Latest Odisha News

BREAKING NEWS

Yearly Archives

2021

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ତାଗିଦ୍, ନକଲି ଔଷଧ କାରବାରକୁ କରାଯିବନି ବରଦାସ୍ତ

ଭୁବନେଶ୍ବର : ରାଜ୍ୟରେ ନକଲି କରୋନା ଔଷଧ କାରବାରକୁ କରାଯିବନି ବରଦାସ୍ତ । ନକଲି ଔଷଧ କାରବାର କରୁଥିବା ବ୍ୟବସାୟୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଆଜି ନକଲି ଔଷଧ ବ୍ୟବସାୟୀଙ୍କ ଏପରି କଡ଼ା ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । କଟକରେ ନକଲି ଔଷଧ…

ମାଓ ନେତା ମୋହନ ରାଓଙ୍କ ମୃତ୍ୟୁ

ମାଲକାନଗିରି: ବରିଷ୍ଠ ନକ୍ସଲ ନେତା ମୋହନ ରାଓଙ୍କ ମୃତ୍ୟୁ । ମୃତ୍ୟୁ ନେଇ ସ୍ପଷ୍ଟ କଲା ମାଓ ସଂଗଠନ । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଷ୍ଟେଟ କମିଟି ମେମ୍ବର ତଥା ବରିଷ୍ଠ ନକ୍ସଲ ନେତା କେ.ମୋହନ ରାଓ ଅରଫ ଦାମୁ ଦାଦାଙ୍କର ଦେହାନ୍ତ ହୋଇଯାଇଛି । ଦଣ୍ଡକାରଣ୍ୟ ଜଂଗଲରେ ତଂକର…

୩୬ ଭାରତୀୟ ଓ ବିଦେଶୀ ଭାଷାରେ ଅନୁବାଦ ହେଉଛି ‘ରେବତୀ’

ଭୁବନେଶ୍ୱର: ଆଧୁନିକ ଓଡିଆ ସାହିତ୍ୟର ପିତା ଫକିର ମୋହନ ସେନାପତିଙ୍କ କ୍ଷୁଦ୍ର କାହାଣୀ ରେବତୀକୁ ୧୨ଟି ବିଦେଶୀ ଭାଷା ସହ ୩୬ଟି ଭାଷାରେ ଅନୁବାଦ ହୋଇଛି। ଅନୁବାଦ ସରିଥିବା ଏକ ନୂଆ ବହିର ଶୀର୍ଷକ ‘ରେବତୀ: ସ୍ପିକିଂ ଇନ୍ ଟଙ୍ଗସ୍’ ହୋଇଥିଲା ବେଳେ ଏହା ଧଉଳି ବୁକ୍ସ ଦ୍ୱାରା ପ୍ରକାଶିତ…

ଆମଲିବେଡାରେ ପ୍ରଥମ ଥର ଡାକ୍ତରୀ ଦଳ

ମାଲକାନଗିରି: ମାଲକାନଗିରିର ଏକ ଦୁର୍ଗମ ଅଞ୍ଚଳରେ ପହଂଚିଲା ଡାକ୍ତରୀ ଦଳ । ପ୍ରଥମ ଥର ପାଇଁ ଏହି ଡାକ୍ତରୀ ଦଳ ସେଠାରେ ପହଂଚିଛି । କୋରକେଣ୍ଡାର ନକ୍ସଲ ପ୍ରବଣ ଅଞ୍ଚଳ ଆମଲିବେଡାରେ ପହଂଚିଛି ଏହି ଟିମ୍ । ପ୍ରଥମ ଥର ପାଇଁ ଏହି ଡାକ୍ତରୀ ଦଳ ପହଂଚି ସ୍ୱାସ୍ଥ୍ୟବସ୍ଥା ନେଇ ଆଲୋଚନା କରିଛି ।…

ଭୋକିଲା ରଖୁଛି ଭୂତାଣୁ ଭୟ…

ପୁରୀ: କରୋନା ମହାମାରୀର ପ୍ରଭାବ ସ୍ପଷ୍ଟ ଭାବେ ପର୍ଯ୍ୟଟନ କ୍ଷେତ୍ରରେ ପରିଲକ୍ଷିତ ହୋଇଛି । ବଡବଡିଆ ହୋଟେଲ ମାଲିକଙ୍କଠାରୁ ଆରମ୍ଭ କରି ଖୁଚୁରା ବେପାରୀଙ୍କ ଅବସ୍ଥା ଦୟନୀୟ ହୋଇପଡିଛି । ଏହି ଧାରାରେ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆମୋଦିତ କରୁଥିବା ଓଟ ଏବଂ ଘୋଡା ସଂଘ ମଧ୍ୟ ଦୁରାବସ୍ଥା…

