ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଲାଗି ମୋରାରୀ ବାପୁଙ୍କ ୫ କୋଟି ଟଙ୍କା ଦାନ ଘୋଷଣା
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଲାଗି ସ୍ପିରିଚୁଆଲ୍ ଲିଡର ମୋରାରୀ ବାପୁ ୫ କୋଟି ଟଙ୍କା ଦାନ ପାଇଁ ଘୋଷଣା କରିଛନ୍ତି।
ପ୍ରବଚନ ଦେବା ସମୟରେ ମୋରାରୀ ବାପୁ କହିଛନ୍ତି ଯେ ତାଙ୍କ ଆଶ୍ରମ ପକ୍ଷରୁ ରାମ ଜନ୍ମଭୂମି ଲାଗି ୫ ଲକ୍ଷ ଟଙ୍କାର ଅର୍ଥ ରାଶି…