Latest Odisha News
Yearly Archives

2020

ଭାଇରାଲ ପୋଷ୍ଟମୋର୍ଟମ: ନିର୍ମାଣ କରିଛନ୍ତି ୬୦୦ ଡ୍ରୋନ୍‌, ହେଲେ ପ୍ରମାଣ କାହିଁ ?

ଭୁବନେଶ୍ୱର: ଘଟଣା ବେଶି ପୁରୁଣା ନୁହେଁ । କର୍ଣ୍ଣାଟକର ୨୨ ବର୍ଷୀୟ ଯୁବକ ପ୍ରତାପ ଏନ୍‌.ଏମ ନିଜକୁ ଭାରତର ସର୍ବ କନିଷ୍ଠ ଡ୍ରୋନ୍ ବୈଜ୍ଞାନିକ ରୂପେ ସ୍ୱତଃ ଘୋଷଣା କରିବା ସହ ଇ-ୱେଷ୍ଟରୁ ୬୦୦ ଡ୍ରୋନ୍ ନିର୍ମାଣ କରିଥିବା ନେଇ ଦାବି କରିଥିଲେ । ପ୍ରତାପଙ୍କ ଖବରକୁ ଡେକାନ୍ ହେରାଲ୍ଡ ଓ…

ଭାରତରେ ନିର୍ମାଣ ହେଲା ଆପଲ୍ ଆଇଫୋନ୍ ୧୧ , ବର୍ତ୍ତମାନ ଭାରତରେ ଛଅଟି ମଡେଲ୍ ତିଆରି ହେଉଛି

ନୂଆଦିଲ୍ଲୀ: ଭାରତରେ ଆପଲ୍ ର ଆଇଫୋନ୍ ଉତ୍ପାଦନ ବିଷୟରେ ଦୀର୍ଘ ବର୍ଷ ଧରି ଆଲୋଚନା ହୋଇଆସୁଛି | ଆଇଫୋନ୍ ର ଅନେକ ମଡେଲ୍ ମଧ୍ୟ ଭାରତରେ ତିଆରି ହେଉଛି ଯାହା ଫାକ୍ସକନ୍ ଏବଂ ୱିଷ୍ଟ୍ରନ୍ କର୍ପ ଦ୍ୱାରା ଉତ୍ପାଦିତ ହେଉଛି, ଯଦିଓ ଆଇଫୋନ୍ ୧୧ ଭାରତରେ ଉତ୍ପାଦିତ ହେଉନାହିଁ, କିନ୍ତୁ ବର୍ତ୍ତମାନ…

ଅଗଷ୍ଟ ୩୧ ପର୍ଯ୍ୟନ୍ତ ଦିଆଯିବ ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟାନ୍ନ ଭୋଜନ

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ବଣ୍ଟନ କରାଯିବ । ଏନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଦ୍ୱିତୀୟ ପର୍ଯ୍ୟାୟରେ ଜୁନ୍ ୧୪ ତାରିଖରୁ ପିଛିଲା ଭାବେ ମଧ୍ୟାହ୍ନଭୋଜନ ଚାଉଳ ଓ ରୋଷେଇ ସାମଗ୍ରୀ ଅର୍ଥ ବଣ୍ଟନ କରାଯିବ…

କାଲିଠୁ ଦୁଇ ଦିନ ସଟଡାଉନ୍ ରହିବ ଭବାନୀପାଟଣା ମ୍ୟୁନିସିପାଲିଟି ଅଞ୍ଚଳ

ଭବାନୀପାଟଣା: ଆସନ୍ତାକାଲିଠୁ ଦୁଇ ଦିନ ସଟଡାଉନ୍ ରହିବ ଭବାନୀପାଟଣା ପୌରାଞ୍ଚଳ । ୨୫ ଓ ୨୬ ତାରିଖ ଦୁଇ ଦିନ ଲାଗୁ ହେବ ସଟଡାଉନ୍ । କରୋନା ପାଇଁ ପ୍ରଶାସନ ପକ୍ଷରୁ ଦୁଇ ଦିନ ଡୋର୍ ଟୁ ଡୋର୍ ସର୍ଭେ କାମ ଚାଲିବ । ଲୋକଙ୍କ ଯାଆସ ଉପରେ କଟକଣା ଜାରି ହେବ କଟକଣା ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀ…

