Latest Odisha News

BREAKING NEWS

Yearly Archives

2021

ବ୍ଲାକ୍‌ ଏବଂ ହ୍ୱାଇଟ୍‌ ଫଙ୍ଗସ୍ ପରେ ଏବେ ଦେଶରେ ଦେଖାଦେଇଛି ୟେଲୋ ଫଙ୍ଗସ୍ ସଂକ୍ରମଣ; ଜାଣନ୍ତୁ କାହିଁକି ଏହା ଅଧିକ…

ନୂଆଦିଲ୍ଲୀ: ଦେଶରେ ବ୍ଲାକ୍‌ ଫଙ୍ଗସ୍ ସଂକ୍ରମଣର ବୃଦ୍ଧି ପାଉଥିବା ବେଳେ ଉତ୍ତରପ୍ରଦେଶର ଗାଜିଆବାଦରୁ ୟେଲୋ ଫଙ୍ଗସ୍ ସଂକ୍ରମିତ ହୋଇଥିବା ପ୍ରଥମ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଉଭୟ ବ୍ଲାକ୍‌ ଏବଂ ହ୍ବାଇଟ୍‌ ଫଙ୍ଗସ୍ ଅପେକ୍ଷା ୟେଲୋ ଫଙ୍ଗସ୍ ଅଧିକ ବିପଜ୍ଜନକ। ଉକ୍ତ…

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ; ଗୋଟିଏ ସମୟରେ ୨ଟି ବିପଦ, ପ୍ରଶାସନକୁ କରନ୍ତୁ ସହଯୋଗ

ଭୁବନେଶ୍ୱର: ସାଢେ ଚାରି କୋଟି ଓଡ଼ିଶାବାସୀ ମୋର ପରିବାର । ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ଼ ପ୍ରାଥମିକତା । ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କ ଏକ ଭିଡିଓ ବାର୍ତ୍ତା ଜରିଆରେ ଆଜି ସତର୍କ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆମେ ଏକା…

ଜୀବନ ସଂଗ୍ରାମ ସ୍ୱାଧୀନତା ଜରୁରୀ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ମୁକ୍ତି ସଂଗ୍ରାମର ସ୍ୱାଧୀନତା ଆମେ ପାଇବା ୭୪ବର୍ଷରୁ ବେଶି ହେବଣି । ମାତ୍ର ଏ ପର୍ଯ୍ୟନ୍ତ ଆମ ଜୀବନ ସଂଗ୍ରାମର ସ୍ୱାଧୀନତା ହାସଲ କରିବାରେ ଗୋଟିଏ ଦିନ କ’ଣ, ଗୋଟିଏ ଘଂଟା କ’ଣ, ଗୋଟିଏ ମିନିଟ୍ କ’ଣ – ଗୋଟିଏ ସେକେଣ୍ଡ୍‌ ବି ଆମେ ଅତିକ୍ରମ…

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲା ଜମ୍ମୁ କାଶ୍ମୀର

ଶ୍ରୀନଗର: ଜମ୍ମୁକାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ସୋମବାର ଦିନ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ଲାକ୍‌ ଫଙ୍ଗସ୍‌ ଯୋଗୁ ପ୍ରଥମ ମୃତ୍ୟୁ ଖବର ଆସିବା ପରେ ଏହାକୁ ମହାମାରୀ ଘୋଷଣା କରିଛନ୍ତି। ମହାମାରୀ ରୋଗ ଅଧିନିୟମ ଅନୁଯାୟୀ ବ୍ଲାକ୍‌ ଫଙ୍ଗସକୁ ଏକ ଉଲ୍ଲେଖନୀୟ ରୋଗରେ…

ଦାସିଆ ସାଂସ୍କୃତିକ ପରିଷଦ ପକ୍ଷରୁ ଅନଲାଇନ କବିତା ଆସର

ଉମରକୋଟ : ବିଶିଷ୍ଟ ସାଂସ୍କୃତିକ ଅନୁଷ୍ଠାନ, 'ଦାସିଆ ସାଂସ୍କୃତିକ ପରିଷଦ' ପକ୍ଷରୁ ଗୁଗୁଲ ମିଟ ମାଧ୍ୟମରେ ଏକ ସ୍ମୃତସଭା ଓ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଟୁଟୁବାବୁ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବରିଷ୍ଠ ସାହିତ୍ୟିକା ରାଜ ଲକ୍ଷ୍ମୀ…

ଅବହେଳିତ ଅବସ୍ଥାରେ ସନ୍ଥକବିଙ୍କ ସ୍ମୃତିପୀଠ

ରେଢ଼ାଖୋଲ : ସନ୍ଥକବି ଭୀମ ଭୋଇ ଥିଲେ ଏକାଧାରରେ ଜଣେ ସମାଜ ସଂସ୍କାରକ ତଥା ପ୍ରେମ ,ଶାନ୍ତି ,ମୈତ୍ରୀ ଓ ସଂହତିର ଅପ୍ରତିଦ୍ୱନ୍ଦୀ ପ୍ରଚାରକ। ତାଙ୍କ ଲେଖନୀରୁ ସର୍ବଦା ବିଶ୍ୱ ପ୍ରେମର ବାର୍ତ୍ତା ହିଁ ଝରୁଥିଲା। ରେଢ଼ାଖୋଲରୁ ୧୭ କିଲୋମିଟର ଦୂରରେ କବିଙ୍କ ଜନ୍ମସ୍ଥାନ 'କନ୍ଧରା' ଅବସ୍ଥିତ।…

ମାଡ଼ି ଆସୁଛି ବାତ୍ୟା ‘ୟଶ୍’, ବାଲେଶ୍ୱର ନିକଟରେ କରିପାରେ ଲ୍ୟାଣ୍ଡଫଲ୍

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟଶ୍’ । ବାଲେଶ୍ୱର ନିକଟବର୍ତ୍ତୀ କୌଣସି ସ୍ଥାନରେ କରିପାରେ ଲ୍ୟାଣ୍ଡଫଲ୍ । ପାଣିପାଗ ବିଭାଗର ତାଜା ଆକଳ ଅନୁଯାୟୀ ବାତ୍ୟା ‘ୟଶ୍’ ବାଲେଶ୍ୱର ନିକଟରେ ସ୍ଥଳଭାଗ ଛୁଇଁପାରେ । ୨୬ ତାରିଖ ଭୋର୍ ସମୟରେ ବାତ୍ୟା ‘ୟଶ୍’ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ…

ଏହି ରାଜ୍ୟରେ ଜୁନ୍‌ ୧ ଯାଏ ବଢିଲା ଲକ୍‌ଡାଉନ୍‌

ପାଟନା: ବିହାରରେ ପୁଣି ବଢିଲା ଲକ୍‌ଡାଉନ୍‌। ସୋମବାର ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲକ୍‌ଡାଉନ୍‌ ଅବଧିକୁ ଜୁନ୍ ୧ ଯାଏ ବୃଦ୍ଧି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଘୋଷଣା କରିଛନ୍ତି। "ଲକ୍‌ଡାଉନ୍‌ର ଭଲ ପ୍ରଭାବ ପଡିଛି ଏବଂ କରୋନା…

ବାତ୍ୟା ‘ୟଶ୍’ ପ୍ରଭାବ, ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟଶ୍’ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ବାତ୍ୟା ‘ୟଶ୍’ ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ପୋର୍ଟବ୍ଲେୟାର ଠାରୁ ୬୩୦ କିଲୋମିଟର, ଦକ୍ଷିଣ-ଦକ୍ଷିଣ ପୂର୍ବରେ…

ଦିଲ୍ଲୀରେ ୧୮ରୁ ୪୪ ବୟସ ବର୍ଗଙ୍କ ପାଇଁ ସମସ୍ତ ୪୦୦ ଟିକାକରଣ କେନ୍ଦ୍ର ବନ୍ଦ

ନୂଆଦିଲ୍ଲୀ: ୧୮ରୁ ୪୪ ବୟସ ବର୍ଗଙ୍କ ପାଇଁ ସମସ୍ତ ୪୦୦ ଟିକାକରଣ କେନ୍ଦ୍ର ଦିଲ୍ଲୀରେ ବନ୍ଦ ରହିଛି ବୋଲି ଡେପୁଟି ସିଏମ ମନୀଷ ସିସୋଦିଆ ସୋମବାର କହିଛନ୍ତି। ଲୋକଙ୍କୁ କରୋନାଭାଇରସରୁ ରକ୍ଷା କରିବା ଲାଗି ଟିକାକରଣର ଆବଶ୍ୟକତା ରହିଛି ବୋଲି ସିସୋଦିଆ କହିଛନ୍ତି। ଏହାସହିତ ସେ କହିଛନ୍ତି ଯେ…