା ସହ…

ନୂଆ ଅନ୍ତେବାସୀଙ୍କୁ ବୃଦ୍ଧାଶ୍ରମ ଓ ଭିକାରୀ ଥଇଥାନ କେନ୍ଦ୍ର ମନା

ଭୁବନେଶ୍ୱର: ସାରା ବିଶ୍ୱକୁ କବଳିତ କରିଛି କରୋନା । ଚାରିଆଡେ କରୋନା ତାର କାୟା ବିସ୍ତାର କରିଛି । ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରୁଛି । କରୋନା ଯୋଗୁଁ ବୟସ୍କଙ୍କ ପ୍ରତି ଅଧିକ ବିପଦ ରହିଛି । ତେଣୁ ଏଥିପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି । ଭିକାରୀ ଥଇଥାନ କେନ୍ଦ୍ର ଓ…

[ଭିଡିଓ] ମୁଣ୍ଡରେ ନଥିଲା ହେଲମେଟ୍‌, ବର୍ବରତାର ସୀମା ଡେଇଁଲା ପୋଲିସ !

ଉତ୍ତରାଖଣ୍ଡ: ହେଲମେଟ ନ ପିନ୍ଧିବା ଜଣେ ଯୁବକଙ୍କୁୁ ମହଙ୍ଗା ପଡିଛି । ଦଣ୍ଡ ସ୍ୱରୂପ ଚାଲାଣ କି ଜେଲ ଦଣ୍ଡାଦେଶ ନୁହେଁ ଯୁବକଙ୍କଙ୍କ ମୁଣ୍ଡରେ ଚାବି ପଶେଇଲା ପୋଲିସ । ଉତ୍ତରାଖଣ୍ଡର ରୁଦ୍ରପୁରରେ ସାମ୍ନାକୁ ଆସିଛି ପୋଲିସର ବର୍ବବରତା । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ । ସୋମବାର ରାତି…

ଗଞ୍ଜାମରେ କୋଭିଡ ଟେଷ୍ଟ କରିବାକୁ ରାଜି ହେଉନାହାନ୍ତି ଲୋକେ

ଗଞ୍ଜାମ: ଗଂଜାମରେ କରୋନା ଟେଷ୍ଟ କରିବାକୁ ଲୋକେ ରାଜି ହେଉ ନାହାନ୍ତି । ରାଜ୍ୟରେ ସର୍ବାଧିକ ସଂକ୍ରମିତ ଜିଲ୍ଲାରୁ ଏପରି ଉଦବେଗଜନକ ଖବର ଆସିଛି । ସଂକ୍ରମିତ ଚିହ୍ନଟ ଅଂଚଳର ଲୋକଙ୍କ ଥର୍ମାଲ ସ୍କ୍ରିନିଂ ପାଇଁ ଯାଉଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଲୋକେ ସହଯୋଗ କରୁନାହାନ୍ତି । ଲକ୍ଷଣ ଲୁଚାଇ…

ମହାପ୍ରଭୁଙ୍କର ପ୍ରାବୃତ୍ତ ରାସ ଝୁଲଣ ଯାତ୍ରା

ମହାପ୍ରଭୁଙ୍କର ପ୍ରତି ଋତୁରେ,ପ୍ରତି ମାସରେ କିଛି ନା କିଛି ମାନବୀୟ ଲୀଳା, କେତେ ପ୍ରକାରର ରାସ ଦେଖିବାକୁ ମିଳିଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ଝୁଲଣ ଯାତ୍ରା । ଚିତଉ ଅମାବାସ୍ୟା ପରେ ପରେ ଆରମ୍ଭ ହୁଏ ସପ୍ତାହ ବ୍ୟାପୀ ଝୁଲଣ ଯାତ୍ରା । ଝୁଲଣ ଯାତ୍ରାର ମୁଖ୍ୟ ଆକର୍ଷଣ ଝୁଲଣ…

ବଜ୍ରାଘାତରେ ୩ ମହିଳା ମୃତ

ବଲାଙ୍ଗିର: ବଜ୍ରପାତରେ ଗଲା ୩ ମହିଳାଙ୍କ ଜୀବନ। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ବଡ଼ତେଲେନପାଲ୍ଲୀ ଗାଁରେ ଘଟିଛି। ୧୦ ଚାଷୀ ଚାଷୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଆଜି ବଡ଼ତେଲେନପାଲ୍ଲୀ ଗାଁର ଚବିନ ଦରୁଆଙ୍କ ଚାଷ ଜମିରେ ୧୮ରୁ ଅଧିକ ଚାଷୀ କାମ କରୁଥିଲେ। ଦିନ ପ୍ରାୟ ୨ରୁ…

ଆସିଲା ବାଘ ଗଣନା ରିପୋର୍ଟ; ବିଶ୍ୱର ୭୦ ପ୍ରତିଶତ ବାଘ କେବଳ ଭାରତରେ

ନୂଆଦିଲ୍ଲୀ: କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର୍ ଓ ରାଜ୍ୟ ମନ୍ତ୍ରୀ ବାବୁଲ ସୁପ୍ରିୟୋ ମଙ୍ଗଳବାର ଦିନ ନ୍ୟାସନାଲ୍ ମିଡିଆ ସେଣ୍ଟରରେ ବ୍ୟାଘ୍ର ଗଣନା ରିପୋର୍ଟ ଜାରି କରିଛନ୍ତି । ‘ବିଶ୍ୱ ବ୍ୟାଘ୍ର ଦିବସ’ର ପୂର୍ବ ସନ୍ଧ୍ୟାରେ ଏମଓଏସ ସହିତ ବାଘ ଜନ ଗଣନା ଉପରେ ଏକ…

ପୁରୀରେ କାଲିଠୁ ରଥଖୋଲା

ପୁରୀ: ଆସନ୍ତାକାଲିଠୁ ପୁରୀରେ ଖୋଲାଯିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ୩ ରଥ । ସେବକ ଓ ପରିଚାଳନା କମିଟି ସଦସ୍ୟଙ୍କ ତତ୍ତ୍ୱାବଧାନରେ ଏହି କାମ ହେବ । ମାସେ ଧରି ରଥଖୋଲା ଚାଲିବା ସହ ସ୍ଥାନାନ୍ତରଣ ଓ ରଥଯୋଡ଼ା କାମ ମଧ୍ୟ ହେବ । ରଥକୁ ନଭାଙ୍ଗି ସୁରକ୍ଷିତ ଭାବେ ଭୋଇ ସେବକ ମାନେ ଖୋଲିବେ । ରଥ…

ଦେଶର ସବୁଠୁ ବୟସ୍କ ଆୟକର ଦାତା, ବୟସ ୧୧୭ ବର୍ଷ

ମଧ୍ୟପ୍ରଦେଶ: ବୟସ ୧୧୭ ବର୍ଷ । ହେଲେ ପରିଣତ ବୟସରେ ମଧ୍ୟ ସେ ଏଭଳି କିଛି କାମ କରିଛନ୍ତି ଯାହା ତାଙ୍କୁ ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆଣିଛି । ୧୧୭ ବର୍ଷରେ ଦେଶର ସବୁଠାରୁ ବୟସ୍କ ଆୟକର ଦାତା ହେବାକୁ ଯାଉଛନ୍ତି ମଧ୍ୟପ୍ରଦେଶର ଗିରିଜା ବାଇ । ପ୍ରତିଷ୍ଠା ଦିବସରେ ଆୟକର ବିଭାଗ ୧୦୦…