Latest Odisha News

BREAKING NEWS

Yearly Archives

2021

ମହାରାଷ୍ଟ୍ରରେ ନିୟମିତ ଟେଲିଭିଜନ ଏବଂ ଚଳଚ୍ଚିତ୍ର ସୁଟିଂକୁ ମିଳିଲା ଅନୁମତି

ମୁମ୍ବାଇ: କରୋନା ଦ୍ବିତୀୟ ଲହର ମହାରାଷ୍ଟ୍ରକୁ ଅଧିକ ପ୍ରଭାବିତ କରିଥିଲା। ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ମହା ସରକାର ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ସମସ୍ତ କଟକଣାକୁ ଶକ୍ତ କରିବା ସହ ଟେଲିଭିଜନ ଏବଂ ଚଳଚ୍ଚିତ୍ର ସୁଟିଂକୁ ମଧ୍ୟ ବନ୍ଦ କରାଯାଇଥିଲା। ତେବେ…

ଉହାନ ଲ୍ୟାବ ନେଇ ସାମ୍ନାକୁ ଆସିଲା ଆଉ ଏକ ଚାଂଚଲ୍ୟକର ତଥ୍ୟ

ଉହାନ: ଚୀନ ଏବଂ ଏହାର ପରୀକ୍ଷଣ ଧିରେ ଧିରେ ମାନବଜାତି ପ୍ରତି ବିପଦ ସୃଷ୍ଟି କରୁଛି । ପ୍ରକୃତି ସହ ଖେଳିବା ମଧ୍ୟ ଚୀନ ଆରମ୍ଭ କରି ସାରିଲାଣି । ଏ ଭଳି ଏକ ତଥ୍ୟ ସମ୍ମୁଖକୁ ଆସିବା ପରେ ବିଶେଷଜ୍ଞମାନେ ଚିନ୍ତିତ ହୋଇ ପଡିଛନ୍ତି । ବ୍ରିଟିଶ ସାମ୍ବାଦିକ ଜେସ୍ପର ବେକର ଏହି ତଥ୍ୟ ଉଜାଗର…

ଟିକା ପରୀକ୍ଷଣ; ଆଜିଠୁ ଦିଲ୍ଲୀ ଏମ୍ସରେ ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କଠାରେ ସ୍କ୍ରିନିଂ ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀ ଏମ୍ସରେ ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କଠାରେ କୋଭାକ୍ସିନ୍ ପରୀକ୍ଷଣ ପାଇଁ ସ୍କ୍ରିନିଂ ଆରମ୍ଭ ହେବ। ଏହି ପ୍ରକ୍ରିୟାରେ ପାଟନା ଏମ୍ସ ଆଗରେ ରହିଛି। ଗତ କାଲି ଆଉ ୭ ଜଣଙ୍କଠାରେ ଟିକା ପରୀକ୍ଷଣ ଲାଗି ସ୍କ୍ରିନିଂ ଆରମ୍ଭ କରିଥିଲା ପାଟନା ଏମ୍ସ। ଏହାପରେ ଦିଲ୍ଲୀ…

ଦେଶରେ ଖସୁଛି ଦୈନିକ ସଂକ୍ରମଣ; ୧,୦୦,୬୩୬ ପଜିଟିଭ; ୨୪୨୭ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ୧,୦୦,୬୩୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୯ ଲକ୍ଷ ୦୯ ହଜାର ୯୭୫କୁ ବୃଦ୍ଧି ପାଇଛି। ଦିନକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୨୭ ରହିଛି। ଏଯାଏଁ  ଦେଶରେ ୩ ଲକ୍ଷ ୪୯ ହଜାର ୧୮୬…

କବିତା : ଶ୍ରଦ୍ଧାଞ୍ଜଳି

ଆରତୀ ପଟ୍ଟଯୋଷୀ  ( ରଘୁନାଥ ମହାପାତ୍ରଙ୍କ ସ୍ମରଣେ ) ପାଷାଣେ ଜୀବନ ଦେଉ ଦେଉ ଶିଳ୍ପୀ ତୁମେ ହୋଇଲ ପଥର, ସନ୍ତାନ ସହିତ ସରଗେ ରହିଲ ଛିଣ୍ଡାଇ ସମ୍ପର୍କ ଡୋର। ଗୁମୁରୀ କାନ୍ଦୁଛି କୋଣାରକ ଏଠି ତୁମ ହାତ ଛୁଆଁ ପାଇଁ, ଆଉ ସେ ସାହାସ କିଏ ବା କରିବ କାନ୍ଦେ ଶିଳା କଇଁ କଇଁ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୭-୬-୨୦୨୧ ସୋମବାର ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୭ରିଖ ସୋମବାର ବୃଷ ୨୪ ଦିନ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ଭୁକ୍ତ ତ୍ରୟୋଦଶୀ ତିଥି ଦ୍ଵିଜା ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର- ମିଥୁନ ରାଶିର ଘାତ ଚନ୍ଦ୍ର- ମେଷ…

