Latest Odisha News

BREAKING NEWS

Yearly Archives

2021

ଅନ୍ଧ ବିଶ୍ୱାସ ଚିତ୍ର: ପୁଅ ବଞ୍ଚିବାକୁ ଗୁଣି ଗାରେଡିର ସାହାରା

ସୋନପୁର: ଆଧୁନିକ ସମାଜରେ ଅନ୍ଧବିଶ୍ୱାସର ଚିତ୍ର । ସୋନପୁର ଜିଲ୍ଲାର ନାରାୟଣପୁର ଗାଁରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ୧୦ ମାସର ଶିଶୁ, ମରିବାର ୧୮ ଘଣ୍ଟାରୁ ଅଧିକ ହେଲାଣି । ହେଲେ ମାଆର ମନ ମନୁନି । ତାର ପୁଅ ବଞ୍ଚିବ ଆଉ ଏନେଇ ଗୁଣିଆର ସାହାରା ନେଇଛି । ପୁଅର ମୃତ ଦେହକୁ…

ଅନଲାଇନରେ ହେବ ବିଶ୍ବବିଦ୍ୟାଳୟ କ୍ଲାସ୍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଅନଲାଇନ୍ କ୍ଲାସ୍ ଜୁନ୍ ୧ରୁ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନା ଅନୁଯାୟୀ ଶାରୀରିକ ଭାବେ ଶ୍ରେଣୀଗୃହରେ କୌଣସି ଶିକ୍ଷାଦାନ ହେବ…

ବେଆଇନ୍ କଫ ସିରପ ଜବତ

ବଲାଙ୍ଗିର: ପୁଣି ଧରାପଡିଲl ବେଆଇନ୍ କଫ ସିରପ କାରବାର। ବଲାଙ୍ଗିର ତୁରେକେଲାରୁ ଗାଡ଼ି ସହ ବିପୁଳ ପରିମାଣର କଫ ସିରପ ଜବତ୍ କରିଛି ପୋଲିସ। ତାସହ ଘଟଣାରେ ସଂପୃକ୍ତ ୨ ଜଣ କୁ ଗିରଫ କରାଯାଇଥିବା କହିଛନ୍ତି ଏସପି ନୀତିନ କୁଶଳକର । ୧୪ ହଜାର ୪୦୦ ବୋତଲ କଫ ସିରଫ ଜବତ୍ କରାଯିବା ସହ ନଗଦ ୧୩…

ସମାଜବାଦୀ ପାର୍ଟି ନେତା ଆଜାମ ଖାନ ଗୁରୁତର; ହସ୍ପିଟାଲ୍‌ରେ ଭର୍ତ୍ତି

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ନେତା ଆଜାମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି। ସେ ଅକ୍ସିଜେନ ସହାୟତାରେ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଶନିବାର ଲକ୍ଷ୍ନୌ ମେଦାନ୍ତ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ "ସମାଜବାଦୀ ପାର୍ଟି ନେତା ଆଜମ…

ପୁଲୱାମା ଆକ୍ରମଣ; ଭାରତୀୟ ସେନାରେ ଯୋଗ ଦେଲେ ସହିଦ ମେଜର ବିଭୁତିଙ୍କ ପତ୍ନୀ ନିକିତା କୌଲ୍

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ମେଜର ବିଭୁତି ଶଙ୍କର ଧୋନ୍ଦିଆଲ୍‌ଙ୍କ ପତ୍ନୀ ନିକିତା କୌଲ୍ ଭାରତୀୟ ସେନାରେ ଯୋଗ ଦେଇଛନ୍ତି। ଚେନ୍ନାଇରେ ଶନିବାର ଦିନ ଆୟୋଜିତ ଏକ ସମାରୋହରେ ସେନା ୟୁନିଫର୍ମ ପିନ୍ଧିଥିଲେ ନିକିତା। ଫେବୃଆରୀ ୨୦୧୯ ରେ ଜାମ୍ମୁ…

