Latest Odisha News

BREAKING NEWS

Yearly Archives

2021

ୟୁରୋ କପ ଫୁଟବଲ: କ୍ରୋଏସିଆକୁ ହରାଇ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ

ନୂଆଦିଲ୍ଲୀ: ୟୁରୋ କପ ଫୁଟବଲ ଟୁର୍ଣ୍ଣାମେଂଟରେ ରବିବାର ୱେମ୍ବଲିଂରେ ଖେଳାଯାଇଥିବା ଏକ ରୋମାଂଚପୂର୍ଣ୍ଣ ମୁକାବିଲାରେ କ୍ରୋଏସିଆକୁ ୧-୦ ଗୋଲରେ ହରାଇ ଇଂଲଣ୍ଡ ତାର ଅଭିଯାନ ଆରମ୍ଭ କରିଛି । ଫିଫା ୨୦୧୮ ବିଶ୍ୱକପ ଫାଇନାଲିଷ୍ଟ କ୍ରୋଏସିଆ ଭଲ ପ୍ରଦର୍ଶନ କରି କେତେକ ସୁଯୋଗ ସୃଷ୍ଟି କରିଥିଲେ…

ବିଷମକଟକରେ ବିପୁଳ ଗଂଜେଇ ଜବତ, ୩ ଗିରଫ

ବିଷମକଟକ: ସମଗ୍ର ରାଜ୍ୟରେ ଲକ୍‌ଡାଉନ୍ ସ୍ଥିତି ଥିବାବେଳେ ବଢିବାରେ ଲାଗିଛି ଗଂଜେଇ ବେପାରୀଙ୍କ ସାହାସ । ଶୂନ୍‌ଶାନ୍ ଇଲାକାର ଫାଇଦା ଉଠାଇ ଅବାଧରେ ଚାଲିଛି ଗଂଜେଇ ଚାଲାଣ । ହେଲେ ଗତକାଲି ରାୟଗଡା ଜିଲ୍ଲାରେ ଏକ ବଡ ଧରଣର ଗଂଜେଇ ଚାଲାଣକୁ ରୋକିବାରେ ସଫଳ ହୋଇଛି ବିଷମକଟକ ପୋଲିସ । ଗତ…

ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ଅଛି: ଇପିକଲ୍ ଏମଡି

ଭୁବନେଶ୍ୱର: ଗୁରୁତର ଅସୁସ୍ଥ ରୋଗୀଙ୍କ ଜରୁରୀକାଳୀନ ବ୍ୟବହାର ପାଇଁ ଓଡିଶାରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ରହିଛି। ରବିବାର ଗଣମାଧ୍ୟମକୁ ସୂଚନା ଦେଇ ଇଣ୍ଡଷ୍ଟ୍ରିଆଲ୍ ପ୍ରୋମୋସନ୍ ଆଣ୍ଡ ଇନଭେଷ୍ଟମେଣ୍ଟ୍ କର୍ପୋରେସନ୍ ଅଫ୍ ଓଡିଶା (ଇପିକଲ୍)ର ପରିଚାଳନା ନିର୍ଦ୍ଦେଶକ ନିତିନ…

ଓଏସଏମସିଏଲକୁ ୧୦୦ ଅକ୍ସିଜେନ କନସେଣ୍ଟ୍ରେଟର ଦେଲା MGM ଗ୍ରୀନ୍ ଏନର୍ଜି

ଭୁବନେଶ୍ୱର: MGM ଗ୍ରୀନ୍ ଏନର୍ଜି ଲିମିଟେଡ୍ ନିଜର ଜନ ସ୍ବାର୍ଥ ଅଭିଯାନ ଅଧିନରେ ଓଡିଶା ଷ୍ଟେଟ୍ ମେଡିକାଲ୍ କର୍ପୋରେସନ୍ ଲିମିଟେଡ୍ (ଓଏସଏମସିଏଲ) କୁ ୧୦୦ଟି ଅକ୍ସିଜେନ କନସେଣ୍ଟ୍ରେଟର ପ୍ରଦାନ କରିଛି। ଏହି ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ଏବଂ MD OSMCL ୟାମିନୀ…

ଫ୍ରେଂଚ ଓପନ ଟେନିସ: ୨ ଦିନରେ ୨ ଟାଇଟଲ ଜିତିଲେ କ୍ରେଜିକୋଭା

ପ୍ୟାରିସ: ଚେକ୍ ଗଣରାଜ୍ୟର ବାରବୋରା କ୍ରେଜିକୋଭା ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ୨ ଦିନରେ ୨ଟି ଟାଇଟଲ ଜିତିଛନ୍ତି । ୨୦୦୦ରେ ମ୍ୟାରୀ ପିୟର୍ସଙ୍କ ପରେ ସେ ଏହି ସଫଳତା ହାସଲ କରିଛନ୍ତି । ଶନିବାର ମହିଳା ସିଙ୍ଗଲ୍ସ ଟାଇଟଲ ହାତେଇବା ପରେ ରବିବାର ଡବଲ୍ସ ମୁକାବିଲା ଫାଇନାଲରେ ନିଜ ଦେଶର…