ବାହାଘରକୁ ୫ ମାସ ବିତିନି, ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର: ସ୍ତ୍ରୀ ହନ୍ତା ସ୍ୱାମୀ । ବାହାଘରକୁ ୫ ମାସ ପୂରିନି । ନିଜ ପତ୍ନୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛି ଜଣେ ପତି । ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି ଭୁବନେଶ୍ୱର ଏୟାର ଫିଲ୍ଡ ଥାନା ଅନ୍ତର୍ଗତ କାର୍ଗିଲ ବସ୍ତିରେ । ଘର ଭିତରୁ ଉଦ୍ଧାର ହୋଇଛି ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ।…

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସସ୍ମିତ ପାତ୍ର : ୨୦ ବର୍ଷରେ ପ୍ରଥମ ଥର ସ୍ଥାନ ପାଇଲେ ଜଣେ ଓଡିଆ ସାଂସଦ

ଭୁବନେଶ୍ୱର: ବିଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପ୍ୟାନେଲରେ ସ୍ଥାନ ପାଇଛନ୍ତି ଜଣେ ଓଡିଆ ସାଂସଦ । ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ପ୍ୟାନେଲରେ ସ୍ଥାନ ପାଇଛନ୍ତି । ଏହି ପ୍ୟାନେଲରେ ସ୍ଥାନ ପାଇବା ଫଳରେ ଅଧ୍ୟକ୍ଷଙ୍କ ଆବଶ୍ୟକତା ଅନୁସାରେ ଗୃହକାର୍ଯ୍ୟ…

ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୫୦ ହଜାର ଅଯୋଗ୍ୟ କାଳିଆ ହିତାଧିକାରୀ ଫେରାଇବେ କାଳିଆ ଯୋଜନା ଟଙ୍କା । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କୃଷି ସଚିବ ସୌରଭ ରର୍ଗ କହିଛନ୍ତି ଯେ, ‘ଏ ଯୋଜନାରେ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୯୮ ପ୍ରତିଶତ ଯୋଗ୍ୟ । ପ୍ରାୟ ୫୦ହଜାର ଅଯୋଗ୍ୟ…

ସେ ସବୁଜିମାର ଶିଳ୍ପୀ…

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) କୃଷି ଆମ ସଭ୍ୟତାର ମୁଖ୍ୟ ଆଧାର ବୋଲି ବିବେଚନା କରାଯାଏ । କୃଷି ପାଇଁ ସବୁବେଳେ ବିଭିନ୍ନ ଯୋଜନା । କୃଷି ଓ କୃଷକର କଲ୍ୟାଣ ଦିଗରେ ସରକାରଙ୍କ ତରଫରୁ ସଦାସର୍ବଦା ବିଭିନ୍ନ ନୂତନ ଯୋଜନାମାନ ବି ଗ୍ରହଣ କରାଯାଏ ।…

ଚଳିତ ବର୍ଷ ରାଜଭବନରେ ହେବନି ‘ଆଟ୍ ହୋମ୍’ ସେଲିବ୍ରେସନ

ଭୁବନେଶ୍ୱର: ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ରାଜ ଭବନରେ ‘ଆଟ୍ ହୋମ୍’ ସେଲିବ୍ରେସନ ନକରିବାକୁ ରାଜ୍ୟପାଳ ଗଣେଶୀ ଲାଲ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଜନସମାଗମ ଓ କରୋନା କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟପାଳ ଏଭଳି ନିଷ୍ପତ୍ତି ନେଇଥିଲେ।…

ବିଦ୍ୟୁତ୍ ବିଲ୍ ଦେଖି ଚିନ୍ତାରେ ଭିନ୍ନକ୍ଷମ ଦମ୍ପତ୍ତି; ଦୁଇଟି ପଙ୍ଖା ଓ ବଲ୍ ପାଇଁ ଆସିଲା ୫୮ ଲକ୍ଷ ଟଙ୍କା

ଭୁବନେଶ୍ୱର: ଜଣେ ଦୃଷ୍ଟିହୀନ ଦମ୍ପତିଙ୍କର ସାତ ମାସର ବିଦ୍ୟୁତ୍ ବିଲ୍ ଆସିଛି ୫୮ ଲକ୍ଷରୁ ଅଧିକ ଟଙ୍କା । ଯାହାକୁ ନେଇ ଚିନ୍ତାରେ ପରିବାର ବର୍ଗ । ସୂଚନାନୁସାରେ, ଏୟାରଫିଲ୍ଡ ଥାନା ଅଧୀନରେ ଥିବା ପଞ୍ଚ ଗ୍ରାମରେ ପତ୍ନୀଙ୍କ ସହ ଏକ ଛୋଟିଆ ଘରେ ରୁହନ୍ତି ପ୍ରସନ୍ନ ନାୟକ । ଗତ ବର୍ଷ…