Latest Odisha News

BREAKING NEWS

Yearly Archives

2020

କନ୍ଧମାଳ ଜିଲ୍ଲାରେ ସପ୍ତାହେ ପାଇଁ ସବୁ ବ୍ୟାଙ୍କ ବନ୍ଦ

ଫୁଲବାଣୀ: ସପ୍ତାହେ ବନ୍ଦ ରହିବ କନ୍ଧମାଳ ଜିଲ୍ଲାରେ ସମସ୍ତ ବ୍ୟାଙ୍କ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବ୍ୟାଙ୍କଗୁଡ଼ିକୁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ସବୁ କର୍ମଚାରୀଙ୍କୁ ସପ୍ତାହେ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହୋମ୍ କ୍ୱାରେଣ୍ଟାଇନରେ ଲକ୍ଷଣ ଥିଲେ…

ସାବଧାନ! ଅଧିକ ସମୟ ଧରି ହେଡଫୋନ ବ୍ୟବହାର କରୁଥିଲେ ଜାଣି ରଖନ୍ତୁ ଏହିସବୁ କଥା

ଭୁବନେଶ୍ୱର: ଆଜିର ସମୟରେ ପ୍ରାୟତଃ ଆମେ ସମସ୍ତେ ମୋବାଇଲ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ମୋବାଇଲ ବିନା ଯେପରି ଆମର ଜୀବନ ଆଉ କଳ୍ପନା କରିବା ସମ୍ଭବ ନୁହେଁ । ମୋବାଇଲ ସାଙ୍ଗକୁ ରହିଛି ଏହାର ହେଡଫୋନ । ଯାହାକୁ ଦେଖନ୍ତୁ କାନରେ ହେଡଫୋନ ନହେଲେ ଇୟରଫୋନ । କାନରେ ହେଡଫୋନ କିମ୍ବା ଇୟରଫୋନ…

ଆପଣାନ୍ତୁ ଏହିସବୁ ବାସ୍ତୁ ନିୟମ: ଘରୁ ଦୂର ହେବ କଳହ !

ଭୁବନେଶ୍ୱର: ଘରକୁ ସଜାଇବା ପାଇଁ ଆମେ ବାସ୍ତୁ ବିଶାରଦଙ୍କ ମତାମତ ନେଇଥାନ୍ତି। ଘରେ ବସ୍ତୁଦୋଷ ଥିଲେ ସମ୍ପର୍କରେ ତିକ୍ତତା ଲାଗିରହିଥାଏ ।ଏଥିରେ ଶୀଘ୍ର ସୁଧାର ନଆଣିଲେ ଏହା ଧୀରେଧିରେ ସମ୍ପର୍କରେ ଫାଟ ପକାଇବା ଆରମ୍ଭ କରିଦିଏ । ଯାହା ପର ମୁହୂର୍ତ୍ତରେ ସମ୍ପର୍କ ଭାଙ୍ଗିବାର କାରଣ ପାଲଟି ଯାଏ…

ଗାଜିଆବାଦରେ ଗୁଳିମାଡ଼ରେ ଆହତ ସାମ୍ବାଦିକଙ୍କ ମୃତ୍ୟୁ

ଗାଜିଆବାଦ (ଉତ୍ତରପ୍ରଦେଶ): ଆଖି ବୁଜିଲେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆହତ ଗାଜିଆବାଦର ଯୁବ ସାମ୍ବାଦିକ ବିକ୍ରମ ଯୋଶୀ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ସକାଳୁ ବିକ୍ରମଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଗୁଳିମାଡ଼ରେ ତାଙ୍କ ମୁଣ୍ଡରେ ଥିବା ଶିରାଗୁଡ଼ିକ ଅଚଳ…

ପେଷାରେ ସେ ରିକ୍ସା ଚାଳକ, ନିଶା ତାଙ୍କର କବିତା ରଚନା; ଜାଣନ୍ତୁ ଏହି ରିକ୍ସାବାଲା କବିଙ୍କୁ

ଯାଜପୁର: ନିଶା ଆଗରେ ହାର ମାନିଛି ଦାରିଦ୍ର‌୍ୟତା । ପେଷା ସିନା ରିକ୍ସା ଚଳାଇବା ହେଲେ ନିଶା ତାଙ୍କର କବିତା ରଚନା କରିବା । ଏ ବ୍ୟକ୍ତି ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା କୋରାଇ ବ୍ଲକ କୋରାବନ୍ଦି ଗାଁର କୈଳାସ ପାତ୍ର । ସ୍ଥାନୀୟ ଅଂଚଳରେ ରିକ୍ସାବାଲା କବି ନାମରେ ସେ ବେଶ ପରିଚିତ । ରିକ୍ସା…