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨୬ କୋଟି ଟିକା ଦେଇଛି କେନ୍ଦ୍ର

ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧରେ ସାରା ଦେଶରେ ଜାରି ରହିଛି ଟିକାକରଣ ଅଭିଯାନ । ସଂକ୍ରମଣକୁ ରୋକିବାକୁ ଦିଆଯାଉଛି ଟିକା । ତେବେ ମହାମାରୀର ମହାସଙ୍କଟ ଭିତରେ ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୨୬ କୋଟି ଟିକା ଦିଆଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ମର୍ଦ୍ଦଳ ବାଦନକୁ ପ୍ରୋତ୍ସାହିତ କରିବା ମୋର ଏକମାତ୍ର ଲକ୍ଷ୍ୟ : ଗୁରୁ ଧନେଶ୍ୱର ସ୍ୱାଇଁ

ମର୍ଦ୍ଦଳ ହେଉଛି ଓଡ଼ିଶାର ପ୍ରାଚୀନ ତଥା ସ୍ୱଦେଶୀ ବାଦ୍ୟଯନ୍ତ୍ର । ଏହା ଓଡ଼ିଶା ସଙ୍ଗୀତ ଏବଂ ନୃତ୍ୟ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। କିନ୍ତୁ ବିଡମ୍ବନାର ବିଷୟ ଯେ, ଏହା ଅନେକ ଦଶନ୍ଧି ଧରି ଏହାକୁ ସାଧନାର ଏକ ବାଦ୍ୟଯନ୍ତ୍ର ଭାବରେ ବ୍ୟବହାର କରାଯାଉ ନଥିବା ବେଳେ ଅନ୍ୟ ସାଥୀମାନେ…

ବାରିପଦାରେ ଦୁଇଟି ଔଷଧ ଦୋକାନରେ ଚଢ଼ାଉ, ନକଲି ଔଷଧ ଜବତ

ମୟୂରଭଞ୍ଜ : କଟକରୁ ନକଲି କରୋନା ଔଷଧ ଜବତ ହେବା ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉକୁ ଜୋରଦାର କରାଯାଇଛି । ଏହି କ୍ରମରେ ଆଜି ବାରିପଦାର ଦୁଇଟି ଔଷଧ ଦୋକାନରେ ଚଢ଼ାଉ କରାଯାଇଛି । ମୟୂରଭଞ୍ଜ ଡ୍ରଗ୍ସ ଇନ୍ସପେକ୍ଟର ରୁଦ୍ର ନାରାୟଣ ସାହୁଙ୍କ ନେତୃତ୍ବରେ ବାରିପଦାର ଲାଲ ବଜାରରେ ଥିବା…

ଆଉ ନାହାନ୍ତି ଦୁନିଆର ସବୁଠାରୁ ବଡ ପରିବାରର ମୂଖିଆ

ଆଇଜୋଲ: ଦୁନିଆର ସବୁଠାରୁ ବଡ ପରିବାରର ମୂଖିଆ ଜିଓନ ଚାନାଙ୍କ ଆଜି ୭୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ୩୮ ପତ୍ନୀ ଏବଂ ୮୯ ପିଲାଙ୍କୁ ନେଇ ଜିଓନ ତାଙ୍କ ସଂସାର ସୁରୁଖୁରୁରେ ଚଳାଇ ଥିଲେ । ତାଙ୍କ ଯୋଗୁ ବକଟାବଂଗ ତଲଙ୍ଗନୁମ ଗ୍ରାମକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା । ତାଙ୍କ ମୃତ୍ୟୁରେ…

ଉଦୀୟମାନ ପାଲା କଳାକାର : ସାରଦା ପ୍ରସନ୍ନ ନାୟକ

ଓଡ଼ିଶା ପାଲା ଜଗତରେ ବର୍ତ୍ତମାନ ପ୍ରତିଷ୍ଠାନ ଅର୍ଜନ କରିଥିବା ଯୁବ ଗାୟକମାନଙ୍କ ମଧ୍ୟରେ ଅନ୍ୟତମ ସାରଦା ପ୍ରସନ୍ନ ନାୟକ । ସୁନ୍ଦର ଆଲୋଚନା ଏବଂ ଶ୍ରୁତିମଧୁର ଗାୟନ ପାଇଁ ସେ ପାଲା ଦର୍ଶକମାନଙ୍କର ପ୍ରିୟପାତ୍ର ହୋଇପାରିିଛନ୍ତିି । ୧୯୭୬ ମସିହା ଫେବ୍ରୁଆରି ୧୧ ତାରିଖରେ କଟକ ଜିଲ୍ଲା…