ପ୍ରବଳ ବର୍ଷା ସତ୍ବେ ରାଜ୍ୟରେ ନାହିଁ ବନ୍ୟା ସ୍ଥିତି

ଭୁବନେଶ୍ୱର: ଓଡିଶାର ଅଧିକାଂଶ ଅଞ୍ଚଳରେ ଲଗାତାର ବର୍ଷା ହୋଇଆସୁଛି। ତଥାପି ବର୍ତ୍ତମାନ ସୁଦ୍ଧା ବନ୍ୟା ପରିସ୍ଥିତି ନାହିଁ ବୋଲି ରବିବାର ଦିନ କହିଛନ୍ତି ଜଳ ସମ୍ପଦ ବିଭାଗ। ଜଳ ସମ୍ପଦ ଇଞ୍ଜିନିୟର-ଇନ୍-ଚିଫ୍ ଜ୍ୟୋତିର୍ମୟ ରଥ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମହାନଦୀର ଉପରମୁଣ୍ଡରେ…

ଟେଷ୍ଟରେ ସର୍ବାଧିକ ଥର ବ୍ୟାଟ୍ସମ୍ୟାନଙ୍କୁ ଶୂନରେ ଆଉଟ କରିବାରେ ଆଣ୍ଡରସନଙ୍କ ବିଶ୍ୱରେକର୍ଡ

ଲଣ୍ଡନ: ଇଂଲଣ୍ଡର ପେସ ବୋଲର ଜେମ୍ସ ଆଣ୍ଡରସନ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ଟେଷ୍ଟ ଇତିହାସରେ ସର୍ବାଧିକ ଥର ବ୍ୟାଟ୍ସମ୍ୟାନଙ୍କୁ ଶୂନରେ ଆଉଟ କରିବା ବିଶ୍ୱରେକର୍ଡ ନିଜ ନାମରେ କରିଛନ୍ତି । ଆଣ୍ଡରସନ ୧୦୫ ଥର ବ୍ୟାଟ୍ସମ୍ୟାନଙ୍କ ଶୂନରେ ଆଉଟ କରି ଅଷ୍ଟ୍ରେଲିଆର ଗ୍ଲେନ…

ରହସ୍ୟମୟ ଜଙ୍ଗଲରେ ଚାନ୍ଦି ମହଲ

ଭୁବନେଶ୍ୱର: ଆମ ଚାରିପଟେ ଅନେକ ରହସ୍ୟ ରହିଛି । ବହୁ ରହସ୍ୟ ଆମ ଆଖି ଆଗରେ ରହିଥିଲେ ବି ତାହା ଭେଦ କରିବା ସମମ୍ଭ ହୋଇପାରିନି । ସେମିତି ବିଶ୍ୱର ସବୁଠୁ ରହସ୍ୟମୟ ଜଙ୍ଗଲ ହେଉଛି ଆମାଜନ୍ ଜଙ୍ଗଲ । ଯେଉଁଠି ଘଂଚ ଅରଣ୍ୟ ଭିତରେ ରହିଛି ମାଳ ମାଳ ରହସ୍ୟ ଆଉ ପ୍ରତିଦିନ ଘଟୁଛି ଅଦଭୁତ ଘଟଣା ମାନ ।…

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ବ ନେଲେ ଆଇପିଏସ ଦୀପକ କୁମାର

ଭୁବନେଶ୍ବର : ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ବ ନେଲେ ଆଇପିଏସ ଦୀପକ କୁମାର । ୨୦୦୪ ବ୍ୟାଚର ଆଇପିଏସ ଅଫିସର ଦୀପକ କୁମାର, ଆଇଜି ନରସିଂହ ଭୋଳଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ରାଜ୍ୟ ସରକାର ଅବସ୍ଥାପିତ…

୧୨ ଘଂଟାରେ ୩ ପାହାଡ ଚଢ଼ି ରେକର୍ଡ କଲେ ୫ ବର୍ଷୀୟ ଜ୍ୟାକସନ

ନୂଆଦିଲ୍ଲୀ: ତୁଳସୀ ଦୁଇ ପତ୍ରରୁ ବସେ । ତାହା ପ୍ରମାଣ କରିଛନ୍ତି ଲାଙ୍କଶାୟାରର ୫ ବର୍ଷୀୟ କୁନି ପାହାଡ ଚଢ଼ାଳୀ କ୍ୟାକସନ କ୍ରିଜିସେକ୍ । ସେ ମାତ୍ର ୧୨ ଘଂଟାରେ ୩ ପାହାଡ ଚଢ଼ି ସେ ବିଶ୍ୱର କମ ବୟସରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ୩ ପାହାଡର ଉଚ୍ଚତା ୭୦୦୦ ଫୁଟ ହେବ । ଜ୍ୟାକସନ…