Latest Odisha News

BREAKING NEWS

Yearly Archives

2020

ନାଗ ପଞ୍ଚମୀ…

ଆଜି ହେଉଛି ନାଗ ପଞ୍ଚମୀ । ଶ୍ରାବଣ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନାଗପଞ୍ଚମୀ ପାଳନ କରାଯାଇଥାଏ । ହିନ୍ଦୁ ମାନ୍ୟତା ଅନୁସାରେ ସାପକୁ ପୌରାଣିକ ଯୁଗରୁ ଦେବତା ରୂପରେ ପୂଜା କରାଯାଇ ଆସୁଛି । ଏଥିଲାଗି ନାଗପଞ୍ଚମୀ ଦିନ ନାଗପୂଜାର ଅଧିକ ମହତ୍ଵ ରହିଥାଏ । ଯେଉଁମାନେ ନାଗ ପଞ୍ଚମୀ…

୨୭ ତାରିଖରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ । ମୁକାବିଲା କ୍ଷେତ୍ରରେ ସେମାନଙ୍କର ମତାମତ ଲୋଡିବେ ପ୍ରଧାନମନ୍ତ୍ରୀ ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା୨୫-୭-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ                                  ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୨୫ ରିଖ ଶନିବାର କର୍କଟ ୧୦ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ଭୁକ୍ତ ଷଷ୍ଠୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-:…

ଆମେରିକା-ଚୀନ୍ ବିବାଦ ଯୋଗୁଁ ବିଶ୍ୱବାଣିଜ୍ୟ ଖରାପ ହେବ, ଭାରତ ପାଇଁ ପରିସ୍ଥିତି ଗୁରୁତ୍ୱପୂର୍ଣ୍ଣ ହେବ: ରାଜନ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ଆସୁଛି ଆମେରିକା ଏବଂ ଚୀନ୍ ମଧ୍ୟରେ ବିବାଦ ବଢୁଛି ଏବଂ ବିଶ୍ୱ ବାଣିଜ୍ୟ ଅବସ୍ଥା ଆହୁରି ଖରାପ ହେବ। ଭାରତ ଏବଂ ବ୍ରାଜିଲ ପରି ଉଦୀୟମାନ ବଜାର ଦୃଷ୍ଟିରୁ ଏହି ପରିସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପୂର୍ବତନ ରିଜର୍ଭ…

ଦ୍ରୁତ ଗତିରେ ବଢୁଛି ଅନଲାଇନ୍ କାରବାର, ଛୋଟ ବ୍ୟବସାୟୀଙ୍କ ଜୀବିକା ପ୍ରତି ବିପଦ ସମ୍ଭାବନା

ନୂଆଦିଲ୍ଲୀ: କରୋନା ସମୟରେ, ଅତ୍ୟାବଶ୍ୟକ ଦ୍ରବ୍ୟ କ୍ରୟ ଅଧିକ ପରିମାଣରେ ଅନଲାଇନ୍ କାରବାର ହେବାରେ ଲାଗିଛି | ଏହା ସହିତ ଅନଲାଇନ୍ ବ୍ୟବସାୟ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି, ତେଣୁ ଏହି ସମୟରେ ଛୋଟ ଏବଂ ମଧ୍ୟମ ଦୋକାନୀମାନଙ୍କ ଉପରେ ସେମାନଙ୍କର ଜୀବିକା ଛଡ଼ାଇବାର ଆଶଙ୍କା ମଧ୍ୟ…

ଏମିତି କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ୍

ଭୁବନେଶ୍ୱର: ସ୍ୱାସ୍ଥ୍ୟକର୍ମୀ ହେଉଛନ୍ତି କରୋନା ଯୁଦ୍ଧର ଅସଲ ସିପାହୀ । ଏହି ଲଢ଼େଇରେ ପ୍ରଣ୍ଟ ଲାଇନ୍ ଓ୍ୱାରିଅର୍ । ନିଷ୍ଠାପର ସେବା ଓ ଚିକିତ୍ସାର ଯେତେ ପ୍ରଶଂସା କଲେ କମ୍ ପଡ଼ିବ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଏମିତି କିଛି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି…

କରୋନା ରୋଗୀଙ୍କ ପାଇଁ ଭୁବନେଶ୍ୱରରେ ଆଉ ୮୫୦ ବେଡ୍ ବ୍ୟବସ୍ଥା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବେଡ୍ ଚିନ୍ତା ନାହିଁ । ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ବିଏମସି ସହଭାଗିତାରେ ଖୋଲିବ ୫୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ । ସେହିପରି ଆଦିତ୍ୟ-ଅଶ୍ୱିନୀ ହସ୍ପିଟାଲରେ କରୋନା ରୋଗୀଙ୍କ…

ଚାଇନାର ସ୍ମାର୍ଟଫୋନ୍ କମ୍ପାନୀ ପାଇଁ ବଢ଼ିଲା ଅସୁବିଧା, ଭିଭୋକୁ ପଛରେ ପକାଇଲା ସାମସଙ୍ଗ

ନୂଆଦିଲ୍ଲୀ: କୋଭିଡ୍ -୧୯ ହେତୁ ଚାଇନାର ସ୍ମାର୍ଟଫୋନ୍ ବ୍ରାଣ୍ଡର ବଜାର ଅଂଶ ଉପରେ ଯଥେଷ୍ଟ ପ୍ରଭାବ ପଡିଛି | ଏଥି ସହିତ, ଉପଭୋକ୍ତାମାନଙ୍କ ଚାଇନା ବିରୋଧୀ ଭାବନା ଯୋଗୁଁ ଏହି ବ୍ରାଣ୍ଡଗୁଡ଼ିକ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହି ସମୟରେ, ସାମସଙ୍ଗ ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର…

ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଗୁରୁତର କୋରନା ରୋଗୀଙ୍କ ଚିକିତ୍ସା ପାଇଁ ଆରମ୍ଭ ହୋଇଛି ପ୍ଲାଜମା ଥେରାପୀ । ସଫଳତା ବି ମିଳୁଛି । ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ମନ୍ତ୍ରୀମାନଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ଭିତରେ ବିଭିନ୍ନ ଜିଲ୍ଲାକୁ…

ଓଡିଶା ସମେତ ୯ଟି ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ

ଭୁବନେଶ୍ୱର: ଦେଶର ସର୍ବାଧିକ ପ୍ରଭାବିତ ଓଡିଶା ସମେତ ନଅଟି ରାଜ୍ୟର କରୋନା ସଂକ୍ରମଣ ପରିଚାଳନା ସ୍ଥିତି ସଂପର୍କରେ କ୍ୟାବିନେଟ ସଚିବ ସମୀକ୍ଷା କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କିପରି କରୋନାକୁ ମୁକାବିଲା କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା ।…