ଆଜି ରାଜ୍ୟର ଏହି ୩ଟି ସ୍ଥାନରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଆଜି ରାଜ୍ୟର ଏହି ୩ଟି ସ୍ଥାନରେ ଟିକାକରଣ ବନ୍ଦ। ଶନିବାର ଦିନ ଓଡିଶାର ବାଲେଶ୍ବର ଜଗତସିଂହପୁର ଏବଂ ସୋନପୁର ଜିଲ୍ଲାରେ ଟିକାକରଣ ଅନୁଷ୍ଠିତ ହେବ ନାହିଁ। ତେବେ ଓଡ଼ିଶାର ଅନ୍ୟ ୬୦୩ଟି କେନ୍ଦ୍ରରେ ଏହି ଟିକାକରଣ ଅଭିଯାନ ଜାରି ରହିବ ବୋଲି ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ବିଭାଗ…

‘ଦୁନିଆର ଟପ୍ ମାର୍ଶଲ’ ତାଲିକାରେ ସାମିଲ୍‌ ହେଲେ ବଲିଉଡ ଅଭିନେତା ବିଦ୍ୟୁତ୍‌ ଜାମୱାଲ!

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସ୍କ୍ରିନସଟ ସେୟାର କରିଛନ୍ତି ଯାହା ସର୍ଚ୍ଚ ଇଞ୍ଜିନ ଗୁଗୁଲ ଅନୁଯାୟୀ ତାଙ୍କୁ ‘ଦୁନିଆର ଟପ୍ ମାର୍ଶଲ କଳାକାର’ ଭାବରେ ଦର୍ଶାଉଛି। ଅଭିନେତାଙ୍କ ଦ୍ବାରା ସେୟାର ହୋଇଥିବା ଫଟୋରେ ତାଙ୍କୁ ଜ୍ୟାକି ଖାନ୍,…

କରୋନାରେ ଲୋକପ୍ରିୟ ତାମିଲ ଅଭିନେତାଙ୍କ ପରଲୋକ

ନୂଆଦିଲ୍ଲୀ: ଲୋକପ୍ରିୟ ତାମିଲ ଅଭିନେତା, ନିର୍ମାତା ତଥା ଲେଖକ ଭେଙ୍କଟ ଶୁଭଙ୍କ ମେ ୨୯ରେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଛି। ସେ ସକାଳ ୧୨.୪୮ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିିଳିଛି। ସେ ଗତ ଦଶ ଦିନ…

ବଡ଼ ଭାଇର ଛୁରା ମାଡ଼ରେ ସାନ ଭାଇର ମୃତ୍ୟୁ

ବଲାଙ୍ଗିର: ଭାଇର ଜୀବନ ନେଲା ଆଉ ଜଣେ ଭାଇ । ସାନ ଭାଇକୁ ଛୁରୀ ଭୂଷି ହତ୍ୟା କରିଛି ବଡ଼ ଭାଇ । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ଆଠଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ସନ୍ତୋଷ କୁଅଁରଙ୍କ ତେଜରାଜ କୁଅଁର । ବଡ଼ଭାଇ ସୁବ୍ରତ କୁଅଁରଙ୍କ ଛୁରା ମାଡ଼ରେ ସାନ ଭାଇର…

୪୩ ବର୍ଷ ତଳେ ବନ୍ଦ ହୋଇଯାଇଥିବା ସ୍କୁଲରୁ ମିଳିଲା ୨୧୫ ଶିଶୁଙ୍କ ମୃତଦେହ

ନୂଆଦିଲ୍ଲୀ: ୪୩ ବର୍ଷ ପୂର୍ବେ ବନ୍ଦ ହୋଇଯାଇଥିବା ସ୍କୁଲରୁ ମିଳିଲା ୨୧୫ ଶିଶୁଙ୍କ ମୃତଦେହର ଅବଶିଷ୍ଟାଂଶ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କାନାଡାସ୍ଥିତ ଆଦିବାସୀ ପିଲାମାନଙ୍କ ପାଇଁ ଏକ ପୂର୍ବତନ ଆବାସିକ ବିଦ୍ୟାଳୟରେ। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଶୁକ୍ରବାର ଦିନ ଏହାକୁ…