Latest Odisha News

BREAKING NEWS

Yearly Archives

2021

କ୍ଷୟକ୍ଷତି ଆକଳନ ପାଇଁ ଗାଁରେ ବୁଲିଲେ କେନ୍ଦ୍ରୀୟ ଟିମ୍

ଭଦ୍ରକ: ବାତ୍ୟା ଚାଲିଯାଇଛି । ଧୀରେ ଧୀରେ ସୁଧୁରୁଛି ଲୋକଙ୍କ ସ୍ଥିତି । ସେହିଭଳି ଭଦ୍ରକରେ ବହୁ କ୍ଷତି ହୋଇଥିବାବେଳେ ସେଠାରେ କ୍ଷୟକ୍ଷତି ଆକଳନ ପାଇଁ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ । ଭଦ୍ରକ ଜିଲ୍ଲାରେ ହୋଇଥିବା ବାତ୍ୟା କ୍ଷୟକ୍ଷତି ସାଙ୍ଗକୁ ଲୋକଙ୍କର ସ୍ଥିତି କିଭଳି ରହିଛି ଅନୁଧ୍ୟାନ…

ଗାଁରେ ଗୋଷ୍ଠୀ ସଂଘର୍ଷ,୧୦ ଗୁରୁତର

ଭୁବନ : ଗୋଷ୍ଠୀ ସଂଘର୍ଷ ଘଟି ଦୁଇ ପରିବାରର ୧୦ ଗୁରୁତର ଆହତ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଭୂଷଳ ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ଦୁଇଟି ପରିବାରର ୧୦ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ କାମାକ୍ଷାନଗର ମେଡ଼ିକାଲରେ ଚିକିତ୍ସା ପାଇଁ…

ଏହି ରାଜ୍ୟରେ ଜୁନ୍‌ ୨୦ ଯାଏ ବଢିଲା କରୋନା କର୍ଫ୍ୟୁ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ପୁଣି ବଢିଲା କରୋନା କର୍ଫ୍ୟୁ। ଜୁନ୍‌ ୨୦ ଯାଏ ଏହି ଅବଧିକୁ ବୃଦ୍ଧି କରିଛନ୍ତି ଆନ୍ଧ୍ର ସରକାର। ଏ ନେଇ ଆନ୍ଧ୍ର ସରକାର ସୋମବାର ପୂର୍ବରୁ ଜାରି ରହିଥିବା କରୋନା କର୍ଫ୍ୟୁ ଅବଧିକୁ ଜୁନ୍ ୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ କରୋନା କର୍ଫ୍ୟୁ ବଢିବା…

ଦର ବୃଦ୍ଧି ପ୍ରତିବାଦରେ CPIMର ବିକ୍ଷୋଭ

ପୁରୀ : ତୈଳ ଓ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ପୁରୀ ଜିଲ୍ଲା CPIMର ବିକ୍ଷୋଭ । ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଦର ବୃଦ୍ଧି ବିରୁଦ୍ଧରେ ଓ କରୋନା ସହାୟତା ପାଇଁ ଆଜି CPIM ର ପୁରୀ ବଡଦାଣ୍ଡରେ ଥିବା ପେଟ୍ରୋଲ ଟାଙ୍କି ସାମନାରେ ପ୍ରତିବାଦ…

ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଟିକା ଗ୍ରହଣ

ଭଦ୍ରକ: ଘୋର ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଟିକା ଗ୍ରହଣ କେନ୍ଦ୍ର । ଭଦ୍ରକରେ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ ପାଇଁ ଟିକା ଗ୍ରହଣ ଚାଲିଛି । ଭଦ୍ରକ ପୌରପାଳିକା ଅନ୍ତର୍ଗତ ମହିଳା ମହାବିଦ୍ୟାଳୟରେ ଲାଗିଛି ଲମ୍ବା ଲାଇନ । ଲୋକମାନେ ସକାଳ୯ ଟା ଠାରୁ ଲମ୍ବା ଲାଇନରେ ଆସି ପ୍ରବଳ ଖରାରେ ପୁରୁଷ ଓ…

