ରିଲିଜର କିଛି ସମୟ ପରେ ଇଂଟରନେଟରେ ଲିକ୍ ହେଲା ସଲମାନଙ୍କ ରାଧେ:ୟୋର ମୋଷ୍ଟ ୱାଟେଂଡ ଭାଇ
ମୁମ୍ବାଇ: ସଲମାନ ଖାଁ ଅଭିନୀତ ରାଧେ: ୟୋର ମୋଷ୍ଟ ୱାଟେଂଡ ଭାଇ ଆଜି ଓଟିଟି-ଡିଟିଏଚରେ ପେ ପର ଭ୍ୟୁ ସର୍ଭିସ ଅନ୍ତର୍ଗତ ରିଲିଜ ହୋଇଛି । ମାତ୍ର ଏହା ରିଲିଜ ହେବାର କିଛି ସମୟ ମଧ୍ୟରେ ଇଂଟରନେଟରେ ଏହା ଲିକ୍ ହୋଇ ଯାଇଥିଲା । ଫଳରେ ଅନେକ ଏହାକୁ ମାଗଣା ଦେଖିବା ଫାଇଦା ଉଠାଇଥିଲେ ।
ଜି…