ଓସାକାଙ୍କ ପରେ ଫ୍ରେଂଚ ଓପନରୁ ଓହରିଲେ ଫେଡେରର

ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରୁ ରବିବାର ୨୦ ଥର ଗ୍ରାଣ୍ଡସ୍ଲାମ ବିଜେତା ରୋଜର ଫେଡେରର ଓହରିଛନ୍ତି । ନାଓମି ଓସାକାଙ୍କ ପରେ ସେ ଦ୍ୱିତୀୟ ଷ୍ଟାର ଖେଳାଳି ଭାବେ ଏଥିରୁ ଓହରି ଯାଇଛନ୍ତି । ଶନିବାର ତୃତୀୟ ରାଉଣ୍ଡ ମୁକାବିଲା ପରେ ସେ କ୍ଲାନ୍ତ ଅନୁଭବ କରୁଥିବା ଦେଖିବାକୁ…

ନୂରଜାହାଁ ଆମ୍ବ ମାର୍କେଟକୁ ଆସିବା ପୂର୍ବରୁ ବୁକିଂ, ଏଥର ଗୋଟିଏ ଆମ୍ବର ମୂଲ୍ୟ ରହିଛି ୧୦୦୦ ଟଙ୍କା

ଇନ୍ଦୋର: ନୂରଜାହାଁ ଆମ୍ବ ଏଥର ଫଳପ୍ରେମୀକୁ ନିଶ୍ଚିତ ଭାବେ ମଧୁର ସ୍ୱାଦ ଦେବେ । ଆମ୍ବର ରାଣୀ ଭାବେ ପରିଚିତ ନୂରଜାହାଁ ମାର୍କେଟକୁ ଆସିବା ପୂର୍ବରୁ ଆଡାଭାନ୍ସ ବୁକିଂ ହୋଇସାରିଛି । ଆଫଗାନିସ୍ତାନର ଏହି ପ୍ରଜାତି ମଧ୍ୟପ୍ରଦେଶର ଅଳ୍ପ କେତେକ ସ୍ଥାନରେ ହୋଇଥାଏ । ଗତଥର ପାଗ ଯୋଗୁ ଏହି ଆମ୍ବ…

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଗଲା ମିଠା ଜର୍ଦ୍ଦାଳୁ ଆମ୍ବ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରବିବାର ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଜର୍ଦ୍ଦାଳୁ ଆମ୍ବ ପଠାଇଛନ୍ତି । ସୁଲତାନଗଞ୍ଜର କଳାମାଟିରେ ଚାଷ ହେଉଥିବା ଏହି ଆମ୍ବ ତାର ସ୍ୱାଦ ବେଶ ପ୍ରସିଦ୍ଧ । ୨୦୦୭ ପରଠାରୁ ନୀତିଶ କୁମାର ଦେଶର ବିଶିଷ୍ଟ ଲୋକଙ୍କ ନିକଟକୁ ଏହି…

କରୋନା ମହାମାରୀ ପାଇଁ ନିକ୍ଲୋସାମାଇଡ ଔଷଧର କ୍ଲିନିକାଲ ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀ ଲଢ଼େଇ ମଧ୍ୟରେ ଆଉ ଏକ ଭଲ ଖବର ପଂହଚିଛି । ସିଏସଆଇଆର ଇଣ୍ଡିଆ ଏବଂ ଲାକ୍ସାଇ ଲାଇଫ ସାଇନ୍ସ ଦ୍ୱାରା ପ୍ରସ୍ତୁତ ନିକ୍ଲୋସାମାଇଡ ଔଷଧର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଅତ୍ୟାବଶ୍ୟକ ଔଷଧ ତାଲିକାରେ ରଖିଛି । କୃମି ବାବଦକୁ ଏହି…