Latest Odisha News

BREAKING NEWS

Yearly Archives

2021

ଆଜି ଓଡ଼ିଶାରେ କମିଛି କରୋନା ସଂକ୍ରମଣ: ୧୦,୬୩୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ । ୧୧ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଚାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୬୩୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬ହଜାର ୧୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪ହଜାର ୬୨୩ଟି । ଖୋର୍ଦ୍ଧାରୁ ସର୍ବାଧିକ ୧୫୬୪ ନୂଆ…

କବିତା : ଯମୁନା କୂଳର କଦମ୍ବ

ଅମିୟ ଭାନୁ ଧଳ କାହ୍ନା ! ବସନ୍ତର ବାସନ୍ତିକ ମୁହୂର୍ତ୍ତରେ କୃଷ୍ଣଚୂଡ଼ାର ଗୁନ୍ଥାଗୁନ୍ଥା ଫୁଲରେ କଦମ୍ବମୂଳର ଅନାବନା ଘାସରେ କାହ୍ନା ! ବେଶ୍ ତମେ ଆଜି ମନେ ପଡୁଛ l ଜାଣିଛ କାହ୍ନା ! ଟିକେ ମନେପକାଅ ତ ! ହଠାତ୍ କଦମ୍ବଟେ ଗଛରୁ ନୀରବ ଯମୁନାର ପାଣିରେ ପଡିଲେ, ଆମେ ଚମକି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୯-୫-୨୦୨୧ ରବିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୯ ରିଖ ରବିବାର ମେଷ ୨୬ ଦିନ ବୈଶାଖ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର-: ଧନୁ ରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର ଆଜିର…

ଆଇଆଇଏମସି ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ : 'ଭାରତୀୟ ଜନ ସଂଚାର ସଂସ୍ଥାନ' (ଆଇଆଇଏମସି) ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ ଏହି ସଭାରେ ଅଧ୍ୟକ୍ଷତାରେ କରି କହିଥିଲେ ଯେ ମନୋଜ ଦାସଙ୍କ ପରି ଲେଖକ…

କରୋନା କାଳରେ ଫ୍ଲେମିଙ୍ଗୋ

ଭୁବନେଶ୍ୱର:କରୋନା କାଳରେ ଲକ୍ ଡାଉନ୍ ସଟଡାଉନ୍ । ଆଉ ସେହି ନୀରବ ପରିବେଶ ଭିତରେ ଆଡା ଜମାଇଛନ୍ତି ଫ୍ଲେମିଙ୍ଗୋ ପକ୍ଷୀ । ହଜାର ହଜାର ସଂଖ୍ୟାରେ ପକ୍ଷୀ ଉଡିଆସିଛନ୍ତି । ପରିବେଶ ଟିକେ ଉଷ୍ମ ହୋଇଗଲେ ଏମାନଙ୍କର ଆଗମନ ହୋଇଥାଏ । ଚଳିତଥର ଚିଲିକାରେ ମଧ୍ୟ ଏହି ପକ୍ଷୀ ମାନଙ୍କର ବେଶ୍ ଗହଳି…

ଗରମରୁ ତ୍ରାହି

ଭୁବନେଶ୍ୱର: ବଢୁଛି ଖରା । ଅସହ୍ୟ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅତିଷ୍ଠ ହୋଇପଡୁଛନ୍ତି ଲୋକେ । କିଭଳି ଥଣ୍ଡା ଟିକେ ପାଇବେ ଲୋକେ ବିଭିନ୍ନ ଉପାୟ କରୁଛନ୍ତି । ହେଲେ ଏଥିରୁ କିନ୍ତୁ ବାଦ୍ ପଡିନାହାନ୍ତି ଜୀବଜନ୍ତୁ । ଏହିଭଳି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ବର୍ଷା ପାଇଁ ଅନ୍ଧ ବିଶ୍ୱାସ… .

ଭୁବନେଶ୍ୱର: କରୋନା କାଳରେ ଦେଶରେ ସଙ୍କଟ ଜନକ ସ୍ଥିତିରେ ଲୋକେ । ଆଉ ତା ଭିତରେ ଏକ ବିଚିତ୍ର ଦୃଶ୍ୟ ସାମନାକୁ ଆସିଛି । କରୋନା ଆଉ ଗ୍ରୀଷ୍ମପ୍ରବାହରେ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଆଉ ତା ଭିତରେ ବର୍ଷା ମୁନ୍ଦାଏ ପାଇଁ କିଛି ଲୋକ ଅନ୍ଧିବଶ୍ୱାସର ବଶବର୍ତ୍ତୀ ହୋଇ ଏମିତି କିଛି କାଣ୍ଡ…

ମନୋଜ ଦାସଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ପରଲୋକର ଦ୍ଵାଦଶାହ ଉପଲକ୍ଷେ ସାହିତ୍ୟ ଚର୍ଚ୍ଚା ଏବଂ ଆମେ ଓଡ଼ିଆ-ଆମ ଓଡ଼ିଶା ପକ୍ଷରୁ ଅନଲାଇନ ମାଧ୍ୟମରେ ଏକ ସ୍ମୃତିସଭା ଆୟୋଜିତ ହୋଇଯାଇଛି । ଏହି ବିଶେଷ ସ୍ମୃତି ସଭାରେ ଦେଶ ବିଦେଶର ଅନେକ ମନୋଜ ପ୍ରେମୀ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ଅର୍ପଣ…

[ଭିଡ଼ିଓ] ଆପଣା ସାଜିଲେ ପର, ପର ସାଜିଲେ ଆପଣା

ଅନୁଗୁଳ: ଗୋହିରାପଶି ଗାଁରେ ଅଭାବନୀୟ ଘଟଣା । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପାଖ ମାଡିଲେନି ପରିବାର କି ଗାଁ ଲୋକେ । ଶେଷରେ ଆଗେଇ ଆସିଥିଲେ କିଛି ସରକାରୀ ବାବୁ ଓ ସ୍ଥାନୀୟ ସରପଂଚ । ଦେଖାଇଥିଲେ ମାନବିକତାର ଜ୍ୱଳନ୍ତ ଉଦାହରଣ । ଗତକାଲି ସଂଧ୍ୟା ୮ଟାବଳେ ଗୋବିନ୍ଦ ମାଝୀ ନାମକ ଜଣେ…

୧୮ରୁ ୪୪ ବର୍ଷ ବର୍ଗଙ୍କୁ ଟିକାକରଣ ନେଇ ଚିଠି

ଭୁବନେଶ୍ବର : ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକାକରଣ ନେଇ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସବୁ ସିଡିଏମଓ, ପିଏଚଓ, ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ଏସିଏସ । ଟିକା କମ ଥିବାରୁ ୫ଟି ପୌରାଞ୍ଚଳରେ ହେବ…