ମଗେଇଥିଲେ ଫ୍ରାଏଡ୍‌ ଚିକେନ୍‌ ଆସିଲା ଫ୍ରାଏଡ୍‌ ଟାୱେଲ୍‌

ନୂଆଦିଲ୍ଲୀ: ବାହାରୁ ଖାଦ୍ୟ ଅର୍ଡର କରି ଖାଇବା ଏବେ ଏକ ଫ୍ୟାଶନ୍‌ରେ ପରିଣତ ହୋଇଗଲାଣି। ଏହାର ଚାହିଦା କରୋନା ଲକ୍‌ଡାଉନ୍‌ ସମୟରେ ଅଧିକ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ଯୋଗୁ ଅଧିକାଂଶ ଲୋକ ବାହାରୁ ଖାଦ୍ୟ ଅର୍ଡର କରି ଖାଇବାକୁ ବେଶି ପସନ୍ଦ କରୁଛନ୍ତି। ଏହି…

କେନ୍ଦ୍ରୀୟ ପ୍ରତିନିଧି ଦଳର ବାତ୍ୟା ସମୀକ୍ଷା

ବାଲେଶ୍ଵର: ବାଲେଶ୍ଵରରେ ବାତ୍ୟା ସମୀକ୍ଷା । ଏ ନେଇ ପାଇଁ ବାଲେଶ୍ଵରରେ ପହଂଚିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ। ସକାଳେ ପୋଲିସ ଲାଇନ ରିଜର୍ଭ ପଡ଼ିଆରେ ଏକ ଚାରି ଜଣିଆ ଟିମ ପହଞ୍ଚି ସର୍କିଟ ହାଉସରେ ପହଞ୍ଚିଥିଲେ। ସେଠାରୁ ପ୍ରତିନିଧି ଦଳ ସଦର ବ୍ଲକ ସାର୍ଥାରୁ ନେଇ ଚାନ୍ଦିପୁର, ବଳରାମଗଡ଼ି…

ଦେଶ କାନ୍ଦୁଛି – ଶୁଣୁଛି କି ଜାତି ?

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… କିଏ ଶୁଣୁଛି ଘାଟିମୁଲକର ଘାଏଲ୍ ଜୀବନ କଥା ? ଏ ଦେଶର ଶାସନ, ପ୍ରଶାସନ ଯେତେବେଳେ ଆସନର ଭାଗବଂଟା ଆଉ ଭୋଗବଂଟାଠାରୁ ଆରମ୍ଭକରି ବିଭିନ୍ନ ଶୈଳୀର ବିଳାସବ୍ୟସନରେ ବ୍ୟସ୍ତ, ରାଜନୈତିକ ଦଳ ସମେତ ନିର୍ବାଚିତ ନେତାମାନେ ମଧ୍ୟ ନିଜ ନିଜ ଦଳୀୟ ଓ…

ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୫ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏ ନେଇ ସୋମବାର ପିଏମଓ ପକ୍ଷରୁ ଟୁଇଟ୍‌ ଜରିଆରେ ଏକ ସୂଚନା ପ୍ରଦାନ କରାଯାଇଛି। ଏହି ସୂଚନାରେ କୁହାଯାଇଛି ଯେ ପିଏମ୍‌ ମୋଦୀ ଆଜି ସନ୍ଧ୍ୟା ୫ ଟାରେ ଅଭିଭାଷଣ ଦେବେ।

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ରୂପାନ୍ତରିତ ଦୃଷ୍ଟି ଭଲପାଇବାକୁ ଆୟୁଷ କରିପାରେ କି ସମୟ ? କେଜାଣି ! ଚିଠିକୁ ଚଢ଼େଇ କି ତାରାଙ୍କୁ ପ୍ରଜାପତି କରି ପହଞ୍ଚି ହେବକି ଅପହଞ୍ଚ ଆକାଶରେ ? କେଜାଣି ! ମୋ ଥିବାଠାରୁ ନଥିବା ପର୍ଯ୍ୟନ୍ତ ଲମ୍ବିଥିବା ଗୋଟେ ଅଦୃଶ୍ୟ ରାସ୍ତାରେ ଠାଏ ଠାଏ ଜମିଥିବା କୋଳାହଳରେ ତୁମେ ମୋତେ ଦିଶନି…