Latest Odisha News

BREAKING NEWS

Yearly Archives

2021

କାଳ ବୈଶାଖୀରେ କ୍ଷୟ କ୍ଷତି

କଳାହାଣ୍ଡି: କାଳ ବୈଶାଖୀ ଯୋଗୁ ଅନେକ କ୍ଷୟ କ୍ଷତି ହେଇଛି । କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଲକର ମଦନପୁର ପଞ୍ଚାୟତ ଅଞ୍ଚଳରେ ଅପରାହ୍ନରେ ହୋଇଥିବା ଝଡ଼ ତୋଫାନରେ ଅନେକ କ୍ଷୟକ୍ଷତି ଘଟିଛି । ଯାହାକୁ ନେଇ ଚିନ୍ତାରେ ଅଞ୍ଚଳ ବାସୀ। ଏହି ଝଡ଼ ତୋଫାନ ରେ ଅଞ୍ଚଳର ଅନେକ ଗୁଡ଼ିଏ ଘର ଭାଙ୍ଗିବା…

ଦିଲ୍ଲୀକୁ କରୋନା ଟିକା ଦେବାକୁ ମନା କଲା ଫାଇଜର ଏବଂ ମଡର୍ନା; କେଜ୍ରିୱାଲ

ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଫାଇଜର ଏବଂ ମଡର୍ନା କୋଭିଡ ଟିକାକୁ ସିଧାସଳଖ ଦିଲ୍ଲୀ ସରକାରଙ୍କୁ ବିକ୍ରୟ କରିବାକୁ ମନା କରି ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଉଭୟ ଆମେରିକୀୟ ଫାର୍ମାସ୍ୟୁଟିକାଲ୍ ସଂସ୍ଥା ସୂଚନା ଦେଇଛନ୍ତି ଯେ…

କରୋନାରେ ଆଖିବୁଜିଲେ ଆଉ ଜଣେ ସାମ୍ବାଦିକ

ଭୁବନେଶ୍ବର: କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। ସମୟ ଖବର କାଗଜର କୋଣାର୍କ ପ୍ରତିନିଧି ସଂଗ୍ରାମ କେଶୋରୀ ମହାପାତ୍ର କରୋନାରେ ପ୍ରାଣ ହରାଇଥିବା ସୂଚନା ମିିଳିଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତି ୧୧ଟା ୨୫ରେ ସେ ମୃତ୍ୟୁବରଣ କରିଛନ୍ତି।…

ଅତ୍ରଙ୍ଗୀ ଅକ୍ଷୟ

ଭୁବନେଶ୍ୱର : ବଲିଉଡ଼ର ଷ୍ଟାର ଅକ୍ଷୟ କୁମାର । ଯିଏ କି ଖିଲାଡି କୁମାର ନାଁରେ ବେଶ ଜଣାଶୁଣା । ଜଣେ ଷ୍ଟାର ଭାବେ ନୁହେଁ ସମାଜ ସେବାରେ ସବୁଠୁ ଆଗରେ ରହିଛନ୍ତି । ଲୋକଙ୍କ ପ୍ରତିଟି ବିପଦ ସମୟରେ ସହଯୋଗର ହାତ ବଢାଇଛନ୍ତି । ସେ କରୋନା ସମୟରେ ଅକ୍ସିଜେନ୍ ଦେବା ହେଉ କି ମହାରାଷ୍ଟ୍ରରେ ମରୁଡ଼ି…

ସମୁଦ୍ର ଉପକୂଳର ତଳି ଅଞ୍ଚଳରୁ ଲକ୍ଷେ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ, ଫୋକସରେ ବାଲେଶ୍ୱର

ବାଲେଶ୍ୱର: ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ବାଲେଶ୍ୱରରେ ବେଶୀ ପଡ଼ିପାରେ ୟସର ପ୍ରଭାବ । ଆଜି ଗ୍ରାଉଣ୍ଡରେ ପ୍ରାକ୍ ଓ ପରବର୍ତ୍ତୀ ବାତ୍ୟା ମୁକାବିଲା ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଆଇଜି ତଥା ଆଇନ ଶୃଙ୍ଖଳା ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା ।…

