Latest Odisha News

BREAKING NEWS

Yearly Archives

2020

ସିଲଭର ସିଟି କଟକରେ ଆଉ ୫୭ ପଜିଟିଭ ଚିହ୍ନଟ

କଟକ: ରାଜ୍ୟରେ ଉପରମୁହାଁ ରହିଛି କରୋନା । ପ୍ରତିଦିନ ହଜାରେ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାରି ଭିତରେ ଆଜି କଟକ ମହାନଗର ନିଗମରୁ ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନ୍ ସେଂଟରରୁ ୧୧, ହୋମ୍ କ୍ୱାରେଂଟାଇନ୍‌ରୁ ୩୮, ପେଡ୍ କ୍ୱାରେଂଟାଇନ୍‌ରୁ ୨ ଓ ସ୍ଥାନୀୟ…

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କେସ୍‌: କରନ ଜୋହର, ମହେଶ ଭଟ୍ଟ ମ୍ୟାନେଜରଙ୍କୁ ସମନ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ବଲିଉଡର ନକାରାତ୍ମକ ଦିଗକୁ ଉଜାଗର କରିଛି । ଘଟଣାର ତଦନ୍ତ କରୁଥିବା ସ୍ଥାନୀୟ ପୋଲିସ ରବିବାର କରଣ ଜୋହର, ମହେଶ ଭଟ୍ଟ ମ୍ୟାନେଜରଙ୍କୁ ସମନ ପଠାଇଛି । ଆତ୍ମହତ୍ୟା ମାମଲାରେ ଏହି ଦୁଇ ଜଣଙ୍କ ନାମ ଉଠିଥିବାରୁ ପୋଲିସ ଏହି ପଦକ୍ଷେପ ଗ୍ରହଣ…

କେନ୍ଦୁଝରର ଏହି ପୌରାଞ୍ଚଳରେ ସଟଡାଉନ୍ ଘୋଷଣା

କେନ୍ଦୁଝର: କରୋନା ପଜିଟିଭ ଚିହ୍ନଟ ହେବା ପରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଆନନ୍ଦପୁର ପୌରାଞ୍ଚଳକୁ ଆଶିଂକ ଭାବେ ସଟଡାଉନ୍ ଘୋଷଣା କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି ଯେ ଏହି ସଟଡାଉନ୍ ସମୟରେ ରାସନ୍ ଦୋକାନ ଠାରୁ ଆରମ୍ଭ କରି ପରିବା ଦୋକାନ…

କରୋନା କ୍ରିଏଟିଭିଟି : ସମ୍ଭବ ହୋତାଙ୍କ ପେଣ୍ଟିଂ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

କରୋନା କ୍ରିଏଟିଭିଟି : ସାଇସ୍ମିତା ସାହୁଙ୍କ ସଙ୍ଗୀତଗାନ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ୭୧% ଆକ୍ରାନ୍ତ: ସିଏମ୍‌ସି କମିଶନର

କଟକ: କଟକରେ କରୋନାର ତାଜା ସ୍ଥିତି ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ୩୭୩ କୋଭିଡ଼ କେୟାର ହୋମ୍ କରାଯାଇଛି । ଆଗକୁ ଅଧିକ କରୋନା ପରୀକ୍ଷା କରାଯିବ । ନରସିଂହପୁର, ମାହାଙ୍ଗାରୁ ବେଶି ପ୍ରବାସୀ ଆସିଥିଲେ । କୋଭିଡ଼ କେୟାର ସେଂଟରରେ ଯଥେଷ୍ଟ ବ୍ୟବସ୍ଥା କରାଯାଇଛି । ଲକ୍ ଡ଼ାଉନ ସମୟରେ ଘରକୁ…

ଦୁଇ ଜଣଙ୍କୁ ଟାଣି ନେଲା କୁମ୍ଭୀର: ଜଣେ ଉଦ୍ଧାର, ଜଣେ ନିଖୋଜ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ଆଳି ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ । ନଦୀରେ ଗାଧୋଉଥିବା ବେଳେ ଏକା ସଙ୍ଗେ ଦୁଇ ଜଣଙ୍କୁ ଟାଣିନେଲା କୁମ୍ଭୀର । ଏଭଳି ଅଭାବନୀୟ ଘଟଣା ଘଟିଛି ବରୁଣା ପଞ୍ଚାୟତ ପାରି ମୁକୁନ୍ଦପୁର ଗାଁରେ । ସୂଚନାଯୋଗ୍ୟ ଯେ, ଖରସ୍ରୋତା ନଦୀରେ ୧୬ବର୍ଷର ବାଳକ ରୁଦ୍ର…

ଓଏଏସ୍ ଅନିଶା ଦାସ ନିଲମ୍ବିତ

ଭୁୁବନେଶ୍ୱର: ଓଏଏସ ଅଧିକାରୀ ଅନିଶା ଦାସଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । କାର‌୍ୟ୍ୟରେ ଅବହେଳା ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ହେଡକ୍ୱାର୍ଟର ନଛାଡିବାକୁ ଅନିଶାଙ୍କୁ…

ପୁରୀ ପେଣ୍ଠକଟାରେ ଉତ୍ତେଜନା: କରୋନା ରିିପୋର୍ଟ ନ ଦେଖିଲେ, ହସ୍ପିଟାଲ ଯିବୁନି

ପୁରୀ: ପୁରୀ ପେଣ୍ଠକଟାରେ ଉତ୍ତେଜନା । କରୋନା ଟେଷ୍ଟକୁ ନେଇ ଲୋକଙ୍କ ପ୍ରବଳ ବିରୋଧ । କରୋନା ନମୂନା ପରୀକ୍ଷା ରିପୋର୍ଟ ଦେଖିବାକୁ ଅଡି ବସିଛନ୍ତି ଲୋକେ । ରିପୋର୍ଟ ନଦେଖିବା ଯାଏଁ ହସ୍ପିଟାଲ ଯିବୁନି ବୋଲି କହିଛନ୍ତି ଲୋକେ । ଅଭିଯୋଗ ଅନୁସାରେ, ସ୍ଥାନିଅ ଅଂଚଳର କିଛି ଲୋକଙ୍କୁ ଲକ୍ଷଣ…

କାଳିଆ ଟଙ୍କା ନଫେରାଇବାକୁ ବିଜେପିର ପରାମର୍ଶ

ଭୁବନେଶ୍ୱର: କାଳିଆ ଟଙ୍କା ନେଇ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କରିଛି ବିଜେପି । ଅଯୋଗ୍ୟ ଦର୍ଶାଇ କାଳିଆ ଟଙ୍କା ଫେରସ୍ତ କରିବାକୁ ନେଇ ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସରକାରଙ୍କୁ ଘେରିଛନ୍ତି । ସେ ଚାଷୀମାନଙ୍କୁ କାଳିଆ ଟଙ୍କା ନଫେରାଇବାକୁ…