Latest Odisha News
Yearly Archives

2021

କାହିଁକି ”ଆରେଞ୍ଜ୍‌ ମ୍ୟାରେଜ୍‌” କରିବାକୁ ଚାହୁଁଥିଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌

ନୂଆଦିଲ୍ଲୀ: ୮୦ ଦଶକରେ କ୍ରିକେଟ୍‌ ଦୁନିଆର ଏକ ପ୍ରତିଷ୍ଟିତ ନାଁ ଥିଲେ ଇମ୍ରାନ୍‌ ଖାନ୍‌। ୧୯୭୧ ମସିହାରେ ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ ଖେଳି ସେ ପ୍ରଥମ ଥର ପାଇଁ କ୍ରିକେଟ୍‌ ଦୁନିଆରେ ପାଦ ରଖିଥିଲେ। ଏହା ଥିଲା ପ୍ରଥମ ଅନ୍ତର୍ଜାତୀୟ ଡେବ୍ୟୁ। ଏହା ବ୍ୟତୀତ ପାକିସ୍ତାନ…

ପରଲୋକରେ ବିଶିଷ୍ଟ ଶିଳ୍ପପତି ହିମାଂଶୁ ଦାସ

ବାଲେଶ୍ୱର: ବିଶିଷ୍ଟ ଶିଳ୍ପପତି ତଥା ବିଭିନ୍ନ ଅନୁଷ୍ଠାନର ପୃଷ୍ଠପୋଷକ ହିମାଂଶୁ ଦାସ ଗତକାଲି ଦେହାନ୍ତ ହୋଇଯାଇଛି । ଗତ କିଛିଦିନ ହେଲା ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବାଲେଶ୍ୱର…

୧୮ରୁ ୪୪ ବର୍ଷ ବୟସ୍କଙ୍କ ଲାଗି ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଟିକାକରଣ

ଭୁବନେଶ୍ୱର: ସୋମବାରଠାରୁ ରାଜଧାନୀରେ ପୁଣି ଥରେ ୧୮ରୁ ଅଧିକ ବୟସ୍କଙ୍କ ଲାଗି ଆରମ୍ଭ ହେବାକୁ ଯାଉଛି ଟିକାକରଣ। ୫ ଦିନର ବ୍ୟବଧାନ ପରେ ଏହି ବର୍ଗଙ୍କ ଲାଗି ପୁଣି ଥରେ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏ ନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ସୂଚନା…

ଭଦ୍ରକର ଅଭିଷେକଙ୍କୁ ଆବଶ୍ୟକ ଇକମୋ ଚିକିତ୍ସା, ସାହାଯ୍ୟ ପାଇଁ ପରିବାରର ନିବେଦନ

ଭଦ୍ରକ: ବାସୁଦେବପୁର ଅଂଚଳର ଅଭିଷେକ ମହାପାତ୍ର ଗତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ କହିବାନୁସାରେ ତାଙ୍କୁ ଇକମୋ ଚିକିତ୍ସାର ଆବଶ୍ୟକ । ଏଥି ପାଇଁ ତାଙ୍କୁ କୋଲକାତାକୁ…

ନାଇଜେରିଆରେ ବ୍ୟାନ୍‌ ହେଲା ଟ୍ୱିଟର

ନୂଆଦିଳ୍ଲୀ: ନାଇଜେରିଆରେ ବ୍ୟାନ୍‌ ହେଲା ଟ୍ୱିଟର। ଟ୍ୱିଟର ଉପରେ ବ୍ୟାନ୍‌ ଲଗାଇଛନ୍ତି ନାଇଜେରିଆ ସରକାର। ଆମେରିକାର ନିୟମ ଉଲ୍ଲଂଘନ କରି ନାଇଜେରିଆ ରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ଏକ ଟ୍ୱିଟ ଡିଲିଟ କରିବା ପରେ ଦେଶ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ୱିଟର ଉପରେ ପ୍ରତିବନ୍ଧକ ଲଗାଇଛି। ଏ ନେଇ…

ବରିଷ୍ଠ ଅଭିନେତ୍ରୀ ତରଲା ଯୋଶୀଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ଅଭିନେତ୍ରୀ ତରଲା ଯୋଶୀଙ୍କ ପରଲୋକ। ରବିବାର ସକାଳେ ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ ଷ୍ଟାର୍‌ପ୍ଲସରେ ପ୍ରସାରିତ ହୋଇଥିବା ‌ସୋ 'ଏକ୍ ହଜାରୋଁ ମୈ ମେରୀ ବେ‌ହେନା ହୈ'ରେ ଦାଦୀ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ତାଙ୍କ ଅଭିନୟ…

ପାକିସ୍ତାନରେ ବଡ ଧରଣର ରେଳ ଦୁର୍ଘଟଣା: ୩୦ ମୃତ, ୫୦ ଆହତ

ଇସଲାମବାଦ: ପାକିସ୍ତାନରେ ସୋମବାର ସକାଳୁ ବଡ ଧରଣର ରେଳ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩୦ଜଣ ମୃତ୍ୟୁବରଣ କରିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଘୋଟକି କିଲ୍ଲାର ଧାରକିରେ ସାର ସୟେଦ ଏକ୍ସପ୍ରେସ ଓ ମିଲିଆତ ଏକ୍ସପ୍ରେସ ଟ୍ରେନ ମୁହାଁ ମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ…

କୋଭିଶିଲ୍ଡ, କୋଭାକ୍ସିନ ଅପେକ୍ଷା ଅଧିକ ପ୍ରଭାବଶାଳୀ; ରିପୋର୍ଟ

ନୂଆଦିଲ୍ଲୀ: କୋଭାକ୍ସିନ ଅପେକ୍ଷା କୋଭିଶିଲ୍ଡଠାରେ ରହିଛି ଅଧିକ ଆଣ୍ଟିବଡି ସୃଷ୍ଟିକାରୀ ଶକ୍ତି। କୋଭାଶିଲ୍ଡ, କୋଭାକ୍ସିନ ଅପେକ୍ଷା ଅଧିକ ପ୍ରଭାବଶାଳୀ। ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ କୋଭାକ୍ସିନ୍‌ ଅପେକ୍ଷା କୋଭିଶିଲ୍ଡ ଟିକାରେ ଅଧିକ ଆଣ୍ଟିବଡି ତିଆରି ହେଉଛି ବୋଲି…

ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର; ୨ରୁ ୩ ଦିନ ମଧ୍ୟରେ ହୋଇପାରନ୍ତି ଡିସ୍‌ଚାର୍ଜ

ମୁମ୍ବାଇ: ଗତକାଲି ବଲିଉଡ୍‌ ଭେଟେରାନ୍‌ ଆକ୍ଟର ଦିଲୀପ କୁମାର ଅସୁସ୍ଥ ହୋଇପଡ଼ିଥିଲେ। ନିଶ୍ବାସ ପ୍ରଶ୍ବାସ ନେବାରେ ଅସହଜ ମନେ କରିବାରୁ ତାଙ୍କୁ ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ହସ୍ପିଟାଲ୍‌ କର୍ତ୍ତୁପକ୍ଷଙ୍କ ସୂଚନା ଅନୁଯାୟୀ ତାଙ୍କ…

ଫ୍ରେଂଚ ଓପନ: ସେରେନାଙ୍କୁ ବିଦା କଲେ ଏଲିନା

ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ସୋମବାର ମହିଳା ସିଙ୍ଗଲ୍ସ ମୁକାବିଲାରେ ଆମେରିକା ସେରେନା ୱିଲିୟମ୍ସଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି କାଜାକସ୍ତାନର ଏଲିନା ରିବାକିନା । ପ୍ରି-କ୍ୱାର୍ଟର ମୁକାବିଲାରେ ୧୯ ବର୍ଷୀୟା ଏଲିନା ୬-୩, ୭-୫ ସିଧାସଳଖ ସେଟରେ ବିଜୟ…