Latest Odisha News

BREAKING NEWS

Yearly Archives

2021

ବିଧାୟକ ପାଣ୍ଠିରୁ କିଣାଯିବ ମାସ୍କ

ଭୁବନେଶ୍ବର : ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଏଭଳି ସ୍ଥିତିରେ କିପରି ମହାମାରୀକୁ ରୋକାଯିବ ତାଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଲକଡାଉନ ସହ ମାସ୍କ ଓ ସାମାଜିକ ଦୂରତା ନିୟମକୁ ମାନିବାକୁ ପରାର୍ଶ ଦେଇଛନ୍ତି ସରକାର । ତେବେ କରୋନା ଭଳି ମହାମାରୀ ସମୟରେ…

କୋଭିଡ ମୃତକଙ୍କ ପରିବାରକୁ ସହାୟତା ଘୋଷଣା

ଭୁବନେଶ୍ବର : ମହାମାରୀ କରୋନା ନେଲାଣି ଅନେକ ଜୀବନ । ପରିବାର ଓ ଆତ୍ମୀୟ ସ୍ବଜନଙ୍କୁ ହରାଇଲେଣି ଲୋକେ । ଏଭଳି ସ୍ଥିତିରେ କୋଭିଡ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଧବା ଓ ବାପା ମା’ଙ୍କୁ ହରାଇ ଥିବା ପିଲାମାନଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ…

ସରପଞ୍ଚଙ୍କୁ ପୁଣି ଥରେ ଜିଲ୍ଲାପାଳ କ୍ଷମତା

ଭୁବନେଶ୍ବର : ପୁଣି ସରପଞ୍ଚଙ୍କୁ ମିଳଲା ଜିଲ୍ଲାପାଳ କ୍ଷମତା । କରୋନନା ମୁକାବିଲା ହୋଇଥିବା ସର୍ବଦଳୀୟ ବୈଠକ ପରେ ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲକ୍‌ଡାଉନ କାର୍ଯ୍ୟକାରୀ କରିବା ଏବଂ ଆବଶ୍ୟକତାକୁ ଦେଖି ଗାଁରେ TMC ଖୋଲିବା ବିଷୟ ନେଇ ସରପଞ୍ଚମାନେ ସେମାନଙ୍କର…

ନାରଦ ସ୍କାମ: ୨ ମନ୍ତ୍ରୀ, ୨ ବିଧାୟକଙ୍କୁ ଜାମିନ ମିଲିଲା

କୋଲକାତା: ନାରଦ ସ୍କାମରେ ସଂପୃକ୍ତ ଥିବା ନେଇ ଗିରଫ ହୋଇଥିବା ଟିଏମସିର ୨ ମନ୍ତ୍ରୀ ଓ ୨ ବିଧାୟକଙ୍କୁ ଜାମିନ ମିଳିଛି । ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ମନ୍ତ୍ରୀ ଫିରହାଦ ହାକିମ, ସୁବ୍ରତ ମୁର୍ଖାଜୀ ଏବଂ ମଦନ ମିତ୍ର ଓ ଶୋଭନ ଚାଟାର୍ଜୀଙ୍କୁ ଜାମିନ ପ୍ରଦାନ କରିଛି । ସିବିଆଇ ଏହି ଟିଏମସି…

ମେ ୨୪ରୁ ଘର ଘର ବୁଲି ସର୍ଭେ କରିବେ ଆଶାକର୍ମୀ

ଭୁବନେଶ୍ବର : ସମଗ୍ର ଦେଶ ଗତ ବର୍ଷେରୁ ଅଧିକ ସମୟ ଧରି କରୋନା ସହ ଲଢୁଛି । କରୋନାର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି ମଜବୁତ…