ବ୍ରହ୍ମପୁରରେ ଜରୁରିକାଳୀନ ସେବା ପାଇଁ ରାତିରେ ଗଡ଼ିବ ୨୨ଟି ଅଟୋ

ବ୍ରହ୍ମପୁର: ଲକ୍‌ଡାଉନ ବେଳେ ଲୋକଙ୍କ ସୁବିଧା ପାଇଁ ବ୍ରହ୍ମପୁର ମହାନଗର ନିଗମର ପଦକ୍ଷେପ । ଏଣିକି ରାତିରେ ଜରୁରିକାଳୀନ ସେବା ପାଇଁ ୨୨ଟି ଅଟୋ ଗଡ଼ିବ । ସେଥିରେ ଯାଆସ କରିପାରିବେ ଲୋକ । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ମହାନଗର ମିଗମ କର୍ତ୍ତୃପକ୍ଷ । ରାତିରେ ଚଳାଚଳ…

ଆଜିଠାରୁ ୧୦ ଦିନ ପାଇଁ ସମ୍ବଲପୁରରେ ସଟ୍ ଡାଉନ

ସମ୍ବଲପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଜିଠାରୁ ସମ୍ବଲପୁରକୁ ସଟ୍ ଡାଉନ କରାଯାଇଛି । ଆଜିଠାରୁ ୩୧ ତାରିଖ ଯାଏଁ ଅର୍ଥାତ ୧୦ ଦିନିଆ ସଟ୍ ଡାଉନ ଘୋଷଣା ହୋଇଛି । ଏହି ସଟ୍‌ଡାଉନ ସମୟରେ ଜିଲ୍ଲା ଭିତରେ ଯାତାୟତ ନେଇ କଟକଣା ଜାରି ହୋଇଛି । କେବଳ ଅତ୍ୟାବଶ୍ୟକ ଦୋକାନ…

ଯାଜପୁରରେ ଗୁଣି ସନ୍ଦେହରେ ହତ୍ୟା ଘଟଣା: ୪ ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ନିମପଲ୍ଲୀ ସୁରୀସାହି ରେ ଗୁଣିଗାରେଡି ସନ୍ଦେହରେ ୨ ଜଣଙ୍କୁ ହତ୍ୟା ଘଟଣା। ଜଣେ ମହିଳା ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କଳିଙ୍ଗନଗର ପୋଲିସ। ଏହି ୪ ଜଣ ଅଭିଯୁକ୍ତ ସେହି ଗାଁର ଅଟନ୍ତି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ଆଜି ଦିନର ମହତ୍ତ୍ୱ ତା୨୨-୭-୨୦୨୦ ବୁଧବାର ଆଜି ୨୦୨୦ ମସିହା ଜୁଲାଇ ୨୨ ରିଖ ବୁଧବାର କର୍କଟ ୭ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଆଜି: ବୋଇତି କଖାରୁ ଖାଇବା ନିଷେଧ ମେଷ: ଅର୍ଥ ପ୍ରାପ୍ତି…

ଜିଓ ଫୋନ୍ ପାଇଁ ସବୁଠାରୁ ବଡ ଅପଡେଟ୍, ଗୁଗୁଲ ଲେନ୍ସ ଏବେ ଜିଓ ଫୋନରେ

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ରିଲାଏନ୍ସ ଜିଓର ଜିଓ ଫୋନ୍ ଅଛି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି | ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଜିଓ ଫୋନକୁ ସବୁଠାରୁ ବଡ ଅପଡେଟ୍ ମିଳିଛି | ଜିଓ ଫୋନ୍ ବ୍ୟବହାରକାରୀମାନେ ଗୁଗୁଲରୁ ଏହି ଉପହାର ଗ୍ରହଣ କରିଛନ୍ତି, ଯାହାକି KaiOS ବ୍ୟବହାରକାରୀଙ୍କ…