Latest Odisha News

BREAKING NEWS

Yearly Archives

2021

ଧୋନିଙ୍କ ସହ ସମ୍ପର୍କକୁ ଦୁଇଟି ଶବ୍ଦରେ ବର୍ଣ୍ଣନା କଲେ ବିରାଟ କୋହଲି

ଭୁବନେଶ୍ୱର: ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଭିତରେ ସମ୍ପର୍କ କେମିତି ? ମୈଦାନରେ ସେମାନଙ୍କ ଭିତରେ କେମିଷ୍ଟ୍ରି କେମିତି ଥିଲା ? ଏବେ ସମ୍ପର୍କ କିଭଳି ? ଏହି ପ୍ରଶ୍ନ ସବୁବେଳେ ବିରାଟ କୋହଲି ଫ୍ୟାନଙ୍କ ମନରେ ଉଙ୍କିମାରିଥାଏ । ଏହାର ଉତ୍ତର ରଖିଛନ୍ତି କ୍ୟାପଟେନ୍ କୋହଲି ।…

ଭାମିକାଙ୍କୁ ସୋସିଆଲ୍‌ ମିଡିଆରେ କାହିଁକି ଆଣିବାକୁ ଚାହାନ୍ତିନି ବିରୁଷ୍କା

ନୂଆଦିଲ୍ଲୀ: ବିରାଟ କୋହଲି ଶନିବାର ଦିନ ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ କିଛି ସମୟ ବାହାର କରି ସୋସିଆଲ୍‌ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ଯୋଗାଯୋଗ କରିଥିଲେ। ବିରୁଷ୍କା ତାଙ୍କ ଶିଶୁ କନ୍ୟା ଭାମିକାଙ୍କ ଫଟୋ ସୋସିଆଲ୍‌ ମିଡିଆରେ କାହିଁକି ସେୟାର୍‌ କରୁ ନାହାନ୍ତି ବୋଲି…

ନିଜଠୁ ୨୩ ବର୍ଷ ସାନ ଯୁବତୀଙ୍କୁ ବିବାହ କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ନିଜଠୁ ୨୩ ବର୍ଷ ସାନ କ୍ୟାରି ସାଇମଣ୍ଡସଙ୍କୁ ଲୁଚିଲୁଚି ବିବାହ କରିଥିବା ଚର୍ଚ୍ଚା ହେଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁହେଁ ୨୦୨୨ ମସିହାରେ ବିବାହ କରିଥାନ୍ତେ ହେଲେ ଏହା ପୂର୍ବରୁ ସେମାନେ ଗୁପ୍ତ ଭାବେ ବିବାହ କରିଥିବା ଖବର…

ଚୀନରୁ ସିଧାସଳଖ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ୍ ସିଲିଣ୍ଡର

ଭୁବନେଶ୍ୱର: ଚୀନରୁ ଭୁବନେଶ୍ୱର ଆସିଲା ଅକ୍ସିଜେନ ସିଲିଣ୍ଡର । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅକ୍ସିଜେନ୍ ସିଲିଣ୍ଡର ସିଧାସଳଖ ଭୁବନେଶ୍ୱରରେ ଆସି ପହଞ୍ଚିଛି । ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଚୀନରୁ ଅକ୍ସିଜେନ୍ ସିଲିଣ୍ଡର ଆସିବା…

ଡୋମିନିକା ଜେଲ୍‌ରୁ ସାମ୍ନାକୁ ଆସିଲା ପଳାତକ ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ପ୍ରଥମ ଫଟୋ

ନୂଆଦିଲ୍ଲୀ: ଗିରଫ ହେବା ପରେ ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରଥମ ଫଟୋ ସାମ୍‌ନାକୁ ଆସିଛି। ସେ ପିଏନ୍‌ବି ସ୍କାମ୍‌ର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମଧ୍ୟ ଥିଲେ। ଡୋମିନିକାରେ ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କୁ “ବେଆଇନ ଭାବେ” ଦ୍ୱୀପପୁଞ୍ଜରେ ପ୍ରବେଶ କରିଥିବା ଅଭିଯୋଗରେ ଗିରଫ…

ପୁଣି ଥରେ ରାଜନୀତିକୁ ଫେରିବେ ଶଶିକଳା!

ନୂଆଦିଲ୍ଲୀ: ବହିଷ୍କୃତ AIADMK ନେତ୍ରୀ ଭି.କେ ଶଶିକଳା କରୋନା ମହାମାରୀ ସମାପ୍ତ ହେବା ପରେ ସକ୍ରିୟ ରାଜନୀତିକୁ ଫେରିବେ ବୋଲି ସେ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଶଶିକଳା ଏବଂ ଦଳର ଜଣେ କ୍ୟାଡରଙ୍କ ମଧ୍ୟରେ ହୋଇଥିବା ଫୋନ୍ ବାର୍ତ୍ତାଳାପର ଏକ ଅଡିଓ କ୍ଲିପ୍‌ରେ…

ଫାଇଜର ଟିକା କମ୍ ପ୍ରଭାବଶାଳୀ କିନ୍ତୁ ଭାରତୀୟ ଷ୍ଟ୍ରେନ୍‌ରୁ ଏହା ରକ୍ଷା କରିଥାଏ

ନୂଆଦିଲ୍ଲୀ: ଫ୍ରାନ୍ସର ପାଷ୍ଟ୍ୟୁର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଫାଇଜର ଟିକା ସାମାନ୍ୟ କମ୍ ପ୍ରଭାବଶାଳୀ କିନ୍ତୁ ଭାରତରେ ଦେଖାଦେଇଥିବା କରୋନା ଷ୍ଟ୍ରେନ୍‌ରୁ ରକ୍ଷା କରୁଥିବା ଜଣାପଡ଼ିଛି। ତଥ୍ୟ ଅନୁଯାୟୀ, ଫାଇଜର ଟିକା କମ୍‌ ପ୍ରଭାବଶାଳୀ ହେଲେ ବି…

ଆଜି ‘ମନ କୀ ବାତ୍‌’ର ୭୭ ତମ ସଂସ୍କରଣକୁ ସମ୍ବୋଧିତ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୧ ଟାରେ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତ୍‌ର ୭୭ ତମ ସଂସ୍କରଣ ସମୟରେ ଦେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ମାସ ଆରମ୍ଭରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମନ କୀ ବାତ୍‌ ବିଷୟବସ୍ତୁ…

ଦେଶରେ ଖସୁଛି ଦୈନିକ କରୋନା ସଂକ୍ରମଣ, ମୃତ୍ୟୁସଂଖ୍ୟା ଉଦବେଗଜନକ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ସେକେଣ୍ଡ ଓ୍ୱେଭ୍ ପିକ୍ ସରିଛି । ଏଣିକି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ତଳେ ରହୁଛି । ଗତ ୨୪ ଘଣ୍ଟାରେ ୨୦ ଲକ୍ଷ ୬୩ହଜାର ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୬୫ହଜାର ୫୫୩ ନୂଆ ଆକ୍ରାନ୍ତ । ଏହି ସମୟରେ ଦେଶରୁ…

ଓଡ଼ିଶାକୁ ଜାତିସଂଘର ତାରିଫ: ବିପର୍ଯ୍ୟୟ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା

ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ମଡେଲ୍ ହୋଇଛି । ସାରା ବିଶ୍ୱରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ରଣନୀତିର ଚର୍ଚ୍ଚା । ପୁଣି ଥରେ ଓଡ଼ିଶାକୁ ତାରିଫ କରିଛି ଜାତିସଂଘ । ବିପର୍ଯ୍ୟୟ ପରିଚାଳନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଜାତିସଂଘର…