Latest Odisha News

BREAKING NEWS

Yearly Archives

2021

ବାତ୍ୟାଞ୍ଚଳ ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ବାତ୍ୟା ‘ୟାସ୍’ରେ ପ୍ରଭାବିତ ଓଡ଼ିଶାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବେ। ଏହି ସର୍ଭେ ଆକାଶ ମାର୍ଗରୁ କରାଯିବ। ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାରେ…

ଚାଇନାର ବୈଜ୍ଞାନିକମାନଙ୍କ ଦ୍ୱାରା ସୃଷ୍ଟି ହୋଇଛି ମାରାତ୍ମକ କରୋନା ଭୂତାଣୁ; ରିପୋର୍ଟ

ନୂଆଦିଲ୍ଲୀ: ଏକ ଅଧ୍ୟୟନ ଦାବି କରିଛି ଯେ ଚାଇନାର ବୈଜ୍ଞାନିକମାନେ ଉହାନ ଲ୍ୟାବରେ ଏହି ମାରାତ୍ମକ କରୋନା ଭୂତାଣୁ ସୃଷ୍ଟି କରିଛନ୍ତି। ଚାଇନାର ଉହାନ ସହରରେ କୋଭିଡ-୧୯ ଚିହ୍ନଟ ହେବାର ପ୍ରାୟ ଦେଢ ବର୍ଷ ପରେ ଏହି ଭୂତାଣୁ କିପରି ପ୍ରଥମେ ଦେଖାଗଲା ତାହା ରହସ୍ୟ ହୋଇ ରହିଛି। ରିପୋର୍ଟ…

କଟକ; ଏଣିକି ଘରୋଇ ଡାକ୍ତରଖାନାରେ ନେଇପାରିବେ କରୋନା ଟିକା; ଆଜିଠୁ ସ୍ଲଟ୍‌ ବୁକିଂ ଆରମ୍ଭ

କଟକ: କଟକ ମ୍ୟୁନିସିପାଲିଟି କର୍ପୋରେସନ (ସିଏମସି) କଟକସ୍ଥିତ ୧୦ ଟି ଘରୋଇ ଡାକ୍ତରଖାନାରେ କରୋନା ଟିକାକରଣ ଆରମ୍ଭ ହୋଇଛି। ଏଥିପାଇଁ ଟିକା ନେବାକୁ ଚାହୁଁଥିବା ହିତାଧୀକାରୀମାନଙ୍କ ଲାଗି ଆଜି ରାତି ୯ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। ୧୮ରୁ ୪୪ ବୟସ ବର୍ଗର ଯୋଗ୍ୟ ହିତାଧିକାରୀମାନେ…

ଓଡ଼ିଶାର ଏହି ସବୁ ଗାଁକୁ ଏଯାଏ ଛୁଇଁନି କରୋନା

ଗଜପତି / କୋରାପୁଟ / ନବରଙ୍ଗପୁର: ମହାମାରୀକୁ ୨ ବର୍ଷ ବିତି ଯାଇଥିଲେ ସୁଦ୍ଧା ଓଡିଶାର କିଛି ଗାଁକୁ ଏଯାଏ ଛୁଇଁପାରିନି କରୋନା। ଏଠାରେ ଏପର୍ଯ୍ୟନ୍ତ ଗୋଟିଏ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଡା ପଞ୍ଚାୟତର ଚାରୋଟି ଗାଁର…

ପ୍ରତ୍ୟେକ ଅନୁବାଦକଙ୍କ ଭିତରେ ଏକ ସୃଜନଶୀଳ ଲେଖକ ଥାଏ : କନକ ମଞ୍ଜରୀ ସାହୁ

ପୃଥିବୀର ପ୍ରାୟ ସବୁ ଭାଷାର ସାହିତ୍ୟ ଅଛି। କିନ୍ତୁ ସବୁ ଭାଷାର ସାହିତ୍ୟକୁ ପଢିବା ସମ୍ଭବ ନୁହେଁ। ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ, ନିଜ ଭାଷାରେ ତାର ଅନୁବାଦ ଆବଶ୍ୟକ। କିନ୍ତୁ ଅନୁବାଦ ଏତେ ସହଜ ନୁହେଁ। ମୂଳ ସାହିତ୍ୟ ସହ ସମନ୍ୱୟ ରଖି ଆଉ ଗୋଟିଏ ଭାଷାରେ ତାକୁ ରୂପ ଦେବା ଖୁବ…

ଚୋରି ଜିନିଷ ଟ୍ରାକ୍ ପାଇଁ ଆସୁଛି ନୂଆ ପୋଲିସ ପୋର୍ଟାଲ

ଭୁବନେଶ୍ୱର: ରାଜଧାନୀବାସୀଙ୍କୁ ନିଜ ଚୋରି ଜିନିଷ ଖୋଜି ପାଇବା ପାଇଁ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଥିବା ଏକ ପୋର୍ଟାଲରେ କମିଶନରେଟ୍ ପୋଲିସ୍ ପକ୍ଷରୁ ଏସମ୍ପର୍କିତ ବିବରଣୀ ପ୍ରଦାନ କରାଯିବ। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ…

ଧୂମ୍ରପାନ ଏବଂ ତମାଖୁ ସେବନ କରୁଥିବା ଲୋକଙ୍କଠାରେ କରୋନା ଜନିତ ମୃତ୍ୟୁ ଆଶଙ୍କା ୫୦ ପ୍ରତିଶତ ଅଧିକ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ 'ହୁ'ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ ଶୁକ୍ରବାର ଦିନ ଚେତାବନୀ ଦେଇଛନ୍ତି ଯେ ତମାଖୁ ଏବଂ ଧୂମପାନ ସେବନ କରୁଥିବା ଲୋକଙ୍କର କରୋନାରେ ଆକ୍ରାନ୍ତ ଏବଂ ମୃତ୍ୟୁ ହେବାର ୫୦ ପ୍ରତିଶତ ଅଧିକ ଆଶଙ୍କା ରହିଛି। ହୁ ର ' ତମାଖୁ ସେବନ…

ଗାୟକ ସୌରଭ ଗଙ୍ଗାଧର ପୁହାଣ

ବରିଷ୍ଠ ପାଲା ଗାୟକ ଗଙ୍ଗାଧର ପୁହାଣ । ନିଜର ଏକ ସ୍ୱତନ୍ତ୍ର ଗାୟନ ଶୈଳୀ ପାଇଁ ସେ ପାଲା ଜଗତରେ ପରିଚିତ । ଛାନ୍ଦ, ଚମ୍ପୂ, ଚୌପଦୀ, ଓଡିଶୀ ଗାଇବାରେ ସିଦ୍ଧହସ୍ତ ଗାୟକ ସୌରଭ, ଗଙ୍ଗାଧର ପୁହାଣ ଦର୍ଶକଙ୍କୁ ପାଲାରେ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥାନ୍ତି । ୧୯୫୩ ମସିହା ମାର୍ଚ୍ଚ ୧୩…

ରାଜ୍ୟରେ ଜୁନ୍ ୭ ଯାଏଁ ବଢିଲା ଲକଡାଉନ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଜୁନ୍ ୭ ଯାଏଁ ଲକଡାଉନ ବୃଦ୍ଧି କରିବାକୁ ହରିୟାଣା ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅବଧି ମଧ୍ୟରେ ଦୋକାନ ସବୁ ସକାଳ ୯ ଟାରୁ ୩ ଟା ଯାଏଁ ଖୋଲା ରହିବ। ହେଲେ ଦୋକାନୀମାନେ ଅଡ-ଇଭେନ୍ ଫର୍ମୁଲା ଆପଣାଇବେ ବୋଲି ସୂଚନା ମିଳିଛି।…

ବ୍ଲାକ୍‌, ହ୍ୱାଇଟ୍‌ ଏବଂ ୟେଲୋ ଫଙ୍ଗସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦରେ ‌ବ୍ଲାକ୍‌, ହ୍ୱାଇଟ୍‌ ଏବଂ ୟେଲୋ ଫଙ୍ଗସ୍‌ରେ ଆକ୍ରାନ୍ତ ଥିବା ଜଣେ ବ୍ୟକ୍ତି ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ଉକ୍ତ ବ୍ୟକ୍ତିଙ୍କୁ ୫୯ ବୟସ ହୋଇଥିଲା। ଉତ୍ତର ପ୍ରଦେଶ ରାଜ ନାଗର ଅଞ୍ଚଳର ହର୍ଷ ହସ୍ପିଟାଲର ଇଏନ୍‌ଟି ବିଶେଷଜ୍ଞ ଡା. ବିପି ତ୍ୟାଗି…