Latest Odisha News

BREAKING NEWS

Yearly Archives

2020

କନ୍ଧମାଳ ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଲା କରୋନା, ୨୪ ଘଣ୍ଟାରେ ରାଜ୍ୟରେ ଆଉ ୫ ମୃତ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଲା କରୋନା । ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନା ପଜିଟିଭ କେସ୍ ହଜାରେ ପାର୍ କରିଥିବା ବେଳେ ଆଉ ୫ ଜଣଙ୍କର ପ୍ରାଣ ନେଇଛି ମାରାତ୍ମକ ଭାଇରସ୍ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି ।…

ରାଜ୍ୟରେ କରୋନାର ଲମ୍ଵଡିଆଁ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଚିନ୍ତା । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଓଡିଶାରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୦୭୮ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ…

ଖଣି ଖାଦାନରୁ ମିଳିଲା ୫୦ ଲକ୍ଷ ଟଙ୍କାର ହୀରା ଖଣ୍ଡ

ପାଟଣା: ଖଣି ଖାଦାନରୁ ମିଳିଲା ୧୦. ୬୯ କ୍ୟାରେଟର ହୀରା ଖଣ୍ଡ । ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା । ମଧ୍ୟପ୍ରଦେଶ ପାଟଣା ଜିଲ୍ଲା ଅନ୍ତର୍ଗତ ରାଣୀପୁର ଅଞ୍ଚଳରେ ଥିବା ଗୋଟିଏ ଖଣି ଖାଦାନରୁ ଗତକାଲି ହୀରା ଖଣ୍ଡ ମିଳିଥିଲା । ରାଣୀପୁର ଅଞ୍ଚଳରେ ଥିବା ଏହି ଖଣିକୁ ଲିଜରେ ନେଇଛନ୍ତି ୩୫ ବର୍ଷୀୟ…

କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ। ଏହି ବୈଠକରେ ଓଡିଶାରେ ଚାଲିଥିବା କରୋନା ପରିସ୍ଥିତିକୁ ନେଇ କିଛି ପ୍ରମୁଖ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବାର ସମ୍ଭାବନା…

ବଜ୍ରପାତ ସହ ବର୍ଷା ସମ୍ଭାବନା; ଏହି ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବାଲେଶ୍ଵର ଜିଲ୍ଲାକୁ ଜାରି ହୋଇଛି ସତର୍କ ସୂଚନା । ବିଭାଗ ପକ୍ଷରୁ ଜାରି ସଦ୍ୟତମ ବୁଲେଟିନ ଅନୁଯାୟୀ, ବାଲେଶ୍ଵର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ପୂର୍ବନୁମାନ କରାଯାଇଛି।…

ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅବମାନନା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅପରାଧିକ ଅବମାନନା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଦିନେ ପୂର୍ବରୁ ପ୍ରଶାନ୍ତ ଭୂଷଣ ଓ ଟ୍ୱିଟର ଇଣ୍ଡିଆ ବିରୋଧରେ ଅବମାନନା ପ୍ରକ୍ରିୟା ଆରମ୍ଭ କରିଥିଲେ କୋର୍ଟ । ମାମଲାର ଶୁଣାଣି କରିବେ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ବି. ଆର.…

ପିଲାମାନେ କାହିଁକି କରନ୍ତି ଆତ୍ମହତ୍ୟା ଭଳି ବଡ ଭୁଲ୍ ?

ଭୁବନେଶ୍ୱର: ସାଧାରଣତଃ ଅନେକ ସମୟରେ ଖବର ଶୁଣିବାକୁ ମିଳେ କି ଖୁବ୍ କମ୍ ବୟସର ପିଲାମାନେ କୌଣସି ନା କୌଣସି କାରଣରୁ ଆତ୍ମହତ୍ୟା ଭଳି ବଡ ପଦକ୍ଷେପ ଉଠାଇଥାନ୍ତି । କିନ୍ତୁ କେବେ ଚିନ୍ତା କରିଛନ୍ତି ସେମାନେ ଏହି ରାସ୍ତାକୁ କାହିଁକି ଚୟନ କରିଥାନ୍ତି ? ଆଜି ଆମେ ଆପଣଙ୍କୁ ଏହାର କିଛି ମୁଖ୍ୟ…

ବଢୁଛି ସଂକ୍ରମଣ : ଭାରତରେ ୨୪ ଘଣ୍ଟାରେ ୩୭,୭୨୪ ଆକ୍ରାନ୍ତ ଚିହ୍ନଟ, ୧୨ ଲକ୍ଷ ପାଖାପାଖି ପହଞ୍ଚିଲା ମୋଟ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଜଟିଳ ଆଡକୁ ଗତି କରୁଛି କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ ହୋଇ ଚାଲିଛି । ଆଖି ପିଛୁଲକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୩୭, ୭୨୪ ଜଣ ବ୍ୟକ୍ତି କରୋନା ସଂକ୍ରମିତ…

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବ ଏହି ୩ ଟି ଯୋଗାସନ !

ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା ଢେର ଅଧିକ । ମାତ୍ର କରୋନା ମହାମାରୀକୁ ଦୃଷ୍ଟିରେ ରଖିଲେ ଏହାର ଆବଶ୍ୟକତା ଆହୁରି ଅନେକ ବଢି ଯାଇଛି । କରୋନା ସହ ଲଢ଼ିବାକୁ ଆମକୁ ଆବଶ୍ୟକ ରୋଗ ପ୍ରତିରୋଧକ ଶକ୍ତି। ତେବେ ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇ…

କଟକ ଖଟବିନ୍ ସାହିର ବରି ଲେନ୍ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

କଟକ: ସହରରେ ପୁଣି ଏକ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । ଖଟବିନ ସାହିର ବରି ଲେନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି କଟକ ମହାନଗର ନିଗମ । ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । କଣ୍ଟେନମେଣ୍ଟ ଜୋନ ଘୋଷିତ ଅଞ୍ଚଳର ଲୋକଙ୍କ ଯାଆସ ଉପରେ ଲାଗିଛି କଟକଣା ।…