Latest Odisha News
Yearly Archives

2020

ଓଡିଶାର ୨୪ ଜିଲ୍ଲାରୁ ନୂଆ ୧୩୨୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୩୨୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୦୧୩ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ଗୁଗୁଲ୍ ଆଣ୍ଡ୍ରଏଡ୍ ପ୍ଲେ-ଷ୍ଟୋର୍ ଓ ଆଇଓଏସ୍‌ରେ ଆସିଲା ଜିଓମାର୍ଟ ଆପ୍ପ୍‌

-ଗୁଗୁଲ୍ ପ୍ଲେ-ଷ୍ଟୋର୍‌ରେ ଦଶ ଲକ୍ଷରୁ ଅଧିକ ଡାଉନ୍‌ଲୋଡ୍ ହୋଇଛି ଜିଓମାର୍ଟ ଆପ୍ପ୍‌ -ଆପ୍ପ ଆନି ତଥ୍ୟ ଅନୁଯାୟୀ ସପିଙ୍ଗ ବର୍ଗରେ ଆପଲ୍ ଆପ୍ ଷ୍ଟୋର୍‌ରେ ଦ୍ୱିତୀୟ ସ୍ଥାନରେ ଏବଂ ଗୁଗୁଲ୍ ପ୍ଲେ-ଷ୍ଟୋର୍‌ରେ ତୃତୀୟ ସ୍ଥାନ ଅଧିକାର କରିଛି ଜିଓମାର୍ଟ ଆପ୍ପ -ଓଡିଶାର ଭୁବନେଶ୍ୱର, କଟକ,…

ବିପିୟୁଟି ଶେଷ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀ ସୂଚନା

ଭୁବନେଶ୍ୱର: ବିପିୟୁଟି ଫାଇନାଲ୍ ସେମିଷ୍ଟର ଅନଲାଇନ ପରୀକ୍ଷାରେ ଫେଲ ହେଲେ ଛାତ୍ରଛାତ୍ରୀଙ୍କୁ ମିଳିବ ଦ୍ୱିତୀୟ ଥର ପରୀକ୍ଷା ଅନୁମତି । ଅଫଲାଇରେ ପୁଣି ଥରେ ସେହି ବିଷୟର ପରୀକ୍ଷା ଦେଇ ପାରିବେ । ଏନେଇ ବିପିୟୁଟି କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ୨୦୧୯-୨୦୨୦ ଶିକ୍ଷାବର୍ଷରେ ଏକଜିଟ୍…

ଭାରତରେ ୧୩ ଲକ୍ଷ ଟପିଲା କରୋନା ସଂକ୍ରମଣ; ୨୪ ଘଣ୍ଟାରେ ୪୮ ହଜାରରୁ ଉର୍ଦ୍ଧ୍ୱ ପଜିଟିଭ, ୭୫୭ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୧୩,୩୬,୮୬୧କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

୩୦ ସେକେଣ୍ଡରେ ଜଣା ପଡ଼ିବ କୋଭିଡ୍ ଟେଷ୍ଟ ରିପୋର୍ଟ !

ନୂଆଦିଲ୍ଲୀ: କରୋନା ଟେଷ୍ଟ କଲେ ୩୦ ସେକେଣ୍ଡରେ ମିଳିଯିବ ଟେଷ୍ଟ ରିପୋର୍ଟ । ଏଭଳି ରାପିଡ୍ ଟେଷ୍ଟିଂ କିଟ୍ ବିକଶିତ କରିବା ଦିଗରେ କାମ କରୁଛନ୍ତି ଭାରତ ଓ ଇସ୍ରାଏଲ । ଡିଆରଡିଓ ସହ ମିଳିତ ଭାବରେ କାମ ଚଳାଇଛନ୍ତି ଇସ୍ରାଏଲ ବିଶେଷଜ୍ଞ ଟିମ୍ । ଖୁବ ଶୀଘ୍ର ଏକ ଉଚ୍ଚ କ୍ଷମତା ସମ୍ପନ୍ନ…

କଟକରେ ୨ ପରିବାର ମଧ୍ୟରେ ସଂଘର୍ଷ; ଜଣେ ମୃତ

କଟକ: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଧୁରୁସିଆ ଗ୍ରାମର ୨ଟି ପରିବାର ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଜଣେ ବ୍ୟକ୍ତି ମୃତ ଓ ପ୍ରାୟ ୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।…

ଅଗଷ୍ଟରେ ଖୋଲିପାରେ ସିନେମା ହଲ୍

ନୂଆଦିଲ୍ଲୀ: କେବେ ଖୋଲିବ ସିନେମା ହଲ୍ ? ଲକଡାଉନ ପରଠୁ ଦେଶରେ ବନ୍ଦ ରହିଥିବା ସିନେମା ହଲ୍ ଅଗଷ୍ଟ ମାସରୁ ପୁଣି ଥରେ ଖୋଲିପାରେ । ଅନୁମତି ଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିଶ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ତୃତୀୟ ପର୍ଯ୍ୟାୟ ଅନଲକ୍ ସମୟରେ ସିନେମା ହଲ ଖୋଲିବା…

ଭବାନୀପାଟଣା ପୌରାଞ୍ଚଳରେ ୨ ଦିନିଆ ସଟଡାଉନ୍

ଭବାନୀପାଟଣା: ଭବାନୀପାଟଣା ପୌରାଞ୍ଚଳରେ ଆଜିଠୁ ଦୁଇ ଦିନିଆ ସଟଡାଉନ୍ ଜାରି ରହିଛି। କରୋନା ସଂକ୍ରମଣ ରୋକିବା ତଥା ଡୋର୍ ଟୁ ଡୋର୍ ସର୍ଭେ କାମ ଜାରି ରହିବା ଯୋଗୁଁ ପ୍ରଶାସନ ପକ୍ଷରୁ ଜୁଲାଇ ୨୫ ଓ ୨୬ ତାରିଖକୁ ସଟଡାଉନ୍ ଘୋଷଣା କରାଯାଇଛି ।…

ବ୍ୟାପୁଛି କରୋନା: ୭ ଦିନ ପାଇଁ ଏହି ଫିଭର କ୍ଲିନିକ୍ ବନ୍ଦ

ବ୍ରହ୍ମପୁର: ସତ୍ୟ ନାରାୟଣ ମନ୍ଦିର ରାସ୍ତାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍ସି) କିଛି କର୍ମଚାରୀଙ୍କ ମଧ୍ୟରେ କରୋନା ପଜିଟିଭ୍ ମାମଲା ଦେଖାଦେଇଥିବାରୁ ଆଜିଠାରୁ ଫିଭର କ୍ଲିନିକକୁ ସାତ ଦିନ ପାଇଁ ବନ୍ଦ ରଖାଯାଇଛି। କରୋନା ସଂକ୍ରମଣକୁ ରୋକିବା ଲାଗି ତଥା…

ବାଲୁକା କଳାରେ ପ୍ଲାଜମା ଦାନ ପାଇଁ ଅପିଲ୍

ପୁରୀ: ପ୍ଲାଜମା ଦାନ କରିବା ପାଇଁ ବାଲୁକା କଳା ମାଧ୍ୟମରେ ଅପିଲ । ଏଭଳି ପ୍ରୟାସ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ବାଲୁକା କଳା ନିର୍ମାଣ କରି ସୁଦର୍ଶନ ଲେଖିଛନ୍ତି, ପ୍ଲାଜମା ଦାନ…