ପୁରୀ ବେଳାଭୂମିରେ ମୃତ ଜେଲି ଫିସ

ପୁରୀ: ପୁରୀ ବେଳାଭୂମିରେ ଶହ ଶହ ଜେଲି ଫିସଙ୍କ ମୃତ ଦେହ ଠାବ ହୋଇଛି। ଦିଗବାରିଣୀ, ଚୈତନ୍ୟ ଛକ, ଲାଇଟ ହାଉସ ପାଖରେ ପଡ଼ିଛି ମୃତଦେହ। ବାତ୍ୟା ୟାସ୍ ପ୍ରଭାବରେ ଜେଲି ଫିସ୍ ମରି ପଡ଼ିଥିବା ପୁରୀ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟ ବିଭାଗର ବୈଜ୍ଞାନିକ କହିଛନ୍ତି। ସାଧାରଣତ ଜେଲି ଫିସ ଗୁଡିକ…

ଟିକା ନେବେନି ବୋଲି ନଦୀକୁ ଡେଇଁଲେ ଗ୍ରାମବାସୀ

ନୂଆଦିଲ୍ଲୀ: ଟିକାକରଣକୁ ନେଇ ଏକ ବିଚିତ୍ର ମାମଲାରେ ସାମ୍‌ନାକୁ ଆସିଛି। ଟିକା ନେବେନି ବୋଲି ନଦୀକୁ ଡେଇଁଲେ ଗ୍ରାମବାସୀ। ଉତ୍ତରପ୍ରଦେଶର ବାରବାଙ୍କି ଗ୍ରାମବାସୀ ଟିକାକରଣରୁ ରକ୍ଷା ପାଇବା ପାଇଁ ସାରାୟୁ ନଦୀକୁ ଡେଇଁ ପଡ଼ିଥିଲେ ଯେତେବେଳେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ଟିମ୍ ଗାଁରେ…

ଅଜଗର ଅଣ୍ଡା ସୁରକ୍ଷା ପାଇଁ ଏକ୍ସ ରେ

ଖୋର୍ଦ୍ଧା: ଖୋର୍ଦ୍ଧା ଗଡ଼ ନିଅଳରେ ଅଜଗର ଅଣ୍ଡା ଦେବା ଘଟଣା। ଅଜଗର ଅଣ୍ଡାକୁ ଏକ୍ସ ରେ କଲା ବନ ବିଭାଗ। ୩୦ ଟି ଅଣ୍ଡାରୁ ୨ ଟି ଅଣ୍ଡାର ଆଜି ଏକ୍ସ ରେ କରା ଯାଇଛି । ଚନ୍ଦକା ଡିଏଫଓ ଙ୍କ ନିର୍ଦ୍ଦେଶରେ ହଳଦିଆ ରେଞ୍ଜ ତରଫରୁ ୨ ଟି ଅଣ୍ଡାକୁ ଆଣି ହଳଦିଆ ରେଞ୍ଜର ଫରେଷ୍ଟର ସୁବାସ ବେହେରା…

ଏବେ କେତେ ଦୂରରେ ଅଛି ବାତ୍ୟା ୟସ୍, ଘଣ୍ଟାପ୍ରତି ବେଗ କେତେ ?

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ୟସ୍ ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ସମୁଦ୍ର ଭିତରୁ ବଳ ସାଉଣ୍ଟୁଛି ବାତ୍ୟା । ଦିନ ୧୨ଟା ସୁଦ୍ଧା ପାଣିପାଗ ବିଭାଗର ସୂଚନା ଅନୁସାରେ, ଘଣ୍ଟାପ୍ରତି ଏବେ ୨ କିଲୋମିଟର ବେଗରେ ଆଗକୁ ବଢୁଛି ୟସ୍ । ପୋର୍ଟ…

ଲକ୍‌ଡାଉନ୍‌ ବିବାହ; ବିମାନରେ ପଡ଼ିଲା ବର କନ୍ୟାଙ୍କ ହାତଗଣ୍ଠି

ଚେନ୍ନାଇ: ତାମିଲନାଡୁର ଜଣେ ଦମ୍ପତି ମେ ୨୩ରେ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ମଦୁରାଇରୁ ଥୋଥୁକୁଡି ଅଭିମୁଖେ ଯାଉଥିବା ଏକ ବିମାନରେ ବିବାହ କରିବା ପରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ସମଗ୍ର ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଦମ୍ପତିଙ୍କ ଏଭଳି…