ଦୁଇଦୁଇଟି ଫିଲ୍ମରେ ଧମାଲ୍ ମଚାଇବେ ଅଙ୍କିତା ଭୌମିକ

ଭୁବନେଶ୍ୱର: ଆଲବମ୍ ଦୁନିଆରେ ଅଙ୍କିତା ଭୌମିକଙ୍କ ନାଁ କିଛି ନୂଆ ନୁହେଁ । କନ୍‌ସେପ୍ଟ ଯାହା ବି ହେଉନା କାହିଁକ, ତାଙ୍କ ଗ୍ଲାମରସ୍ ଅନ୍ଦାଜ ଓ ଆକର୍ଷଣୀୟ ଡାନ୍ସିଂ ଭିଡିଓ ଆଲବମ୍‌କୁ ସୁପରହିଟ୍ କରାଇବା ପାଇଁ ଯଥେଷ୍ଟ । ବହୁ ସୁପରହିଟ୍ ଭିଡିଓ ଆଲବମ ଓ କିଛି ହାତଗଣତି ଫିଲ୍ମରେ ଅଭିନୟ…

ଆମ୍ବୁଲାନ୍ସ ପାଇଁ ଭଡ଼ା ଧାର୍ଯ୍ୟ କଲେ ସରକାର

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଆମ୍ବୁଲାନ୍ସ ପାଇଁ ଭଡ଼ା ଧାର୍ଯ୍ୟ କଲେ ସରକାର । ମହାମାରୀ ସମୟରେ ଆମ୍ବୁଲାନ୍ସ ମନଇଚ୍ଛା ଭଡ଼ା ନେଉଥିବା ବେଳେ, ଏଥିରେ ହସ୍ତକ୍ଷେପ କରିଛନ୍ତି ସରକାର । ପ୍ରଥମ ୧୦ କିମି ପାଇଁ ସରକାର ଦର ନିର୍ଦ୍ଧାରଣ କରିଛନ୍ତି । ପରବର୍ତ୍ତୀ କିମି ପାଇଁ ଅତିରିକ୍ତ…

ଆଇପିଏଲରେ ଅଂଶଗ୍ରହଣ କରିଥିବା ଅଷ୍ଟ୍ରେଲିଆ କ୍ରିକେଟରଙ୍କ ସ୍ୱଦେଶ ପ୍ରତ୍ୟାବର୍ତନ

ସିଡନୀ: ଇଣ୍ଡିଆନ ପ୍ରିମିୟର ଲିଗରେ ଅଂଶଗ୍ରହଣ କରିଥିବା ୩୮ ଜଣ ଅଷ୍ଟ୍ରେଲିଆ କ୍ରିକେଟରମାନେ ଦଆଜି ସିଡନୀରେ ପଂହଚିଛନ୍ତି । ମାଲଡିଭ୍‌ସରେ କିଛି ଦିନ ରହିବା ପରେ ଏହି ଖେଳାଳିମାନେ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । କରୋନା ମହାମାରୀ ଭାରତରେ ଦ୍ରୁତ ବେଗରେ ବଢ଼ିବାରୁ ଏହାକୁ ଅଧାରୁ ବନ୍ଦ କରି…

୪୦ ଡିଗ୍ରୀ ଉପରେ ରାଜ୍ୟର ୭ ସହର

ଭୁବନେଶ୍ବର : ରାଜ୍ୟକୁ ଫେରିଲା ତାତି । କିଛି ଦିନ ତାତିରୁ ଆଶ୍ବସ୍ତି ମିଳିବା ପରେ ଏବେ ପୁଣି ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗୁଳୁଗୁଳି ସାଙ୍ଗକୁ ତାତିରେ ଆଉଟୁପାଉଟୁ ହେଲେଣି ରାଜ୍ୟବାସୀ । ଆଜି ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ତେବେ ୪୧ ଡିଗ୍ରୀ ସହ ବୌଦ୍ଧ…

ରାଜ୍ୟରୁ ସୁସ୍ଥ ହେଲେ ୧୧୮୨୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତ ସଂଖ୍ୟା । କିନ୍ତୁ ସେହି ଅନୁପାତରେ ମଧ୍ୟ ବଢୁଛି ସୁସ୍ଥ ସଂଖ୍ୟା । ଏହି କ୍ରମରେ ଆଜି ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୧ ହଜାର ୮୨୧ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଆଜି…